ସେ ସବୁଜିମାର ଶିଳ୍ପୀ…
(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)
କୃଷି ଆମ ସଭ୍ୟତାର ମୁଖ୍ୟ ଆଧାର ବୋଲି ବିବେଚନା କରାଯାଏ । କୃଷି ପାଇଁ ସବୁବେଳେ ବିଭିନ୍ନ ଯୋଜନା । କୃଷି ଓ କୃଷକର କଲ୍ୟାଣ ଦିଗରେ ସରକାରଙ୍କ ତରଫରୁ ସଦାସର୍ବଦା ବିଭିନ୍ନ ନୂତନ ଯୋଜନାମାନ ବି ଗ୍ରହଣ କରାଯାଏ ।…