Latest Odisha News

BREAKING NEWS

ବାହାରିବ କି ସମାଧାନର ବାଟ: କୃଷକ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ଅଷ୍ଟମ ପର୍ଯ୍ୟାୟ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ ଚାଷୀ ସଂଗଠନ ସହ ଆଜି ପୁଣି ଥରେ କେନ୍ଦ୍ର ସରକାର ଆଲୋଚନା କରିବେ । ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିବ । ସରକାର ଆଇନକୁ ପ୍ରତ୍ୟାହାର କରିବା ସପକ୍ଷରେ ନାହାନ୍ତି । ଆନ୍ଦୋଳନକାରୀ ଚାଷୀ ବି ଜିଦରେ…

ଖାଦ୍ୟରେ ସାମିଲ କରନ୍ତୁ ଏହି ମଞ୍ଜି; ବଢିବ ତ୍ୱଚାର ଚମକ

ଭୁବନେଶ୍ୱର: ନିଜ ତ୍ୱଚାକୁ ଚିକ୍କଣ ଓ ମସୃଣ ରଖିବାକୁ କିଏ କେତେ ଉପାୟ ଅବଲମ୍ବନ କରନ୍ତି। ଅନେକ ପ୍ରକାରର କସମେଟିକ କ୍ରିମ ବ୍ୟବହାର କରନ୍ତି ମାତ୍ର ଯଦି ଆପଣଙ୍କ ଶରୀର ଭିତରୁ ସ୍ବଚ୍ଛ ନାହିଁ ତେବେ କୌଣସି ବି କ୍ରିମ୍ ତ୍ବଚାରେ ଚମକ ଆଣିପାରିବନାହିଁ । ସୁନ୍ଦର ତ୍ବଚା ପାଇଁ ସୁସ୍ଥ…

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର

ଭୁବନେଶ୍ୱର:  ଆଜି ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ୍ ମୁରଲୀଧର । ସକାଳ ୯.୩୦ ମିନିଟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ଶପଥପାଠ କରାଇବା ନେଇ ସୂଚନ ରହିଛି । ନବ ନିଯୁକ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍…

ବିଳମ୍ବିତ ରାତିରେ କେନ୍ଦ୍ରାପଡାରେ ବୋମାମାଡ଼

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଂଚଳର ଜାତୀୟ ରାଜପଥ କଡ଼ରେ ଥିବା ଏକ ଢାବା ନିକଟରେ ବୋମାମାଡ଼ ହୋଇଥିବା ସୂଚନା । ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ତିନି ଜଣ ଦୃବୁତ୍ତ ଏକ ବାଇକରେ ଆସି ଢାବା ନିକଟରେ ୨ ଟି ବୋମାମାଡ କରିଥିଲେ । ତେବେ  ଏହି ବୋମାମାଡରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା୪-୧-୨୦୨୧ ସୋମବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୪ ରିଖ ସୋମବାର ଧନୁ ୨୧ ଦିନ ପୌଷ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର:- କର୍କଟ ଓ ମକର ରାଶିର ଆଜି - ପିତା…

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ରବିବାର ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ବେଙ୍ଗାଲୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରାରମ୍ଭିକ ଚିକିତ୍ସାରେ ସେ ବିପଦମୁକ୍ତ ଥିବା ଜଣାପଡିଛନ୍ତି । କାରରେ ବସିଥିବା ବେଳେ ସେ ହଠାତ୍ ସିଟରୁ ଖସି ପଡିଥିଲେ । ଲୋ ବ୍ଲଡ ପ୍ରେସର ଏବଂ…

ଶ୍ରୀଜିଉଙ୍କୁ ୨୧ କିଲୋଗ୍ରାମର ରୂପା ଦାନ କଲେ ଶ୍ରଦ୍ଧାଳୁ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ରବିବାର ଦିନ ୨୧ କିଲୋଗ୍ରାମର ରୂପା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ସୂଚନାନୁସାରେ, ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ମନ୍ଦିରର ମୁଖ୍ୟ କାର୍ଯ୍ୟାଳୟରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜିଟିଏ) ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି…

ଆଇଏସଏଲ: ଓଡିଶା ଏଫସିର ନୈରାଶ୍ୟଜନକ ପ୍ରଦର୍ଶନ ଜାରି, ଇଷ୍ଟବେଙ୍ଗଲଠାରୁ ୩-୧ରେ ହାରିଲା

ଭୁବନେଶ୍ୱର:ଗୋଆର ତିଳକମୈଦାନ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମୁକାବିଲାରେ ଓଡିଶା ଏଫସି ପୁନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଇଷ୍ଟବେଙ୍ଗଲ ୩-୧ ଗୋଲରେ ଓଡିଶା ବିପକ୍ଷରେ ସହଜ ବିଜୟ ହାସଲ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଇଷ୍ଟବେଙ୍ଗଲ ପ୍ରଭାବୀ…

ଟିମ୍ ଇଣ୍ଡିଆ ସହ ରୋହିତଙ୍କ ସମେତ ଅନ୍ୟ ୫ଜଣ ମଧ୍ୟ ସିଡନୀ ଯିବେ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ସୋମବାର ସିଡନୀ ଗସ୍ତରେ ଯାଇଛି । ବାୟୋ ବବଲ ପ୍ରୋଟୋକଲ ଭାଙ୍ଗିଥିବା ରୋହିତ ଶର୍ମାଙ୍କ ସମେତ ଅନ୍ୟ ୫ଜଣ ମଧ୍ୟ ଏହି ଗସ୍ତରେ ଟିମ୍ ସହିତ ଯାଇଛନ୍ତି । ନୂଆ ବର୍ଷ ଦିନ ରୋହିତ, ନବଦୀପ ସାଇନି, ଋଷଭ ପନ୍ତ, ଶୁଭମନ…

ଓଡିଶାର ୧୦ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ଓଡିଶାର ୧୦ଟି ଜିଲ୍ଲାରେ ଘନ କୁହୁଡ଼ି ହେବା ନେଇ ରବିବାର ଦିନ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଆଇଏମଡିର ସୂଚନା ଅନୁଯାୟୀ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ ଏବଂ ନୟାଗଡ଼ର ପାଞ୍ଚଟି ଆଭ୍ୟନ୍ତରୀଣ ଜିଲ୍ଲା ଏବଂ ଜଗତସିଂହପୁର, ଭଦ୍ରକ,…