ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା
ଭୁବନେଶ୍ୱର : ରାଜନୈତିକ ଶତ୍ରୁୁତାରୁ ମାହାଙ୍ଗାରେ ହତ୍ୟାକାଣ୍ଡ । ହତ୍ୟାର ଶିକାର ହୋଇଛନ୍ତି ମାହାଙ୍ଗାର ବିଜେପି ନେତା ତଥା ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ସୂଚନା ଅନୁୟାୟୀ, କୁଅଳମଣି ନିଜର ଜଣେ ସହେଯାଗୀଙ୍କ…