Latest Odisha News

BREAKING NEWS

ଭୁବନେଶ୍ୱରରୁ ପୁଣି ୧୫୯ ସଂକ୍ରମିତ ଚିହ୍ନଟ, ୧୦୨ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧୮ ଜଣ ଥିବା ବେଳେ ୪୧ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।…

କରୋନା କ୍ରିଏଟିଭିଟି ପ୍ରତିଯୋଗିତା: ମେହେକ ଅଗ୍ରୱାଲ ବିଜେତା, ସୁଦିପ୍ତା ଦ୍ୱିତୀୟ ଓ ଅନିକେତ ତୃତୀୟ

ଭୁବନେଶ୍ୱର : ପ୍ରତୀକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱରର ମେହେକ ଅଗ୍ରୱାଲ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି । ଅଗ୍ରଣୀ ନ୍ୟୁଜ ୱେବ୍‌ସାଇଟ୍ www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟି ପ୍ରତିଯୋଗିତାରେ ମୁମ୍ବାଇର ସୁଦିପ୍ତା…

ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପଖି ୩ ମାସ ବିତି ଗଲାଣି । ତେବେ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏଯାଏଁ ପରଦା ଉଠିନି । ଦିନକୁ ଦିନ ଆହୁରି ସସ୍‌ପେନ୍ସ ବଢ଼ୁଛି । ଏହାରି ଭିତରେ ମୁମ୍ବାଇ ପୋଲିସ ଆଜି ଫିଲ୍ମ ନିର୍ଦ୍ଦେଶ ମହେଶ ଭଟ୍ଟଙ୍କୁ ୨ ଘଂଟା ଜେରା କରିଛି…

ଅସଲ ଲେଖକ ହିଁ ସମୟର ସେନାପତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଋଷିଆର ମହାନ୍ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’ । ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବା ପାଇଁ ପ୍ରେରଣା ଦାୟକ…

କାହା ହାତ ଧରିବେ ପୁନମ୍ ପାଣ୍ଡେ ?

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ୍ ପାଣ୍ଡେ । କେତେବେଳେ ଫିଲ୍ମରେ ବୋଲ୍ଡ ସିନ୍ ପାଇଁ ତ ପୁଣି କେତେବେଳେ ଚାରିଟି କଲେକ୍ସନ୍ କରିବା ଚକ୍କରରେ ଟପ୍‌ଲେସ୍ ସିନ୍ ପାଇଁ ସେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ରିସେଣ୍ଟଲି ଏହି ହଟ୍ ବ୍ୟୁଟି ବିବାହ ପାଇଁ ଗୋଟିଏ ପାଦ ଆଗେଯାଇଛନ୍ତି ।…

ରାଜ୍ୟରେ ମୋବାଇଲ ଭ୍ୟାନ୍ କରିବ କରୋନା ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ ମୋବାଇଲ ଭ୍ୟାନ୍ ବୁଲି ବୁଲି କରିବ କୋଭିଡ ଟେଷ୍ଟ । ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥା ପାଲଟିଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ଟେଷ୍ଟି ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏହି ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମୋବାଇଲ ଭ୍ୟାନ…

ଗଞ୍ଜାମରେ ୯ ହଜାର ଡେଇଁଲା କରୋନା ସଂକ୍ରମଣ; ନୂଆ ୪୯୧ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୪୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ପ୍ରଶାସନ। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୪୧ ଜଣ କରୋନା ଯୋଦ୍ଧା ରହିଛନ୍ତି…

ରୋଗୀଙ୍କୁ ନେଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର: ରୋଗୀଙ୍କୁ ଛାଡି ପଳାଇଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀଙ୍କୁ ନେଲାନି । ଅସୁସ୍ଥ ବାପାଙ୍କୁ ଡାକ୍ତରଖାନା ନେବାକୁ କୁନି ପୁଅ ହାତ ଯୋଡି ନେହୁରା ହେଲା । ହେଲେ କେହି ଶୁଣିଲେନି ତା କଥା । ଶେଷରେ ଘର ଦାଣ୍ଡରେ ପଡି ଛଟପଟ ହୋଇ ବାପାଙ୍କ ଚାଲିଗଲା ଜୀବନ । ଗଞ୍ଜାମ…

ଆସାମରେ ବନ୍ୟା ବିତ୍ପାତ; ୫୫ ଲକ୍ଷ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ଯୋଗୁଁ ୩୦ ଜିଲ୍ଲାର ପାଖାପାଖି ୫୫ ଲକ୍ଷରୁ ଅଧିକ ଲୋକମାନେ ପ୍ରଭାବିତ ହୋଇଛନ୍ତି। ଏହାଛଡା ୬୧୫ଟି ରିଲିଫ୍ କ୍ୟାମ୍ପ କରାଯାଇଥିବା ବେଳେ ପ୍ରାୟ ୧୦୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଏଭଳି…

ଦୀଘାରୁ ମିଳିଲା ୭୮୬ କେଜି. ଓଜନର ମାଛ

ବାଲେଶ୍ୱର: ଓଡିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଦୀଘା ମୁହାଣରୁ ସୋମବାର ସକାଳେ ଏକ ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ମତ୍ସଜୀବୀ ମାନେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଗଭୀର ସମୁଦ୍ରରୁ ଏହି ମାଛକୁ ଧରିଥିଲେ। ଯାହାର ଓଜନ ପାଖାପାଖି ୭୮୬ କେଜି.…