Latest Odisha News

BREAKING NEWS

ବିଶ୍ୱର ପ୍ରଥମ ‘ହସ୍ପିଟାଲ୍ ଟ୍ରେନ୍ ‘ ନିର୍ମାଣ କରି ଇତିହାସ ରଚିଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅନେକ ରେକର୍ଡ ପ୍ରତିଷ୍ଠା କରିଛି। ରେଳବାଇ ଏକ ସ୍ୱତନ୍ତ୍ର ଟ୍ରେନ୍ ତିଆରି କରି ବିଶ୍ୱରେ ଇତିହାସ ସୃଷ୍ଟି କରିଛି। ରେଳ ମନ୍ତ୍ରଣାଳୟ ଅନୁଯାୟୀ, ଭାରତୀୟ ରେଳ ବିଶ୍ୱର ପ୍ରଥମ ହସ୍ପିଟାଲ ଟ୍ରେନ୍ ତିଆରି କରି ଏହାର ନାମରେ ଏକ ରେକର୍ଡ ସୃଷ୍ଟି କରିଛି। ଭାରତୀୟ…

କରୋନା ଟିକା ସମ୍ପର୍କିତ ଗୁଜବକୁ DCGIର ଖଣ୍ଡନ, ଭ୍ୟାକ୍ସିନ ୧୧୦% ସୁରକ୍ଷିତ

ନୂଆଦିଲ୍ଲୀ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତରେ ଦୁଇଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି। ଯାହାକୁ ନେଇ ସମସ୍ତେ ଖୁସିଥିବା ବେଳେ ଟିକା ସମ୍ପର୍କିତ ଗୁଜବକୁ ନେଇ ଜନସାଧାରଣ ଆଶଙ୍କାରେ ରହିଥିଲେ। ହେଲେ ଟିକାକୁ…

ନବକାକଳିର ମକର ସଂଖ୍ୟାର ଲୋକାର୍ପଣ

ଭୁବନେଶ୍ୱର:-ସତ୍ୟବିହାର ସ୍ଥିତ ଶ୍ରୀ ତ୍ରୟମ୍ବକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ନବକାକଳି ସାହିତ୍ୟ ପତ୍ରିକାର ମକର ସଂଖ୍ୟାର ଲୋକାର୍ପଣ କରୋନା ସତର୍କତା ସହିତ ପାଳିତ ହୋଇ ଯାଇଅଛି ୲ ଏଥିରେ ମୁଖ୍ୟ ଅତିଥି ଭାବେ ପ୍ର. ବୈଷ୍ଣବ ଚରଣ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଡଃ ଅଭୟ…

ଶାନ୍‌ଦାର ଫିଟ୍‌ନେସ୍‌ ଯୋଗୁ ଏହି ଅଭିନେତାଙ୍କୁ ମିଳି ନଥିଲା ହିରୋର ଭୂମିକା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶରତ ସକ୍ସେନାଙ୍କ ୨୦୧୮ ସାକ୍ଷାତକାରର ଏକ ସଂକ୍ଷିପ୍ତ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଭିଡିଓରେ ଶରତ କହୁଛନ୍ତି ଯେ ସେ ୩୦ ବର୍ଷ ଧରି ବଲିଉଡରେ ଟାଇପକାଷ୍ଟ କରୁଥିଲେ ଏବଂ ତାଙ୍କର ଫିଟ୍‌ନେସ୍‌ ଯୋଗୁ ଏଭଳି କରାଯାଉଥିବା ସେ କହିଛନ୍ତି। ସେ…

କବିତା:ଶୁଣୁଛି ବୋଲିତ ତୁମକୁ

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ) ଶୁଣୁଛି ବୋଲିତ ତୁମକୁ ଫେରୁଛି ମୁଁ ପୃଥିବୀକୁ ବାରମ୍ବାର ଆଡେଇ ମୋକ୍ଷକୁ ଯୋଗାଡି ନେଉଛି ଦେହଟେ ନପଚାରି ଜାତି,ଧର୍ମ,ବର୍ଣ୍ଣ, ନବିଚାରି ପ୍ରାନ୍ତ ଓ ପ୍ରଦେଶ। ଶୁଣୁଛି ବୋଲିତ ତୁମକୁ ନିବିଷ୍ଟ ମଧୁମକ୍ଷୀଟିଏ ପରି ପଳପଳ ପିଉଛି ଜୀବନର ବିଷାକ୍ତ…

ଭାରତର‌େ ଟିକା ମଞ୍ଜୁରୀ‌ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଲା ‘ହୁ’

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରବିବାର ଦିନ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିବା ଭାରତର ନିଷ୍ପତ୍ତିକୁ ସ୍ୱାଗତ କରିଛି। WHO ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ୍ ଖେତ୍ରପାଲ ସିଂ କହିଛନ୍ତି ଯେ କୋଭିଡ-୧୯ ଟିକାର…

ବାଂଲାଦେଶ ସୀମାରେ ଠାବ ହେଲା ୨୦୦ ମିଟରର ଲମ୍ବା ସୁଡଙ୍ଗ

କରିମଗଞ୍ଜ: ଭାରତ-ବାଂଲାଦେଶ ସୀମାରେ ଠାବ ହୋଇଛି ୨୦୦ ମିଟରର ଲମ୍ବା ସୁଡଙ୍ଗ । ଆସାମର କରିମଗଞ୍ଜରେ ଠାବ କରାଯାଇଥିବା ଏହି ସୁଡଙ୍ଗ ନେଇ ଅନୁପ୍ରବେଶ ଓ ଚୋରା କାରୋବାର ହେଉଥିବା ସନ୍ଦେହ କରାଯାଉଛି । ଅପହରଣ ଓ ମାନବ ତସ୍ମରରେ ଏହାକୁ ମଧ୍ୟ ବ୍ୟବହାର କରାଯାଉଥିଲା । ଦିଲବର ହୁସେନ ନାମକ ଜଣେ…

ବଲିଉଡ୍ ସେଲିବ୍ରିଟି ଆତଙ୍କବାଦୀଙ୍କଠାରୁ କମ୍‌ ନୁହନ୍ତି; କାହିଁକି କହିଲେ କଙ୍ଗନା

ନୂଆଦିଲ୍ଲୀ: ଗତ ବର୍ଷ ଦିଲ୍ଲୀ ଦଙ୍ଗାରେ ୫୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଅପରେସନ ସମୟରେ ଅନେକ ଲୋକଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ସେହି ତାଲିକାରେ ଉମର ଖାଲିଦଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା ଯେଉଁଥିରେ ଦିଲ୍ଲୀ ପୋଲିସ ନିକଟରେ ଚାର୍ଜସିଟ ଦାଖଲ କରିଛି।…

କୋଭିସିଲ୍ଡକୁ DCGIର ମଞ୍ଜୁରୀ ପରେ କ’ଣ ପ୍ରତିକ୍ରିୟା ରଖିଲେ ଆଦର ପୁନାୱାଲା…

ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକ୍ସିନକୁ ଅପେକ୍ଷା କରିଥିବା ଜନସାଧାରଣଙ୍କ ପାଇଁ ଖୁସି ଖବର। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ବିକଶିତ ହୋଇଥିବା କୋଭିସିଲ୍ଡ ଏବଂ ଭାରତ ବାୟୋଟେକର ଭ୍ୟାକ୍ସିନ୍ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGI)…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଗୋଟିଏ ଦିନରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ୩ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…