Latest Odisha News

BREAKING NEWS

ରାଜ୍ୟରେ କଲବଲ କରୁଛି ଶୀତ, ୧୧ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ। ବଢୁଛି ଥଣ୍ଡା । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଜନଜୀବନ ଅସ୍ତବ୍ୟସ୍ତ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦାରିଙ୍ଗିବାଡ଼ିରେ ପାରଦ ରହିଛି ୭ ଡିଗ୍ରୀ ସେଲସିୟସ୍। ଝାରସୁଗୁଡ଼ାରେ ୮.୨, ବାରିପଦା…

ପୁଣି ଦେଶରେ ୨୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୭୩୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧ଲକ୍ଷ ୮୭ହଜାର ୮୫୦କୁ ବୃଦ୍ଧି ପାଇଛି । ଦେଶରେ କରୋନା ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ଆଉ ୨୧ହଜାର ୪୩୦ ସଂକ୍ରମିତ…

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ; ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ଆହ୍ବାନ

ଭୁବନେଶ୍ୱର: ଓଡିଶାକୁ ଆର୍ଥିକ ଓ ବୌଦ୍ଧିକ ଦୃଷ୍ଟିରୁ ଉନ୍ନତ ଓ ସଂପନ୍ନ ବନାଇବା ପାଇଁ ସମଗ୍ର ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କୁ ଆହ୍ବାନ କରାଯାଇଛି। ବିଶ୍ୱ ଓଡ଼ିଆ ୱେବ ମହୋତ୍ସବର ଉଦଘାଟନ ଅବସରରେ ଅତିଥି ମାନେ ୩୨ଟି ଦେଶର ଓଡ଼ିଆ ସମାଜ ଓ ଓଡିଶା କେନ୍ଦ୍ରିକ ସାଂସ୍କୃତିକ ଓ ସାମାଜିକ…

୫୫ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ଦବଙ୍ଗ ବଏ୍‌ ସଲ୍‌ମାନ ଖାନ୍‌

ନୂଆଦିଲ୍ଲୀ: ସଫଳତା ଏବଂ ଷ୍ଟାରଡମର ଅଦ୍ୱିତୀୟ ନାମ ହେଉଛନ୍ତି ବଲିଉଡ୍‌ର ଦବଙ୍ଗ୍‌ ସଲମାନ ଖାନ।। ୨୭ ଡିସେମ୍ବର ୧୯୬୫ରେ ଜନ୍ମିଥିବା ସଲ୍‌ମାନ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ହିଟ୍‌ ଫିଲ୍ମ ତାଲିକାରେ ସଲ୍‌ମାନଙ୍କ ଫିଲ୍ମର ଲମ୍ବା ଲିଷ୍ଟ ରହିଛି। କିନ୍ତୁ…

ଆଜିଠୁ ସାମାନ୍ୟ କମିବ ଶୀତର ପ୍ରକୋପ: ପାଣିପାଗ ବିଭାଗ

ଭୁବନେଶ୍ୱର: ବିଗତ କିଛିଦିନ ହେବ ଅସହ୍ୟ ଶୀତରେ ଥରୁଥିଲା ଓଡିଶା। ତେବେ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ ।…

ଦୀର୍ଘ ୯ ମାସ ପରେ ଆଜି ଖୋଲିଲା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର

ଭୁବନେଶ୍ୱର: ଦୀର୍ଘ ୯ ମାସର ପ୍ରତୀକ୍ଷା ପରେ ଆଜି ଖୋଲୁଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ଡିସେମ୍ବର ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ପାଇଁ ଦର୍ଶନ ବ୍ୟବସ୍ଥା ରହିଥିବା ସୂଚନା ଏହାପରେ ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୭-୧୨-୨୦୨୦ ରବିବାର ଆଜିର ମହତ୍ତ୍ୱ ଆଜି ୨୦୨୦ ମସିହା ଡିସେମ୍ବର ତା ୨୭ ରିଖ ରବିବାର ଧନୁ ୧୩ ଦିନ ମାର୍ଗଶିର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି କୃତ୍ତିକା ନକ୍ଷତ୍ର ବୃଷ ଚନ୍ଦ୍ର ଘାତ ବାର:-ମେଷ ରାଶିର  ଘାତ ଚନ୍ଦ୍ର :- ବିଛା ରାଶି ପୁରୁଷଙ୍କର  ନିଷେଧ ଖାଦ୍ୟ :-…

ମାରାଡୋନାଙ୍କ ସ୍ମୃତିରେ ୬ଫୁଟର କେକ୍ ତିଆରି କଲେ ପ୍ରଶଂସକ

ମାଡ୍ରାସ:ଆର୍ଜେଟିଂନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନା ଦୁନିଆକୁ ଅଲବିଦା କହି ଦେଇଛନ୍ତି । ମାତ୍ର ପ୍ରଶଂସକ ତାଙ୍କୁ ଭୁଲି ପାରି ନାହାନ୍ତି । ତାମିଲନାଡୁର ରାମନାଥପୁରରେ ଜଣେ ବେକରୀ ବ୍ୟବସାୟର ତାଙ୍କ ସ୍ମୃତିରେ ୬ଫୁଟ ଉଚ୍ଚତାର ଏକ କେକ୍ ପ୍ରସ୍ତୁତ କରିଛନ୍ତି । ଯାହା କି ଅବିକଳ…

ଡିସେମ୍ବର ୩୧ରେ ସିବିଏସଇ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବା ନେଇ ଆସନ୍ତା ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ ତାରିଖ ଘୋଷଣା ହେବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ। ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି।…

୨୦୨୦, ଭାରତୀୟ ଓ ଓଡିଆ ସିନେମା ପାଇଁ ଏକ ଭୟଙ୍କର ଶୂନ୍ୟତାର ବର୍ଷ

ଭାରତୀୟ ସିନେମା ଲାଗି ୨୦୨୦ ଗଭୀର ଶୂନ୍ୟତା ଓ ହାହାକାରର ବର୍ଷ। ବୋଧହୁଏ ସିନେମା ନିର୍ମାଣ ଓ ପ୍ରଦର୍ଶନର ଇତିହାସରେ ଏମିତି କେବେ ବି ହୋଇନଥିଲା। ଗତ ୯ ମାସ ଧରି ଦେଶର ପ୍ରାୟ ସବୁ ସିନେମା ହଲ ବନ୍ଦ ରହିଛି। ଆଜି ମଧ୍ୟ ଦେଶର ଅଧାରୁ ଅଧିକ ସିନେମା ହଲ ଖୋଲିନାହିଁ। ୨୦୧୯ରେ କେବଳ ମୁମ୍ବାଇ…