Latest Odisha News

BREAKING NEWS

ଓଡ଼ିଶାରୁ ୩୮୩ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୩୮୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୪ ହଜାର ୭୭୫ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ସୂଚନାଯୋଗ୍ୟ, ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କୁ ହତ୍ୟା ଧମକ

ଉତ୍ତରପ୍ରଦେଶ: ଟିଭି ଓ ଚଳଚ୍ଚିତ୍ର ଜଗତରେ ଦର୍ଶକଙ୍କୁ ହସାଇଥିବା ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କୁ ମିଳିଛି ହତ୍ୟା ଧମକ । ବର୍ତ୍ତମାନ ସ୍ଥିତିରେ ସେ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ମୁଖ୍ୟ ପଦରେ ରହିଛନତି । କେହି ଜଣେ ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍ କଲ୍ ଜରିଆରେ ହତ୍ୟା ଧମକ…

ଅତିରିକ୍ତ ଡିଜି ପାହ୍ୟାକୁ ଅରୁଣ ବୋଥ୍ରାଙ୍କ ପଦୋନ୍ନତି

ଭୁବନେଶ୍ୱର: ୧୯୯୬ ବ୍ୟାଚର ତିନିଜଣ ବରିଷ୍ଠ ଓଡିଶା କ୍ୟାଡର ଆଇପିଏସ୍ ଅଧିକାରୀଙ୍କୁ ଆଡିସନାଲ୍ ଡାଇରେକ୍ଟର ଜେନେରାଲ୍ ଅଫ୍ ପୋଲିସ୍ (ଏଡିଜିପି) ସ୍ତରକୁ ପଦୋନ୍ନତି କରାଯାଇଛି। ସାଧାରଣ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଓଡିଶା ରାଜ୍ୟ ସଡକ ପରିବହନ ନିଗମ…

ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେସାଲ୍ ଟ୍ରେନ୍‌ର ନୂଆ ଟାଇମିଂ

ଭୁବନେଶ୍ୱର- ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍‌ସପ୍ରେସ୍ ଜାନୁଆରି ୯ ତାରିଖରୁ ପ୍ରତି ଶନିବାର ଭୁବନେଶ୍ୱରରୁ ବାହାରିବ । ଏହି ଟ୍ରେନ୍ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡିବ ଓ ନିର୍ଧାରିତ ଦିନର ସକାଳ ୯ଟା ୫୫ ମିିନିଟରେ ନୂଆଦିଲ୍ଲୀ ପହଞ୍ଚିବ । ଫେରିବା…

ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ, ୬୦୦ କୋଟି ଟଙ୍କା ପାଣ୍ଠି ସହିତ ନୂଆ ରୂପ ପାଇବ ନନ୍ଦନକାନନ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବିକାଶ ପାଇଁ ରାଜ୍ୟ ସରକାର ୬୦୦ କୋଟି ଟଙ୍କା ପାଣ୍ଠି ସହିତ ଏକ ନୂଆ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା ବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଇଛନ୍ତି। ଏହି…

ବୈଜ୍ଞାନିକଙ୍କ ଦାବି, ମାରାତ୍ମକ ରୋଗରୁ ମୁକ୍ତି ଦେବ ନୀଳକଣ୍ଠ ଆଳୁ !

ପାଟନା: କ୍ୟାନ୍ସର, ଡାଇବେଟିସ୍ ଓ ହୃଦରୋଗୀଙ୍କ ପାଇଁ ଖୁସୀ ଖବର । ଖୁବଶୀଘ୍ର ଏକ ଭିନ୍ନ କିସମର ଆଳୁ ବଜାରକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଆଳୁର ରଙ୍ଗ ସାଧାରଣ ଆଳୁ ଭଳି ନୁହଁ, ବରଂ ସମ୍ପୂର୍ଣ୍ଣ ବାଇଗଣୀ । କୃଷି ବୈଜ୍ଞାନିକଙ୍କ ତତ୍ତ୍ୱାବଧନରେ ବିହାରରେ ପ୍ରଥମ ଥର ପାଇଁ ଏପରି…

ଆଇଏମଡିବି ରେଟିଂରେ ରେସ୩,ହିମ୍ମତୱାଲାଠାରୁ ଖରାପ ରେଟିଂ ପାଇଲା କୁଲୀ ନଂ୧

ମୁମ୍ବାଇ: ବରୁଣ ଓ ସାରା ଅଲୀ ଖାଁ ଅଭିନୀତ କୁଲି ନଂ୧ ଫିଲ୍ମ ନାମରେ ଆଉ ଏକ ଖରାପ ରେକର୍ଡ ଯୋଡି ହୋଇଯାଇଛି । ଦର୍ଶକ ମହଲରେ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖିତ ହୋଇଥିବା କୁଲୀ ନଂ୧ ଫିଲ୍ମ ରେସ୩, ହିମ୍ମତୱାଲାଠାରୁ କମ୍ ଆଇଏମଡିବି ରେଟିଂ ପାଇଛି । ହିମ୍ମତୱାଲା ୧.୭, ରେସ୩ ଫିଲ୍ମ ୧.୯ , ସଡକ-୨…

୪ ରାଜ୍ୟରେ କରୋନା ଟିକାକରଣର ମକ୍ ଡ୍ରିଲ୍

ନୂଆଦିଲ୍ଲୀ:କରୋନା ଟିକା ଆସିବା ପରେ କେମିତି ସାରା ଦେଶରେ ଲୋକଙ୍କୁ ଏହି ଟିକା ଦିଆଯିବ, ତାର ପୂର୍ବାଭ୍ୟାସ ୪ଟି ରାଜ୍ୟରେ କରା ଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଆସାମ, ଆନ୍ଧ୍ରପ୍ରଦେଶ, ପଂଜାବ ଓ ଗୁଜରାଟରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଏହି…

୨୦ ତଳକୁ ଖସିଲା ଭୁବନେଶ୍ୱରର ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ୮ ଲୋକାଲ୍ ମାମଲା ରହିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୮…

ଭୁବନେଶ୍ୱରରେ ନାବାଳିକାଙ୍କୁ ଦୁଷ୍କର୍ମ, ପଡୋଶୀ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଓଲ୍ଡ ଟାଉନ୍ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କମିଶନରେଟ୍ ପୋଲିସ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ରବି ଦାସ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ପରିବାରର ଅନ୍ୟ ସଦସ୍ୟଙ୍କ…