Latest Odisha News

BREAKING NEWS

ହ୍ରିତିକଙ୍କୁ ପ୍ରୀତି ଜିଣ୍ଟାଙ୍କ ୱେବ୍ ସିରିଜ୍ ଭେଟି !

ମୁମ୍ବାଇ: ହ୍ରିତିକଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ଖୁବଶୀଘ୍ର ଗ୍ରୀକ୍ ଗଡ୍ ଓରଫ ହ୍ରିତିକ୍ ଡିଜିଟାଲ୍ ପ୍ଲାଟଫର୍ମରେ ପାଦ ଦେବାକୁ ଯାଉଛନ୍ତି । ତେବେ ଏଥିପାଇଁ ସେ ଭାରତ ନୁହେଁ ବରଂ ବିଦେଶରୁ ଅଫର୍ ପାଇଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି ବିଦେଶରୁ ଅଫର ପାଇ ହ୍ରିତିକ ୱେବ୍…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର : ଭାଷାକୁ ନେଇ ସଙ୍ଗୀତ ସୃଷ୍ଟି । ବହୁ ସଂଘର୍ଷ ପରେ ଓଡ଼ିଆ ଏକ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭଷାର ମାନ୍ୟତା ପାଇପାରିଛି । ଭାଷାକୁ ନେଇ ସୃଷ୍ଟି ହୋଇଥିବା ଓଡ଼ିଶୀ ସଙ୍ଗୀତ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇବା ଉଚିତ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଉତ୍ସବରେ…

ଫିଲ୍ମ ‘କିସାନ’ରେ ଦର୍ଶକଙ୍କ ମନ ମୋହିବେ ସୋନୁ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କ ପାଇଁ ଭଗବାନ ସାଜିଥିଲେ ‌ଅଭିନେତା ସୋନୁ ସୁଦ। ପରଦା ଉପରେ ଖଳନାୟକ ହେଉଥିବା ସୋନୁ ବାସ୍ତବ ଜୀବନର ନାୟକ ହୋଇପାରିଥିଲେ। ତେବେ ସୋନୁ ସୁଦ ଖୁବ୍ ଶୀଘ୍ର ତାଙ୍କର ନୂଆ ଚଳଚ୍ଚିତ୍ରରେ ନଜର ଆସିବେ। ସୋନୁଙ୍କ ଏହି ନୂଆ ପ୍ରୋଜେକ୍ଟକୁ…

ଏବେ ଟିକା ନେବେନି ସିଏମ୍‌ ଶିବରାଜ ସିଂ ଚୌହାନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ସେ ପ୍ରଥମେ କରୋନା ଟିକା ଗ୍ରହଣ କରିବେ ନାହିଁ। ବାକି ଲୋକମାନେ କରୋନା ଟିକା ନେବା ପରେ ସେ କରୋନା ଟିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ଟିକା ପାଇଁ ସମସ୍ତ ଲୋକ ନିଜସ୍ୱ…

 ନଅ ମାସ ପରେ ଖୋଲିବ ନୃସିଂହନାଥ ମନ୍ଦିର

ପାଇକମାଲ: ଚଳିତ ମାସ ୬ ତାରିଖରୁ ନୃସିଂହନାଥ ମନ୍ଦିର ଖୋଲିବ । ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ନୃସିଂହନାଥ ମନ୍ଦିର ଦୀର୍ଘ ନଅ ମାସ ହେଲା ବନ୍ଦ ରହିବା ପରେ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ପ୍ରଥମେ ସାତଦିନ ବରଗଡ଼ ଜିଲ୍ଲାର ଲୋକଙ୍କ ଦର୍ଶନ ପାଇଁ ଅନୁମତି ମିଳିବ। ଏଥିପାଇଁ କୋଭିଡ…

୭ ବର୍ଷୀୟା ରୋରୀ ଉଠାଉଛି ୮୦ କିଲୋର ଓଜନ !

ଓଟ୍ଟାୱା:କାନାଡାରେ ରହୁଥିବା ରୋରୀ ଭ୍ୟାନଙ୍କ ବୟସ ମାତ୍ର ୭ କିନ୍ତୁ ଏହି ବୟସରେ ସେ ୮୦ କିଲୋଗ୍ରାମର ଓଜନ ଉଠାଇ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇ ଉଠିଛନ୍ତି । ଏହି କୁନି ଝିଅଟି ଭାରୋତୋଳନରେ ୟୁଏସ ଅଣ୍ଡର ୧୧ ଓ ଅଣ୍ଡର ୧୩ରେ ୟୁଥ ନ୍ୟାଶନାଲ ଚାମ୍ପିୟନ ହୋଇସାରିଛି । ଏହି ଅବସରରେ ଏକ…

ବାହା ହେବେ ‘କସୌଟି ଜିନ୍ଦେଗୀ କୀ’ ଆକ୍ଟର ସିଜେନ ଖାନ

ନୂଆଦିଲ୍ଲୀ: ଲୋକପ୍ରିୟ ଟେଲିଭିଜନ୍‌ କଳାକାର ତଥା କସୌଟି ଜିନ୍ଦେଗୀ କୀ ଆକ୍ଟର ସିଜେନ ଖାନ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ୨୦୨୦ ଶେଷ ସୁଦ୍ଧା ଆମେ ବିବାହ କରିବାକୁ ଯୋଜନା କରିଥିଲୁ କିନ୍ତୁ ମହାମାରୀ ହେତୁ…

ହେଲେନ୍‌ର ହାହାକାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ବିଶ୍ୱବ୍ୟାପୀ ମହାସଂକଟ । କରୋନା ମହାମାରୀ, ମହାମାନ୍ଦାବସ୍ଥା, ମହାଦୁର୍ଭିକ୍ଷ ମାଡିଆସୁଛି । ଭୋକ ଏଭଳି ଏକ ଶଦ୍ଦ ଯେ, ସେ ଦୁନିଆରେ କାହାରି ଥଳକୂଳ ରଖିବନିା ଢୋକେ ପିଇ, ଦଣ୍ଡେଜିଇଁ ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇଯିବ । ଶ୍ରମଜୀବୀ…

ପୃଥ୍ୱୀରାଜ ଫିଲ୍ମକୁ ନେଇ ୟଶରାଜ ପ୍ରଡକ୍ସନରେ ବିବାଦ, ଚନ୍ଦ୍ରପ୍ରକାଶଙ୍କୁ ବାହାର କଲେ ଆଦିତ୍ୟ

ମୁମ୍ବାଇ: ୟଶରାଜ ପ୍ରଡକ୍ସନର ମାଲିକ ଆଦିତ୍ୟ ଚୋପ୍ରା ଓ ପୃଥ୍ୱୀରାଜ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଆଦିତ୍ୟ ତାଙ୍କ ଟିମରୁ ଚନ୍ଦ୍ରପ୍ରକାଶଙ୍କୁ ବାହାର କରି ଦେଇଛନ୍ତି । ରିପୋର୍ଟ ମୁତାବକ ଆଦିତ୍ୟଙ୍କୁ ନ…

ପରୀ ହତ୍ୟା ମାମଲା: ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କଲା ଏସଆଇଟି

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲିସିସ୍ ଟେଷ୍ଟ ବା ବ୍ରେନ୍ ମ୍ୟାପିଂ । ଏଥିପାଇଁ ଅନୁମତି ଦେବାକୁ ନୟାଗଡ଼ ପକସୋ କୋର୍ଟରେ ଆବେଦନ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ଅନୁମତି ମିଳିଲେ ସରୋଜ ସେଠୀରେ ବ୍ରେନ୍ ମ୍ୟାପିଂ…