Latest Odisha News

BREAKING NEWS

ପରୀ ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି, ଷ୍ଟାଟସ ରିପୋର୍ଟ ଦେବ SIT

କଟକ: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ରହିଛି । ତଦନ୍ତ ସମ୍ପର୍କିତ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି । ତଦନ୍ତ ଅଗ୍ରଗତି ନେଇ ସବିଶେଷ ରିପୋର୍ଟ ରଖିବ ତଦନ୍ତକାରୀ ଟିମ୍ । ପୂର୍ବରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଥିଲା…

ଦେଶରେ ୨୪ଘଣ୍ଟାରେ ୨୪ ହଜାର କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୨୯ ହଜାର

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ଟେନସନ୍ । ଏପଟେ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ସଂକ୍ରମିତଙ୍କ ସଂଖ୍ୟା ଚଳିତ ସପ୍ତାହରେ କୋଟିଏ ଟପି ସାରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୨୪ ହଜାର ୭୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି…

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଲାଲବାହିନୀର ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ ଜିଲ୍ଲାର ଚିନ୍ତାଗୁରୁହୁ ଗାଁର ସତୀଶ ବାବୁ । ତାଙ୍କୁ ଗତକାଲି ରାତି ପ୍ରାୟ ଦୁଇଟା ବେଳେ ୨୦ରୁ…

ନବଦମ୍ପତ୍ତିଙ୍କ ଅଭିନବ ପ୍ରୟାସ; ସମାଜକୁ ଦେଲେ ଏହି ନିଆରା ନିଦର୍ଶନ

ଯାଜପୁର: ନବଦମ୍ପତିଙ୍କ ଅଭିନବ ପ୍ରୟାସ। ବର କନ୍ୟା ବେଶରେ ବାଣ୍ଟିଲେ ସଚେତନତା ବାର୍ତ୍ତା। କନ୍ୟା ଭୃଣହତ୍ୟା ଓ ବୃକ୍ଷରୋପଣ ଉପରେ ଲୋକଙ୍କୁ କରାଇଲେ ସଚେତନ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ତରାସ ଗ୍ରାମର ସରୋଜ ବେହେରା ଓ ତାଙ୍କ ପତ୍ନୀ ସାଗରତନୟା ଏଭଳି ପ୍ରୟାସ କରିଛନ୍ତି। ନିକଟରେ ଏମାନେ…

୭୦୦୦ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ରାଜସ୍ୱ ନିରୀକ୍ଷକ

ଚାନ୍ଦବାଲି: ରାଜସ୍ୱ ନିରୀକ୍ଷକଙ୍କୁ(ଆରଆଇ) ଲାଞ୍ଚ ନେବା ମହଙ୍ଗା ପଡ଼ିଲା । ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କଇଥକୋଲାର ଆରଆଇ କୃଷ୍ଣଚନ୍ଦ୍ର ଦାସ ୭ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ । କଇଥଖୋଲା ଗାଁର ସତ୍ୟବ୍ରତ ମାଇତିଙ୍କଠାରୁ ସେ…

ପୁଣି ଚିନ୍ତା ବଢାଇଲା କରୋନା; କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ଏହି ଅଞ୍ଚଳ

ଆଠଗଡ଼: ପୁଣି ଚିନ୍ତା ବଢାଇଛି କରୋନା। କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା କଟକ ଜିଲ୍ଲାର ଏକ ଗ୍ରାମ। ଗୋଟିଏ ପଟେ କରୋନା ପ୍ରକୋପ ହ୍ରାସ ପାଉଥିବା ବେଳେ ଏବେ ପୁଣି ଥରେ ଏକ ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ସୂଚନା ଅନୁଯାୟୀ ଆଠଗଡ଼ ବ୍ଲକ ଯୋରନ୍ଦା…

ଯାଜପୁର ଦାନଗଦୀ ବଜାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଯାଜପୁର ରୋଡ଼ ଡୁବୁରୀ ମୁଖ୍ୟ ରାସ୍ତା ସମ୍ପ୍ରସାରଣ କରାଯିବ। ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ପ୍ରଥମେ ରାସ୍ତାର ଉଭୟ ପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ହେବାକୁ ଥିଲାବେଳେ ଦାନଗଦୀ ବଜାରରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩ଟି ପରିବାରର ୭ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତର ରାଧାନଗର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୭ ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଧାନ ଚାଉଳ ସମେତ ଘରର ସମସ୍ତ ଆସବାସପତ୍ର ପୋଡି ନଷ୍ଟ ହୋଇଯାଇଛି। ଗତ ବିଳମ୍ବିତ ରାତ୍ରିରେ ଏହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୪-୧୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ଡିସେମ୍ବର ତା ୨୪ ରିଖ ଗୁରୁବାର ଧନୁ ୧୦ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର  ଘାତ ବାର:-ତୁଳା ଓ କୁମ୍ଭ ରାଶିର  ଘାତ ଚନ୍ଦ୍ର:- ମେଷ ରାଶିର   ନିଷେଧ ଖାଦ୍ୟ:-…

ସୋସିଆଲ ସାଇଟରେ ଲିକ୍ ହେଲା ଥାଇଲାଣ୍ଡ ରାଜାଙ୍କ ପ୍ରେମିକାଙ୍କ ଉଲଗ୍ନ ଫଟୋ

ବ୍ୟାଙ୍କକ: ଥାଇଲାଣ୍ଡର ବିବାଦୀୟ ରାଜା ମହା ବାଜିରାଲୋଙ୍ଗକୋର୍ନଙ୍କ ପ୍ରେମିକା ସିନିତ ୱଙ୍ଗଜିରାକପଡିଙ୍କ ଉଲଗ୍ନ ଫଟୋ ସୋସିଆଲ ସାଇଟରେ ଲିକ୍ ହୋଇଛି । ରାଣୀ ସୁଥିଡାଙ୍କ ହାତ ଏଥିରେ ଅଛି ବୋଲି ଅନୁମାନ କରାଯାଉଛି । ରାଜା ତାଙ୍କ ପତ୍ନୀ ଏବଂ ପ୍ରେମିକାଙ୍କୁ ନେଇ କିଛି ଦିନ ହେବ ଅଶାନ୍ତି ଲାଗି…