Latest Odisha News

BREAKING NEWS

ସୁବ୍ରମଣ୍ୟମଙ୍କ ନୂତନ ବର୍ଷର ସଂକଳ୍ପ:ସୋନିଆ, ରାହୁଲ, ଚିଦାମ୍ବରଙ୍କୁ ଜେଲ ପଠାଇବି

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଗୁରୁବାର ନୂତନ ବର୍ଷର ସଂକଳ୍ପ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ତାଙ୍କର ଏହି ସଂକଳ୍ପ କଂଗ୍ରେସ ଶିବିରରେ ନିଆଁ ଲଗାଇବା ପରିସ୍ଥିତି ସୃଷ୍ଟି କରିଛି । ସେ ୪ଟି ସଂକଳ୍ପ କରିଛନ୍ତି ସେଗୁଡିକ ହେଲା- ୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୧ ହଜାର କୋଟି ଋଣ ଆପ୍ ସ୍କାମ୍‌ର ମାଷ୍ଟରମାଇଣ୍ଡ ଗିରଫ

ହାଇଦ୍ରାବାଦ- ରିଜର୍ଭ ବ୍ୟାଙ୍କର ସ୍ୱୀକୃତି ପାଇନଥିବା ମୋବାଇଲ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବା ଜାଲିଆତିର ମାଷ୍ଟର ମାଇଣ୍ଡ ଝୁ ୱେଇ ଓରଫ୍ ଲମ୍ବୋକୁ ଗରିଫ କରିଛି ହାଇଦ୍ରାବାଦ ପୋଲିସ । ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲମ୍ବୋକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି…

ଏସିଆର ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଚୀନର ୱାଟର କିଙ୍ଗ

ମୁମ୍ବାଇ: ଏସିଆର ଧନୀ ତାଲିକାରେ ଚୀନର ୱାଟର କିଙ୍ଗ ଭାବେ ପରିଚିତ ଝୋଙ୍ଗ ଶାନଶଙ୍ଗ ଭାରତର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କରୋନା କାଳରେ ଝୋଙ୍ଗ ତାଙ୍କର ସମ୍ପତି ୭୦.୭ ବିଲିୟନ ଡଲାରରୁ ୭୭.୮ ବିଲିୟନକୁ ବୃଦ୍ଧି କରାଇ ପାରିଛନ୍ତି । ଏପରି କି ସେ ନିଜ ଦେଶର…

ଏସସିବିର ହେବ ନବକଳେବର…୨୦୨୪ରେ ହେବ ଉଦଘାଟନ

ଭୁବନେଶ୍ୱର : ବଦଳିବ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ରୂପରେଖ । ନବକଳେବର ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ହେବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ୨୦୨୪ମସିହା ଜାନୁଆରୀ ୧ତାରିଖରେ ଉଦଘାଟନ ପାଇଁ ଲକ୍ଷ୍ୟ ରହିଛି । ୧୬୧ଏକର ଜମିରେ ତିଆରି ହେବାକୁ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ରାଉରକେଲା: ସୁନ୍ଦରଗଡ଼ ମୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଝାରସୁଗୁଡ଼ା ଟାଉନର ମଙ୍ଗଳା ବଜାରର ଶେଖ ସହିଦ ହକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କୁ…

ଜାନୁଆରି ୨ ରେ ସବୁ ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର-ଆସନ୍ତା ଜାନୁଆରି ୨ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାକରଣର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରାଯିବ । କେମିତି ସୁରୁଖୁରୁରେ ଲୋକଙ୍କୁ କରୋନା ଟିକା ଦିଆଯିବ ଏହି ଡ୍ରାଏ ରନ୍‌ରେ ତାର ଅଭ୍ୟାସ କରାଯିବ । କରୋନା ଟିକାକରଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ…

ଓଡ଼ିଶାରୁ ୩୨୯ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୩୨୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୫ ହଜାର ୪୩୨ରେ ପହଞ୍ଚିଛି। https://twitter.com/HFWOdisha/status/1344625806987862017?s=19 ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଗୋଆର ୧୪ ବର୍ଷୀୟ ଲିୟୋନ ହେଲେ ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ: ଗୋଆର ୧୪ ବର୍ଷୀୟ ଯୁବ ଚେସ୍ ଖେଳାଳି ଲିୟୋନ ମେଣ୍ଡୋକା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବରରେ ରିଜୋ ଚେସ୍ ଟୁର୍ଣ୍ଣାମେଂଟ, ନଭେମ୍ବରରେ ବୁଡାପେଷ୍ଟରେ ଓ ଏବେ ଇଟାଲୀରେ ଭେରଜାନି କପରେ ଭଲ ପ୍ରଦର୍ଶନ କରି ଏହି କୀର୍ତିମାନ ହାସଲ କରିଛନ୍ତି…

ଜଗୁ ମଉସା, ଆପଣ ଏବେ ବି ଅଛନ୍ତି …

(ଜଗନ୍ନାଥ ଶତପଥୀଙ୍କ ଦ୍ୱାଦଶାହ ଅବସରରେ..) ସଂସାରରେ ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ ଖିଆଲ୍ ମନକୁ ନେଇ ବଂଚନ୍ତି । ସେଇ ଖିଆଲ୍ ମନ ଭିତରେ ଚିରକାଳ ରହିବାକୁ ଭଲପାଆନ୍ତି, ସେଇଥିରେ ନିଜକୁ ହଜେଇପାରନ୍ତି, ନିଜକୁ ନିଜ ଭିତରେ ଭିଜେଇ ପାରନ୍ତି । ତାଙ୍କ ସ୍ୱପ୍ନ ହିଁ ତାଙ୍କ…

ମେ ୪ ତାରିଖରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ-ଆସନ୍ତା ମେ ୪ ତାରିଖରୁ ସିବିଏସ୍‌ଇ ଦ୍ୱାଦଶ ଓ ଦଶମ ବୋର୍ଡ ପରୀକ୍ଷା ହେବ । ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ । ମ।ର୍ଚ୍ଚ ୧ ତାରିଖରୁ ପ୍ରାକ୍‌ଟିକାଲ ପରୀକ୍ଷା ଆରମ୍ଭ ହେବ । ଜୁନ ୧୦ ସୁଦ୍ଧା ସବୁ ପରୀକ୍ଷା ଶେଷ କରିବାକୁ ଲକ୍ଷ୍ୟ…