କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ଭଞ୍ଜନଗର ଏସଡିଏମ
ବ୍ରହ୍ମପୁର: ଭଞ୍ଜନଗରର ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ରାଜେନ୍ଦ୍ର ମିଞ୍ଜ କରୋନାରୁ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।
ସେ କାର୍ଯ୍ୟରେ ଯୋଗ ଦେବା ପରେ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତାଙ୍କୁ ସ୍ୱାଗତ କରିଛନ୍ତି ।…