Latest Odisha News

BREAKING NEWS

ସତ୍ୟମେବ ଜୟତେ୨ ଶୁଟିଂ ଅବସରରେ ଜନ ଆବ୍ରାହମ ଆହତ

ମୁମ୍ବାଇ: ବଲିଉଡ ଅଭିନେତା ଜନ ଆବ୍ରାହାମ ସତ୍ୟମେବ ଜୟତେ୨ ଫିଲ୍ମ ଶୁଟିଂ ଅବସରରେ ଆହତ ହୋଇଛନ୍ତି । ବନାରସରେ ଏହି ଫିଲ୍ମର ଶୁଟିଂ ଚାଲିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ପ୍ରାଥମିକ ଉପଚାର ପରେ ତାଙ୍କୁ ପଠାଇ ଦିଆଯାଇଥିଲା । ଏହି ଖବର ପ୍ରସାରିତ ହେବା ପରେ ଜନଙ୍କୁ…

ମେଗାଷ୍ଟାର ଅମିତାଭଙ୍କ ବିରୋଧରେ କବିତା ଚୋରି ଅଭିଯୋଗ

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ମହାନାୟକ ଅମିତାଭ ଓ ସୋସିଆଲ ମିଡିଆ ମଧ୍ୟରେ ଥିବା ପ୍ରେମ ସଂପର୍କ ବିଷୟରେ ଅନେକ ଅବଗତ । ଟୁଇଟର୍‌, ଫେସବୁକ୍‌, ଇନଷ୍ଟାଗ୍ରାମ ଓ ବ୍ଲଗ୍‌ରେ ସେ ଅଧିକାଂଶ ସମୟ ସକ୍ରିୟ ରହିଥାନ୍ତି । ବ୍ୟସ୍ତବହୁଳ ସମୟ ମଧ୍ୟରେ ବି ଡିଜିଟାଲ ପ୍ଲାଟଫର୍ମ ଜରିଆରେ ସେ ନିଜ ଫ୍ୟାନଙ୍କ…

ସହରାଞ୍ଚଳ ବିକାଶରେ ଓଡିଶା ହେବ ରୋଲ୍ ମଡେଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ବର ଉପକଣ୍ଠର ୪ଟି ଗାଁର ବାସିନ୍ଦାଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି। ତନ୍ମଧ୍ୟରେ ରହିଛି ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…

ଇସ୍କନ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ଅର୍ପଣ କରାଗଲା ୫୦କିଗ୍ରାର କେକ୍

ମାୟାପୁର: ପଶ୍ଚିମବଙ୍ଗ ସ୍ଥିତ ମାୟାପୁର ଇସ୍କନ ମନ୍ଦିରରେ ଭଗବାନ ଜଗନ୍ନାଥଙ୍କୁ ୫୦ କିଲୋଗ୍ରାମ ଓଜନର କେକ୍ ଅର୍ପଣ କରାଯାଇଛି । ଏହି କେକ୍ ୬.୫ ଫୁଟ ଲମ୍ବା ରହିଥିଲା । ଚକୋଲେଟ, ଭାନିଲା ସମେତ ଅନେକ ପ୍ରକାର କ୍ରୀମର ଏହାକୁ ପ୍ରସ୍ତୁତ କରାଯାଇଥିଲା । ଜଗନ୍ନାଥଙ୍କ ତୁଳସୀ ଅତି ପ୍ରିୟ…

ଜାନୁଆରୀ ୩୧ ଯାଏଁ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରବଳ ଥଣ୍ଡାରେ ଜନସାଧାରଣ ଅସ୍ତବ୍ୟସ୍ତ ହେଉଥିବା ବେଳେ ଜାନୁଆରୀ ୩୧ ଯାଏଁ ପାଣିପାଗ ସ୍ଥିତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ପାଣିପାଗ ବିଶେଷଜ୍ଞ ଭୁବନେଶ୍ୱର ଉମା ଶଙ୍କର…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ !

ସିଡନୀ: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀରେ ପରିବର୍ତନ ହୋଇପାରେ । କୁଇନ୍ସଲାଣ୍ଡରେ କୋଭିଡ-୧୯ କାୟା ବିସ୍ତାର କରୁଥିବାରୁ ସିଡନୀରେ ହେବାକୁ ଥିବା ତୃତୀୟ ଟେଷ୍ଟ ନେଇ ସନ୍ଦେହ ସୃଷ୍ଟି ହୋଇଛି । ୩ୟ ଟେଷ୍ଟର ବିକଳ୍ପ ଭେନ୍ୟୁ ଭାବେ କ୍ରିକେଟ ଅଷ୍ଟ୍ରେଲିଆ…

ବଡଦିନ ପାଇଁ ପୁରୀ ବେଳାଭୂମିରେ କରୋନା ନେଇ ସଚେତନ କରୁଛି ସାଣ୍ଟା

ପୁରୀ: ବଡଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବେଳାଭୂମିରେ ତିଆରି କରିଛନ୍ତି ସାଣ୍ଟା କ୍ଲଜ୍ । ଚାରିଆଡେ କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ସାଣ୍ଟା ବି କରୋନା ନେଇ ଲୋକଙ୍କୁ ସଚେତନ କରୁଛି । ବାଲିରେ ତିଆରି ଏହି ସାଣ୍ଟା ନିଜେ ମାସ୍କ ଓ ହାତରେ ଗ୍ଲୋବସ୍…

ପଙ୍କଜଙ୍କ ଫିଲ୍ମ ପ୍ରମୋଶନରେ ମାତିଛନ୍ତି ସଲମାନ୍‌

ମୁମ୍ବାଇ: ଭର୍ସାଟାଇଲ୍ ଆକ୍ଟର ପଙ୍କଜ ତ୍ରିପାଠୀ । ପଙ୍କରୁ ପଦ୍ମ ଫିଟିଲା ଭଳି ଏହି ଅଭିନେତା ନିଜ ପ୍ରଥମ ସୁଯୋଗର ବେଶ ଭଲ ଭାବେ ସଦୁପଯୋଗ କରିଥିଲେ । ଖୁବଶୀଘ୍ର ଏହି ଅଭିନେତାଙ୍କ ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟାଇଟଲ୍ କାଗଜ ଥିଲାବେଳେ ପଙ୍କଜଙ୍କୁ ପ୍ରମୋଶନ କରିଛନ୍ତି…

୧୫ ତଳକୁ ଖସିଲା ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ବିଏମସିର ଟ୍ବିଟ୍ ଅନୁଯାୟୀ ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୫ ଓ ସ୍ଥାନୀୟ ଅଂଚଳରୁ ୯ ଜଣ କରୋନା…

କଟକରେ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ, ୬ ଗିରଫ

କଟକ: କଟକ ସହରରେ ଅଭିନବ ଉପାୟରେ ହେଉଛି ନିଶା କାରବାର । ନିଶା ବଟିକାକୁ ଗୁଣ୍ଡ କରି ବ୍ରାଉନ ସୁଗାରରେ ମିଶାଇ ବିକ୍ରି ହେଉଛି । କଟକ ସିଡିଏ ଅଞ୍ଚଳରେ ଏକ ବ୍ରାଉନ ସୁଗାର ରାକେଟର ପର୍ଦ୍ଦାଫାଶ କରି ଏଭଳି ମର୍କତ ନଗର ଥାନା ପୋଲିସ ସାମ୍ବାଦିକ ସମ୍ମିଳନୀରେ ଏହି ଚାଂଚଲ୍ୟକର ତଥ୍ୟ ଦେଇଛି ।…