Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା; କୋଭିଡ କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା

ଢେଙ୍କାନାଳ: ଆଜିଠୁ ଆରମ୍ଭ ହେଉଛି ବିଶ୍ଵ ପ୍ରସିଦ୍ଧ ଯୋରନ୍ଦା ମେଳା। ମହିମା ଧର୍ମର ଆଦିପୀଠ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମାଗାଦିରେ ବିଶ୍ୱ ପ୍ରସିଦ୍ଧ ମାଘ ମେଳା ଆଜିଠୁ ଆରମ୍ଭ ହେଉଛି । ଏହି ମେଳା ତିନିଦିନ ବ୍ୟାପୀ ମେଳା ଚାଲିବ । କୋଭିଡ କଟକଣା ମଧ୍ୟରେ ଏହି ମେଳାର ଆୟୋଜନ…

ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ଡାକ୍ତରଙ୍କ ସମେତ ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ କୁଳିଅଣା ଆଡ଼ୁ ବାରିପଦା ଆସୁଥିବା ବେଳେ ଏକ ବାଇକ୍ ସହ ସାଇକେଲ୍ ଆରୋହୀ ଧକ୍କା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ରାଶି ଫଳ ତା ୨୫-୨-୨୦୨୧ ଗୁରୁବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୧ ମସିହା ଫେବୃୟାରୀ ତା ୨୫ ରିଖ ଗୁରୁବାର କୁମ୍ଭ ୧୪ ଦିନ ମାଘ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଆଜିର ନିଷେଧ ଖାଦ୍ୟ - ବାଇଗଣ…

କବିତା : ସବୁକିଛି ମିଳି ଯାଏ 

ଅନସୂୟା ପଣ୍ଡା ଘଟଣାର ଅର୍ଥ ଜାଣି ଥିବା ଲୋକ ହିଁ ସୁଖୀ, ହେଲେ କଣ ଜାଣି କି ଲାଭ ଯେ? ଉଚ୍ଚ ପର୍ବତ ସବୁ ଜାଣେ, ବିଶାଳ ଆକାଶର ଗମ୍ଭୀରତା, ଅନନ୍ତ ସାଗରର ଅସ୍ଥିରତା, ଚୁଲବୁଲି ବର୍ଷାର ଚଞ୍ଚଳତା, ସର୍ବସଂହା ପୃଥିବୀର ସ୍ଥିରତା l ସେ ସୁଖୀ କି? ବୋଧ ହୁଏ ସେ ସୁଖୀ, ଖୁବ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ବରଗଡ଼ରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ…

ଗ୍ରୀଷ୍ମ ପ୍ରବାହକୁ ନେଇ ଏସଆରସିଙ୍କ ଗାଇଡଲାଇନ୍

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସେହିପରି ସଚେତନତା କାର୍ଯ୍ୟରେ…

ମଧୁର ଜଳ ପାଣିରେ କାହିଁକି କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉନି, କାରଣ ଖୋଜୁଛି ବନବିଭାଗ 

ଭୁବନେଶ୍ୱର: ମହାନଦୀରେ କୁମ୍ଭୀରଙ୍କ ବଂଶ ବୃଦ୍ଧି ହେଉନାହିଁ । ମଧୁର ଜଳ ପାଣିରେ କାହିଁକି କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉନି ତାର କାରଣ ଖୋଜୁଛି ବନବିଭାଗ । କୁମ୍ଭୀର ସଂଖ୍ୟା ବଢାଇବାକୁ ପ୍ରତିବର୍ଷ ମହାନଦୀର ସାତକୋଶିଆରେ କୁମ୍ଭୀର ଛଡାଯାଉଛି । ୧୯୭୫ ମସିହାରୁ ଲଗାତର ସାତକୋଶିଆ ଗଣ୍ଡରେ…

ପଶ୍ଚିମବଙ୍ଗ ନିର୍ବାଚନ: ରାଜନୀତିରେ ଯୋଗ ଦେଲେ ଦୁଇ କ୍ରିକେଟର

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ବୁଧବାର ଦୁଇ କ୍ରିକେଟର ରାଜନୀତିରେ ଯୋଗ ଦେଇଛନ୍ତି । ମନୋଜ ତିୱାରୀ ତୃଣମୂଳ କଂଗ୍ରେସର ହାତ ଧରିଥିବା ବେଳେ ପୂର୍ବତନ ପେସ ବୋଲର ଅଶୋକ ଦିଣ୍ଡା ବିଜେପିରେ ମିଶିଛନ୍ତି । ନିକଟରେ କ୍ରିକେଟରୁ ଅବସର ଘୋଶଣା କରିଥିବା ଦିଣ୍ଡା କେନ୍ଦ୍ର ମନ୍ତ୍ରୀ ବାବୁଲ…

ଆଖୁଆପଦାରେ ବହୁମୁଖୀ ବ୍ୟାରେଜ୍ ପ୍ରତିଷ୍ଠା କରନ୍ତୁ ରାଜ୍ୟ ସରକାର : ବିଜେପି

ଭୁବନେଶ୍ବର : ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ‘ଭୋକାଲ ଫର୍ ଲୋକାଲ’ ଅଭିଯାନକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦେଶର ବିକାଶରେ ସାମିଲ ହେବାକୁ ଲୋକଙ୍କୁ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ଲାଗି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି…

ଆସନ୍ତା ୨୬ରୁ ଯୋରନ୍ଦା ମେଳା ଆରମ୍ଭ: ପୀଠରେ କରୋନା କଟକଣା ଜାରି 

ଢ଼େଙ୍କାନାଳ: ଆସନ୍ତା ଶୁକ୍ରବାରଠାରୁ ୩ ଧରି ପ୍ରସିଦ୍ଧ ଯୋରନ୍ଦା​‌ ମେଳା ଆରମ୍ଭ ହେବାକୁ ଯାଉଛି । ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢ଼େଙ୍କାନାଳର ମହିମା ଗାଦୀରେ ମହିମା ସାଧୁମାନଙ୍କ ଏହି ବାର୍ଷିକ ଉତ୍ସବରେ ଚଳିତବର୍ଷ କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ…