Latest Odisha News

BREAKING NEWS

ଦୀର୍ଘ ୯ ମାସ ପରେ ଖୋଲିଲା ମାଆ ବିରଜାଙ୍କ ଦ୍ୱାର

ଯାଜପୁର: ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । କରୋନା କଟକଣା ଯୋଗୁଁ ୯ ମାସ ହେବ ଭକ୍ତଙ୍କ ପାଇଁ ମାଆଙ୍କ ଦ୍ୱାର ବନ୍ଦ ରଖାଯାଇଥିବା ବେଳେ ଆଜିଠାରୁ ଏଠାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସୂଚନାନୁସାରେ, ସକାଳ…

ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜ ଡେମନଷ୍ଟେଟର୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ ଚନ୍ଦ୍ର ମହାନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସାଙ୍ଗେ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି । ସୂଚନା ଅନୁଯାୟୀ ,ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଚିକିଟି କଲେଜର ଡେମନଷ୍ଟେଟର କୈଳାଶ…

କୋଟିପତି ସେବା ସମବାୟ ସମିତି ସମ୍ପାଦକ

ବୌଦ୍ଧ: କୋଟିପତି ସେବା ସମବାୟ ସମିତି ସମ୍ପାଦକ । ଭିଜିଲାନ୍ସ ଚଢାଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ନଗଦ ୭ ଲକ୍ଷ ଟଙ୍କା ଓ…

ଚାରି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପାରାଦୀପ: ଚାରି ଦିନ ତଳେ ଭୋସକାଲିସ ପଏଣ୍ଟ ସମୁଦ୍ରରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ୪ ଦିନ ପରେ ମିଳିଲା ମୃତଦେହ । ତାଙ୍କ ନାଁ ସିଦ୍ଧାନ୍ତ ପ୍ରଧାନ । ସାଉଥ ଗେଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ର କୂଳରେ ଖେଳୁଥିବା ବେଳେ ସମୁଦ୍ରରେ ସେ ଭାସି ଯାଇଥିଲେ ।

ଖୋର୍ଦ୍ଧା ଜଙ୍କିଆରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ବେପାରୀ ଗିରଫ

ଖୋର୍ଦ୍ଧା: କ୍ରାଇମବ୍ରାଞ୍ଚ ଏସଟିଏଫକୁ ସଫଳତା । ପୁଣି ବ୍ରାଉସୁଗର ଜବତ । ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଓରବର ସିଂ ଗାଁରେ ଚଢ଼ାଉ କରି ୩୩୦ଗ୍ରାମ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗରର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହାସହ ୮୦ଗ୍ରାମ୍ ସୁନା ବି ଜବତ ହୋଇଛି ।…

କୋରାପୁଟରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ ; ୧୩ ଟି ବଗି ପ୍ରଭାବିତ

ଜୟପୁର: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜରଟି ମାଳିଗୁଡ଼ା ଷ୍ଟେସନ ଦେଇ ଯାଇଥିବା ରେଳ ଲାଇନ୍‌ରେ ଏକ ମାଲବାହୀ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଥିବା ସୂଚନା ମିଳିଛି। ଖବର ଅନୁଯାୟୀ, କିରଣ୍ଡଲ୍‌ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନ୍‌ କେଭିଏଫ୍‌/୫୦ ମଙ୍ଗଳବାର ଭୋର ପ୍ରାୟ ୪.୩୦ ମିନିଟ୍‌ରେ…

ପୋଲିସ-ମାଓବାଦୀ ମୁଁହାମୁହିଁ; ୨ ମହିଳା ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ଦନ୍ତେଓ୍ଵାଡ଼ା ଜିଲ୍ଲାରେ ପୋଲିସ- ମାଓବାଦୀ ଗୁଳି ବିନିମୟ। ଏଥିରେ ଦୁଇଜଣ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା। ମିଳିଥିବା ସୂଚନାନୁସାରେ, ମୃତାକାଲୋପର ଜଙ୍ଗଲରେ ମାଓବାଦୀମାନେ ଏକ ବଡ଼ ଧରଣର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  ତା ୨୯-୧୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ଡିସେମ୍ବର ତା ୨୯ ମଙ୍ଗଳବାର ଧନୁ ୧୫ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ ପୂଣ୍ଣିମା ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର    ଘାତ ବାର: ମକର ରାଶିର  ଘାତ ଚନ୍ଦ୍ର: କନ୍ୟା ରାଶି ପୁରୁଷ ବିଛା ଓ କୁମ୍ଭ ରାଶିର…

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସଂସ୍କୃତି, ଐତିହ୍ୟ ଓ ମହାପୁରୁଷଙ୍କ ଜୀବନୀ

ଭୁବନେଶ୍ୱର-ଏଣିକି ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ପଢା ହେବ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଏଇ ମାଟିର ମହାପୁରୁଷଙ୍କ ଜୀବନୀ । ପୁରାତନ ସମୟରୁ ଆରମ୍ଭ କରି ଅତ୍ୟାଧୁନିକ ଯୁଗର ପର୍ଯ୍ୟନ୍ତ ଯେଉଁ ବରପୁତ୍ରମାନେ ଏହି ମାଟିରେ ଜନ୍ମ ହୋଇଛନ୍ତି, ସେମାନଙ୍କ ସଂପର୍କରେ…

ଚମତ୍କାର ବ୍ୟବସାୟ କରୁଛି ୱଣ୍ଡର ଓମ୍ୟାନ ୧୯୮୪

ମୁମ୍ବାଇ:କରୋନା ମହାମାରୀ ବେଳେ ୱଣ୍ଡର ଓମ୍ୟାନ ୧୯୮୪ ରିଲିଜ ହେବା ସହ ଚମତ୍କାର ବ୍ୟବସାୟ ଜାରି ରଖିଛି । ପ୍ୟାଟି ଜେନକିନ୍ସଙ୍କ ନିର୍ଦ୍ଦେଶିତ ଓ ଗାଲ ଗାଡୋଟ ଅଭିନୀତ ଏହି ଫିଲ୍ମ ଏବେ ଚର୍ଚ୍ଚାର କାରଣ ସାଜିଛି । ଉତର ଆମେରିକାର ୩୫ ପ୍ରତିଶତ ସିନେମା ଖୋଲା ଯାଇଛି । ଏହି ହଲଗୁଡିକରେ ୱଣ୍ଡର…