Latest Odisha News

BREAKING NEWS

ଡାକ ବିଭାଗର ଏହି ଯୋଜନା ଆପଣଙ୍କୁ କୋଟିପତି କରିବ, ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଆପଣ ୧୪ଲକ୍ଷ ଟଙ୍କା ପାଇବେ

ନୂଆଦିଲ୍ଲୀ: ମଣିଷ କଠିନ ପରିଶ୍ରମ ଦ୍ୱାରା ଅର୍ଜନ ହୋଇଥିବା ପ୍ରତ୍ୟେକ ପଇସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତା ପାଇଁ | ଏଭଳି ପରିସ୍ଥିତିରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ, ଯେତେବେଳେ ବି କିଛି କିଛି ବିନିଯୋଗ କରନ୍ତି, ସେତେବେଳେ ଆପଣ ପୂର୍ଣ୍ଣ ଲାଭ ପାଇବେ | ଯଦି ଆପଣ କମ୍ ସମୟ ବିନିଯୋଗ…

ବର୍ଷା ଦିନେ ଭୁଲରେ ବି ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ…

ଭୁବନେଶ୍ୱର: ଖରାରୁ ନିସ୍ତାର ପାଇବାକୁ ଆମେ ବର୍ଷା ଦିନକୁ ଚାତକ ପରି ଚାହିଁ ରହି ଥାଉ । ମାତ୍ର ଏହା ଆସ୍ୱସ୍ତି ଆଣିବା ସହ ଆଣିଥାଏ ଢେର ସାରା ସମସ୍ୟା ।  ବର୍ଷାଦିନକୁ ସଂକ୍ରମଣ ଋତୁ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହିଦିନେ ସାଧାରଣତଃ ସଂକ୍ରମଣ ଆଶଙ୍କା ଅଧିକ ଥାଏ। ତେଣୁ ଏହି ସମୟରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୨୮-୦୭-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୮ ରିଖ ମଙ୍ଗଳବାର କର୍କଟ ୧୩ ଦିନ ଶ୍ରାବଣ ଶୁକ୍ଳ ପକ୍ଷ ନବମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର :-ମକର ରାଶିର ଘାତ ଚନ୍ଦ୍ର:- ବିଛା ରାଶି ପୁରୁଷଙ୍କର ନିଷେଧ…

କାନ୍ଦିଲେ ଅମିତାଭ ବଚ୍ଚନ, କାହିଁକି ଜାଣିଛନ୍ତି ?

ମୁମ୍ବାଇ: ବଲିଉଡ ମହାନାୟକଙ୍କ ଆଖିଲେ ଲୁହ । କାନ୍ଦି ପକାଇଲେ ଅମିତାଭ ବଚ୍ଚନ । ଲୁହକୁ ଅଟକାଇ ପାରିଲେ ନାହିଁ । ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ଖୁସି ପ୍ରକାଶ କରିଛନ୍ତି ଅମିତାଭ ବଚ୍ଚନ । ଏହି ଖୁସିରେ ତାଙ୍କ ଆଖିରେ ଲୁହ…

ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀ ଉପଲକ୍ଷେ ..

ମହାନ୍ ସାରସ୍ଵତ ସାଧକ, କାଳଜୟୀ ସୃଷ୍ଟି ରାମ ଚରିତ ମାନସ ସ୍ରଷ୍ଟା ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଗୋସ୍ୱାମୀ ତୁଳସୀ ଦାସଙ୍କର ସବୁଠାରୁ ବଡ଼ କୃତି ହେଉଛି ହନୁମାନ ଚାଳିସା । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ…

୧୦୮/୧୦୪ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ: ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର: ଏଣିକି ୧୦୮ ଆମ୍ବୁଲାନ୍ସରେ ଯାଇପାରିବେ କରୋନା ଲକ୍ଷଣ ଥିବା ରୋଗୀ । କେବଳ ୧୦୮ ନୁହେଁ ୧୦୪ ମଧ୍ୟ କରୋନା ରୋଗୀ ହସ୍ପିଟାଲ ଯିବେ । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି । ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦ ନଗରରେ ୧୦୮ ଆମ୍ବୁଲାନ୍ସ ରୋଗୀଙ୍କ ନନେବା ଘଟଣାକୁ…

ଆସନ୍ତୁ ଜାଣିବା କେଉଁ ଦ୍ୱୀପରେ ରହୁଛନ୍ତି ମାଳ ମାଳ ସାପ

ନୂଆଦିଲ୍ଲୀ:ଆଇସଲ୍ୟାଣ୍ଡ ବା ଛୋଠ ଛୋଟ ଦ୍ୱୀପକୁ ମଉଜ ମଜଲିସ କରିବା ପାଇଁ ସମସ୍ତେ ଯାଇଥାନ୍ତି । ତେବେ ଏପରି ଏକ ଆଇସଲ୍ୟାଣ୍ଡ ଅଛି ଯେଉଁଠି ମାଳ ମାଳ ସାପ ବିଚରଣ କରୁଥାନ୍ତି । ସେଠାକୁ ଥରେ ଯିଏ ଯାଏ ଫେରିକି ଆସିବା କଷ୍ଟକର ହୋଇଥାଏ । ଏହି ଆଇସଲ୍ୟାଣ୍ଡ ବ୍ରାଜିଲରେ ରହିଛି ଏବଂ ଏହାର ନାମ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୫୮୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୫୮୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୫୮୧ ଜଣଙ୍କ ମଧ୍ୟରୁ ୧୬୦ ଜଣ ଗଞ୍ଜାମରୁ, ୭୭ ଜଣ ଖୋର୍ଦ୍ଧା, ୪୩ ଜଣ ଗଜପତି, ୩୪ ଜଣ କଟକ, ମାଲକାନଗିରିରୁ…

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ଏହି ଅଭିନେତ୍ରୀ ?

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ମନରେ ନ ଲିଭୁଣୁ ଆଉ ଜଣେ ଅଭିନେତ୍ରୀ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ରବିବାର ତାମିଲ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲାବେଳେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଡମିଟ୍ କରାଯାଇଛି ।…

ନିଶା ଦ୍ରବ୍ୟ ନ ପାଇବାରୁ ୨୦ସେମିର ଛୁରୀ ଗିଳିଦେଲା ଯୁବକ

ନୂଆଦିଲ୍ଲୀ: ଲକଡାଉନ ଯୋଗୁ ଜଣେ ୨୮ ବର୍ଷର ନିଶାଗ୍ରସ୍ତ ଯୁବକ ୨୦ସେମିର ଏକ ଛୁରୀ ଗିଳି ଦେଇଥିଲା । ଯୁବକଜଣକ ଏ ନେଇ କାହାକୁ କିଛି କହି ନ ଥିଲା । ପରେ ଅସହ୍ୟ ପେଟ ଯନ୍ତ୍ରଣା ହେବାରୁ ଡାକ୍ତରଖାନାରେ ଭର୍ତି କରାଗଲା । ସେଠାରେ ପେଟ ଭିତରେ ଛୁରୀ ରହିଥିବା ଜଣା ପଡିଥିଲା । ଏମ୍ସରେ ଯୁବକଙ୍କ…