Latest Odisha News

BREAKING NEWS

ବାବ୍ରି ମସଜିଦ ଧ୍ୱଂସ ମାମଲା: ଆଜି ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ବାବ୍ରି ମସଜିଦ ବିବାଦ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆଜି ହାଜର ହେବେ ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀ । ତାଙ୍କ ବୟାନ ରେକର୍ଡ କରାଯିବ । ତେବେ କରୋନା ମହାମାରୀ ଯୋଗୁ ବ୍ୟକ୍ତିଗତ ଭାବରେ ସେ ହାଜର ହେବେନି । ଭିଡିଓ କନଫରେନ୍ସିଂ ଜରିଆରେ…

ସଂକ୍ରମଣ ଭୟ: ୨ ଜିଲ୍ଲାରେ ସିଲ ହେଲା ବିଭିନ୍ନ ଘରୋଇ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତ୍ୟେକ ଦିନ ରାଜ୍ୟରୁ ଚିହ୍ନଟ ହେଉଛନ୍ତି ଶହ ଶହ ଆକ୍ରାନ୍ତ। ପ୍ରତ୍ୟେକ ଦିନ ପ୍ରାୟ ବିଭିନ୍ନ ନର୍ସିଂହୋମ ଓ ଘରୋଇ ହସ୍ପିଟାଲରୁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନେକ…

ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତିଙ୍କ ପିଟିସନର ଆଜି ଶୁଣାଣି

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ବାଚସ୍ପତି ସି. ପି. ଯୋଶୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସଚିନ ପାଇଲଟ୍ ଓ ଅନ୍ୟ ୧୮ ବିଧାୟକଙ୍କ ବିରୋଧରେ ବାଚସ୍ପତି ୨୪ ତାରିଖ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବୋଲି ରାଜସ୍ଥାନ ହାଇକୋର୍ଟ ଗତ ୨୧ ତାରିଖରେ…

ଭୁବନେଶ୍ୱରରେ ପ୍ରତିଦିନ ହେବ ୨୦୦୦ କୋଭିଡ ଟେଷ୍ଟ !

ଭୁବନେଶ୍ୱର: ରାଜଧାନୀରେ ହୁହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାର ମୁକାବିଲା ନିମନ୍ତେ ରାଜଧାନୀ ସମେତ ୪ ଟି ଜିଲ୍ଲାରେ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଅବଧି ମଧ୍ୟରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଦିନକୁ ପ୍ରାୟ ୨୦୦୦ କୋଭିଡ…

ମଧ୍ୟପ୍ରଦେଶରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅରବିନ୍ଦ ଭଦୋରିଆଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଭୋପାଳ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅରବିନ୍ଦ ଭଦୋରିଆଙ୍କ ପାଖରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲା ।…

ନିଜ ଅଗଣାରେ ଲଗାନ୍ତୁ ଏହିସବୁ ଗଛ: ଘରୁ ଦୂର ହେବ ବାସ୍ତୁ ଦୋଷ !

ଭୁବନେଶ୍ୱର: ଘରେ ବାସ୍ତୁ ଦୋଷ ଦୂର କରିବା ପାଇଁ ସମସ୍ତେ ପୂଜା ପାଠ ଉପରେ ବିଶ୍ୱାସ କରିଥାନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଏମିତି କିଛି ଗଛ ରହିଛି ଯାହାକୁ ଲଗାଇବା ଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ଅଶୋକ ଗଛ କୁହାଯାଏ ଘର ପାଖରେ ଅଶୋକ ଗଛ ଲଗାଇବା ଦ୍ୱାରା ବହୁ ଅଶୁଭ ଶକ୍ତିର…

ଜୀବନରେ ବିଷାଦର କାରଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ମଣିଷ ଯେତେବେଳେ ନିଜ ଜୀବନରେ କିଛି ଆଶାର ସମ୍ଭାବନା ଦେଖିପାରେ ନାହିଁ, ସେତେବେଳେ ସେ ବିଷାଦର ସ୍ଥିତିକୁ ଚାଲିଯାଏ । ଦୀର୍ଘ ଦିନ ଧରି ବିଷାଦର ସ୍ଥିତିରେ ରହିଲେ ତାର ଜୀବନ ପ୍ରତି ଲୋଭ ତୁଟିଯାଏ । ଆମେ ଜାଣିଛେ ଛାତ୍ରମାନେ ନିଜ…

ପୁରୀ ଜିଲ୍ଲାରୁ ଗିରଫ ହେଲେ ୫ ଦୁର୍ଦ୍ଦାନ୍ତ ଅପରାଧୀ

ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଗୁରୁବାର ଦିନ ଗିରଫ ହୋଇଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ । ମିଳିଥିବା ସୂଚନା ଅନୁସାରର, ଅନେକ ଦିନ ହେବ ଏମାନେ ପିପିଲି, ଡେଲାଙ୍ଗ, କଣାସ ଓ ସତ୍ୟବାଦୀ ଅଞ୍ଚଳରୁ ଲୁଟ୍ କରୁଥିଲେ । କୌଶଳ କ୍ରମେ ସ୍ଥାନୀୟ ପୁଲିସ ଏହି ୫ ଅପରାଧୀଙ୍କୁ ଗିରଫ…

ସ୍ଥାନାନ୍ତର ହେଲା ରେମୁଣା ପରିବା ମାର୍କେଟ

ବାଲେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ପରିବା ମାର୍କେଟକୁ ରେମୁଣା କଲେଜ ଆଗରେ ଥିବା କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାର୍କେଟରେ ସାମାଜିକ ଦୂରତ୍ୱ ରକ୍ଷା ହେଉନଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୦୭-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ ତା୨୩ ରିଖ ଗୁରୁବାର କର୍କଟ ୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…