Latest Odisha News

BREAKING NEWS

ଟ୍ରାକ୍ଟର ମାଡିଯିବାରୁ ଡ୍ରାଇଭର ମୃତ

ଭଞ୍ଜନଗର: ଟ୍ରାକ୍ଟର ଚଢିଯାଇ ଡ୍ରାଇଭରଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ପାଟପୁରରେ । ନୂଆଗାଁରୁ ଧାନ ଲୋଡ୍ କରି ପାଟପୁର ମିଲକୁ ଆସୁଥିବା ବେଳେ ଅଘଟଣ ଘଟିଛି । ଟ୍ରାକ୍ଟର ମାଡିଯିବା ଯୋଗୁଁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ…

ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ବାଲେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୁଇ ରାଜ୍ୟର ଅଧିକାରୀ ଏନେଇ ଆଲୋଚନା ଜାରି ରଖିଛନ୍ତି । ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁର ଜିଲ୍ଳା କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ ବାଲେଶ୍ୱର ଏଡିଏମ, ଉପ-ଜିଲ୍ଲାପାଳ, ସହକାରୀ ଉପ-ଜିଲ୍ଲାପାଳ,…

ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ଜଳ ସମ୍ପଦ ବିଭାଗର ପ୍ରଶ୍ନୋତ୍ତର ବେଳେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ରାଜ୍ୟର ବିଭିନ୍ନ ପ୍ରକଳ୍ପକୁ CWC ମଞ୍ଜୁରୀ ଦେଉ ନଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଅମାତ । ପ୍ରଦୀପ ଅମାତ କହିଛନ୍ତି,…

ଆଜି ଭାରତର ଦୁଇ ମହିଳା ଚାମ୍ପିୟନ ରେସର ଦୂତି, ହିମାଙ୍କ ମଧ୍ୟରେ ମୁକାବିଲା

ଭୁବନେଶ୍ୱର: ପଟିଆଲାର ନେତାଜୀ ସୁବାଷ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟସ (ଏନଏସଏନଆଇଏସ)ରେ ଆଜି ଗ୍ରାଁପ୍ରି-୨ର ମୁକାବିଲା ଭାରତୀୟ ଆଥଲେଟପ୍ରେମୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଥର ଦେଶର ଦୁଇ ପ୍ରତିଭାସମ୍ପନ୍ନ ମହିଳା ଆଥଲେଟ ଓଡିଶାର ଦୂତି ଚାନ୍ଦ ଏବଂ ଆସାମର ହିମା ଦାସ ମଧ୍ୟରେ…

କାଞ୍ଜିପାଣି ଘାଟିରେ ବରଯାତ୍ରୀ ବସ୍ ଓଲଟି ଜଣେ ମୃତ, ୨୫ ଆହତ

କେନ୍ଦୁଝର: ଘାଟିରେ ଓଲଟିଲା ବରଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଘାଟିରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବରଯାତ୍ରୀଙ୍କୁ…

ରାଜ୍ୟରେ ସାମାନ୍ୟ ବଢିଛି ଦୈନିକ କରୋନା କେସ୍: ୨୪ ଘଣ୍ଟାରେ ୮୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ ବଢ଼ିଛି କରୋନା କେସ୍ । ଗତକାଲି ୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ବାହାରିଛନ୍ତି ୮୯ ପଜିଟିଭ୍ । କ୍ୱାକେଣ୍ଟାଇନରୁ ୫୩ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬ଟି । ଗତକାଲି ୨୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି…

+ ୨ ବାର୍ଷିକ ପରୀକ୍ଷା ପାଇଁ ସୂଚୀ ଘୋଷଣା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖରୁ ବାର୍ଷିକ + ୨ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଥିଓରୀ ପରୀକ୍ଷା ଆସନ୍ତା ମେ ୧୮ରୁ ଜୁନ୍ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରାକ୍ଟିକାଲ୍ ପରୀକ୍ଷା ଏପ୍ରିଲ ୨୯ ରୁ ମେ ୮…

ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନ ଗଣ୍ଡଗୋଳ ଘଟଣାରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦଳ ବିରୋଧୀ କାମ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ଯିଏ ବିଶୃଙ୍ଖଳା କରିଥିବ ତାଙ୍କ ବିରୋଧରେ…

କଂଗ୍ରେସ ଭବନରେ ୨ ଗୋଷ୍ଠୀ ହାତାହାତି, ଓବିସି ସେଲ୍ ବୈଠକ ବେଳେ ଗଣ୍ଡଗୋଳ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଗତସିଂହପୁରର ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ସୂଚନା ମିଳିଛି । ଓବିସି ସେଲ୍ ବୈଠକ ବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପିସିସି ସଭାପତିଙ୍କ ଉପସ୍ଥିତିରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଗୋଟିଏ ଗୋଷ୍ଠୀ ବିଜେଡି…

୪ ଓଡ଼ିଆ ବୈଜ୍ଞାନିକଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର: ୨୦୧୯-୨୦୨୦ ବର୍ଷ ପାଇଁ ପେଟ୍ରୋକେମିକାଲ୍ସ ଏବଂ ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ପ୍ରୋସେସିଂ ଶିଳ୍ପରେ ଟେକ୍ନୋଲୋଜି ଇନୋଭେସନ୍ ପାଇଁ ରାଜ୍ୟର ଚାରିଜଣ ବୈଜ୍ଞାନିକ ଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ପଲିମେରିକ୍ ପ୍ରଡକ୍ଟରେ ଇନୋଭେସନ୍ସ ପାଇଁ ଡ. ସ୍ମିତା ମହାନ୍ତି, ଡ଼…