Latest Odisha News

BREAKING NEWS

ଯୋଗ୍ୟ ଓ ଅଯୋଗ୍ୟ ଭିତରେ ଯୋଜନା ବାଟବଣା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଚାଷ କାମ ଯାହାର, କି ଆନନ୍ଦ ତାହାର- ପୁରାତନ ଯୁଗର ଏହି ଉକ୍ତିଟି ଦିନେ ସଭିଙ୍କୁ ଆତ୍ମୀୟତାର ଡ଼ୋରିରେ ବାନ୍ଧି ରଖିଥିଲା । ଗ୍ରାମ ଜୀବନର ପ୍ରଧାନ ଏନ୍ତୁଡ଼ିଶାଳ ଏଇ ଚାଷ ଜମି । ଯିଏ ଖାଲି ପେଟକୁ ଦାନା ନି ମୁଠାଏ…

ରାଜସ୍ଥାନ ରାଜନୀତିରେ ପୁଣି ଲୁଚାଛପା ଖେଳ, ଜୈସଲମେର ଗଲେ ଗେହଲଟଙ୍କ ସମର୍ଥକ ବିଧାୟକ

ଜୟପୁର: ଜାରି ରହିଛି ରାଜସ୍ଥାନ ରାଜନୈତିକ ସଙ୍କଟ । ପୁଣି ଆରମ୍ଭ ହୋଇଛି ଲୁଚାଛପାର ଖେଳ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା କଂଗ୍ରେସର ସମସ୍ତ ବିଧୟକଙ୍କୁ ଜୈସଲମେର ସ୍ଥାନାନ୍ତର କରାଯାଇଛି । ଚାଟାର୍ଡ ଫ୍ଲାଇଟ୍‌ରେ ସେମାନଙ୍କୁ ଜୈସଲମେର ନିଆଯାଇଛି । ସୂଚନା ମୁତାବକ,…

ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥା ହେଲେ ଡିଜିପି

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ଆଜି ରାଜ୍ୟର ସମସ୍ତ ରେଂଜ ଆଇଜି, ଡିଆଇଜି, ସମସ୍ତ ଜିଲ୍ଲା ଏସପି, ଟ୍ୱିନ ସିଟି ଡିଏସପି ଏବଂ କଟକ ଓ ରାଉରକେଲା ରେଳବାଇ ଏସପିଙ୍କ ସହ ଭିଡିଓ କନଫରେନ୍ସିଂରେ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଜଣେ ପୋଲିସ କର୍ମଚାରୀ ଓ ଅଧିକାରୀ…

ମନ ମୋହୁଛି ମିଶନ ଶକ୍ତିର ଘାସ ଓ ଧାନର ରାକ୍ଷୀ

ଭୁବନେଶ୍ୱର: ଅଗଷ୍ଟ ୩ ତାରିଖରେ ରାକ୍ଷୀ ପୂର୍ଣ୍ଣିମା । ସଂସ୍କୃତି ଓ ପରମ୍ପରାର ଏହି ପର୍ବ କିନ୍ତୁ ଏଥର କରୋନା ମହାମାରୀ ପାଇଁ ଫିକା ପଡିଯାଇଛି। ବଜାରରେ ମଧ୍ୟ ଏଥର ଭଳିକି ଭଳି ରାକ୍ଷୀର ଆସର ଜମିନାହିଁ । ତେବେ ମନ ମୋହୁଛି ମିଶନ ଶକ୍ତିର ଦେଶୀ ରାକ୍ଷୀ । ସବାଇ ଘାସ, ଧାନ, ଚାଉଳ, ମୁଗ,…

ଜୀବନ ନେଲା ସାନିଟାଇଜର …

ଅମରାବତୀ: ଲକ୍‌ଡାଉନ ବେଳେ ମଦ ନ ପାଇ ସାନିଟାଇଜର ପିଇ ୯ ଜଣଙ୍କର ମୃତ୍ୟୁ । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ପ୍ରକାଶମ୍ ଜିଲ୍ଲାର କରିଛେଦୁ ମଣ୍ଡଳ ଅଞ୍ଚଳରେ । ଗତକାଲି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଲକ୍ ଡାଉନ ଯୋଗୁଁ…

ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଚିଠିରେ ପିସିସି ସଭାପତି ଦର୍ଶାଇଛନ୍ତି ଯେ, ରାଜ୍ୟରେ ତୁରନ୍ତ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆନଗଲେ ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର…

ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର କହିଲେ ବିହାରର ଏହି ମନ୍ତ୍ରୀ

ପାଟନା: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସୁଛି । ଏହି ଅବସରରେ ବିହାର ସରକାରର ଜଣେ ମନ୍ତ୍ରୀ ମହେଶ୍ୱର ହଜାରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର ବୋଲି କହିଛନ୍ତି । ସେ କହିଛନ୍ତି ଯେ ରିୟା ଜଣେ ସୁପାରୀ କିଲର…

ଅଗଷ୍ଟରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବଢିବ କରୋନା ପରୀକ୍ଷା ସଂଖ୍ୟା । ବର୍ତମାନ ଦିନକୁ ୧୨ ହଜାରରୁ ଅଧିକ ପରୀକ୍ଷା ହେଉଛି । ଆଗକୁ ଅଗଷ୍ଟ ମାସରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ । ଏଥିରୁ ୮ ହଜାର ଆରଟି-ପିସିଆର ଏବଂ ବାକି ଆଂଟିଜେନ୍ ଟ୍ରୁନଟ୍ ଟେଷ୍ଟ ହେବ । ରାଜ୍ୟରେ ବର୍ତ୍ତମାନ ଆଂଟିଜେନ୍ କିଟ୍‌ର ଅଭାବ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଜଗତସିଂହପୁର, କେନ୍ଦୁଝର, ଝାରସୁଗୁଡା,…

ଅଗଷ୍ଟ ୩୧ ଯାଏଁ ଢେଙ୍କାନାଳରେ ସାପ୍ତାହନ୍ତ ସଟଡାଉନ୍‌

ଢେଙ୍କାନାଳ: କରୋନା ସଂକ୍ରମଣକୁ ରୋକିବା ଲାଗି ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଅଗଷ୍ଟ ୩୧ ଯାଏଁ ଜିଲ୍ଲାରେ ସାପ୍ତାହନ୍ତ ସଟଡାଉନ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଳାପାଳ ଭୁମେଶ ଚନ୍ଦ୍ର ବେହେରା କହିଛନ୍ତି ଯେ ଅଗଷ୍ଟ ମାସରେ କରୋନା ସ୍ଥିତି…