ଦୀର୍ଘ ୯ ମାସ ପରେ ଖୋଲିଲା ମାଆ ବିରଜାଙ୍କ ଦ୍ୱାର
ଯାଜପୁର: ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । କରୋନା କଟକଣା ଯୋଗୁଁ ୯ ମାସ ହେବ ଭକ୍ତଙ୍କ ପାଇଁ ମାଆଙ୍କ ଦ୍ୱାର ବନ୍ଦ ରଖାଯାଇଥିବା ବେଳେ ଆଜିଠାରୁ ଏଠାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି ।
ସୂଚନାନୁସାରେ, ସକାଳ…