ମୁମ୍ବା ଦେବୀ ଏବଂ ସିଦ୍ଧିବିନାୟକଙ୍କ ଦର୍ଶନ ପରେ ମୁମ୍ବାଇରେ ନିଜକୁ ସୁରକ୍ଷିତ ମଣିଲେ କଙ୍ଗନା
ନୂଆଦିଲ୍ଲୀ: ବିଏମସି ଏବଂ ମହାରାଷ୍ଟ୍ର ସରକାରଙ୍କ ସହ ବିବାଦକୁ ନେଇ ଚଳିତ ବର୍ଷ କଙ୍ଗନା ରଣାୱତ୍ ଚର୍ଚ୍ଚାରେ ରହିଆସିଛନ୍ତି। ସୋମବାର Y Plus ସୁରକ୍ଷା ଭିତରେ ମୁମ୍ବାଇରେ ପହଞ୍ଚିଥିବା କଙ୍ଗନା ରଣାୱତ୍ ପ୍ରଥମେ ମୁମ୍ବା ଦେବୀ ଏବଂ ପରେ ସିଦ୍ଧବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। କଙ୍ଗନା…