Latest Odisha News

BREAKING NEWS

ବିଜ୍ଞାନ ଖେଳ: ପେପର ସ୍ପିନର୍‌

ଗୋଟିଏ ସାଧା କାଗଜ ପଟିରୁ ଆମେ ତିଆରି କରିବା ସ୍ପିନର୍‌, ଦେଖିବା ଏହା କେମିତି ଉଡୁଛି । ୧- କାଗଜ ପଟି ନିଅ ୨- କାଗଜ ପଟିର ଗୋଟିଏ ଧାରରେ ଅଠା ଲଗାଇ ଦୁଇ ମୁଣ୍ଡକୁ ଯୋଡି ଦିଅ । ଆମକୁ ଗୋଟିଏ ଗୋଲ ପଟି ମିଳିବ ୩- ପଟିର ଭିତରପଟରେ ଗୋଟିଏ ଜାଗାରେ ଅଠା ଲଗାଇ ଯୋଡିଦିଅ । ଇଂରାଜୀ ୮…

ମହାକାବ୍ୟର ମହାଅଭିଶାପ

ପୁରୀ: ମହାଭାରତର ପ୍ରତ୍ୟେକ ଚରିତ୍ରର ମହତ୍ୱ ରହିଛି । ତେବେ ଏହି ପୌରାଣିକ ଚରିତ୍ର ମଧ୍ୟରେ କେତେକ କ୍ରୋଧର ବଶୀଭୂତ ହୋଇ ଶ୍ରାପ ଦେଇଛନ୍ତି । ଆସନ୍ତୁ ଜାଣିବା ମହାକାବ୍ୟର ମହାଶ୍ରାପଗୁଡିକ ବିଷୟରେ । ମାଆ କୁନ୍ତୀଙ୍କ ଅଭିଶାପ ଦେଲେ ଯୁଧିଷ୍ଠିର: କର୍ଣ୍ଣ ବଧ ପରେ ମାଆ କୁନ୍ତୀ ଯେତେବେଳେ…

ମୋଟା ଅଙ୍କର ବିଜ୍ଞାପନ ହାତେଇଲେ ଧୋନୀଙ୍କ ଲାଡଲି ଜିଭା

ରାଞ୍ଚି: ଭାରତର ପୂର୍ବତନ କ୍ରିକେଟର୍ ଧୋନୀଙ୍କ ଲାଡଲି ଜିଭା । ଦେଶରେ ଚର୍ଚ୍ଚିତ ଷ୍ଟାର୍‌କିଡ୍ ତାଲିକାରେ ସେ ଅନ୍ୟତମ । ୫ ବର୍ଷୀୟ ଜିଭାଙ୍କର ୧.୮ ମିଲିଅନ୍ ସୋସିଆଲ ମିଡିଆ ଫଲୋଅର୍ସ ଥିବାବେଳେ ନିକଟରେ ସେ ହାତେଇଛନ୍ତି ଏକ ମୋଟା ଅଙ୍କର ବିଜ୍ଞାପନ । ବଢୁଥିବା ପପୁଲାରିଟି ପାଇଁ ଜିଭା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ‘କୁଛ୍‌ କୁଛ୍‌ ହୋତା ହୈ’ ର ଶିଶୁ କଳାକାର ପରଜାନ ଦସ୍ତୁର

ନଆଦିଲ୍ଲୀ: 'କୁଛ୍‌ କୁଛ୍‌ ହୋତା ହୈ' ର ଶିଶୁ କଳାକାର ପରଜାନ ଦସ୍ତୁର ତାଙ୍କ ପ୍ରେମିକା ଡେଲନା ଶ୍ରଫଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏକ ପାରମ୍ପାରିକ ପାର୍ସୀ ବିବାହ ସମାରୋହରେ ପରଜାନ ଏକ ଧଳା କୁର୍ତ୍ତା ପାଇଜାମା ଏବଂ କ୍ୟାପ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା ଏବଂ ଡେଲନା…

ଭୁବନେଶ୍ୱରର ୫ଟି ସ୍ଥାନରୁ ୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩ ଜଣ କରୋନା ପଜିଟିଭ…

ମୁମ୍ବାଇ ଛାଡିଲେ ରାମ ଗୋପାଳ ବର୍ମା

ମୁମ୍ବାଇ:ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମୁମ୍ବାଇ ଛାଡିଛନ୍ତି । ତେବେ ସବ-ଅର୍ବାନ ଏରିଆରେ ଏବେ ବି ତାଙ୍କ ଅଫିସ ରହିଛି । ରିପୋର୍ଟ ମୁତାବକ ବର୍ମା ଏବେ ଗୋଆରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ମୁଁ ଏବେ ଯେଉଁ ପ୍ରୋଜେକ୍ଟ ପାଇଁ କାମ କରୁଛି ସେଥିପାଇଁ ଗୋଆ ଉପଯୁକ୍ତ…

ନାଲକୋ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ)ର ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର…

ସ୍କୁଲ ଛାତ୍ରଛାତ୍ରୀଙ୍କର ହୋଇପାରେ କରୋନା ଟେଷ୍ଟ

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ମାନଙ୍କର କୋଭିଡ-୧୯ ଟେଷ୍ଟ ହୋଇପାରେ ବୋଲି ସୋମବାର ଦିନ ଓଡ଼ିଶା ସରକାର ପ୍ରକାଶ କରିଛନ୍ତି। ଡାଇରେକ୍ଟର ଅଫ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ନିର୍ଦ୍ଦେଶକ ସିବିକେ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ଇଣ୍ଡିଆନ୍ କାଉନସିଲ୍ ଅଫ୍…

ବେନାମୀ ସମ୍ପତ୍ତି ମାମଲାରେ ପଚରାଉଚରା ପାଇଁ ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟ ପହଞ୍ଚିଛି ଆୟକର ବିଭାଗ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ସହ ଜଡିତ ଏକ ମାମଲାରେ ପଚରାଉଚରା ପାଇଁ ଆଜି ଆୟକର ବିଭାଗର ଏକ ଟିମ୍ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସୂଚନାନୁସାରେ, ବିକାନେର ଏବଂ ଫରିଦାବାଦ ଜମି ଦୁର୍ନୀତିରେ ଆୟକର ବିଭାଗ…

ଉର୍ଦ୍ଦୁ କବି ଜନାବ ସିନ କାଫ ନିଜାମଙ୍କୁ ୨୦୧୯ ଜାତୀୟ ଗଙ୍ଗାଧର ସମ୍ମାନ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୫୪ ତମ ପ୍ରତିଷ୍ଠା ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୁଳପତି ପ୍ରଫେସର ଦୀପକ ବେହେରାଙ୍କ ଦିଗଦର୍ଶନରେ ଅନୁଷ୍ଠିତ ଅନଲାଇନ ସଭାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଅର୍କକେଶରୀ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି…