Latest Odisha News

BREAKING NEWS

ବାଙ୍ଗାଲୋର ଗ୍ୟାସ ସିଲିଣ୍ଡର ଦୁର୍ଘଟଣା; ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର: ଗତ ୧୪ ତାରିଖରେ ବାଙ୍ଗାଲୋର ଠାରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାର ମୃତକଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଦୁର୍ଘଟଣା ଘଟିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ବାଙ୍ଗାଲୋରସ୍ଥିତ…

ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଡାକ୍ତରଙ୍କ ଅବସର ବୟୟ ସୀମା ବୃଦ୍ଧି । ୬୨ରୁ ୬୫କୁ ବୃଦ୍ଧି କଲେ ରାଜ୍ୟ ସରକାର । କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ୍ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି । ଏନେଇ…

ସର୍ଜିଲ ଇମାମଙ୍କୁ କରୋନା

ନୂଆଦିଲ୍ଲୀ: ବିବାଦୀୟ ଯୁବ ନେତା ସର୍ଜିଲ ଇମାମ କରୋନା ଭାଇରସ କବଳରେ ପଡିଛନ୍ତି । ଉତେଜନା ସୃଷ୍ଟି କାରୀ ଭାଷଣ ଦେବା ଅଭିଯୋଗରେ ସେ ଗିରଫ ହୋଇ ଗୌହାଟୀ ଜେଲରେ ଅଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଜୁଲାଇ ୧୭ରେ ତାଙ୍କୁ ନେଇ ଆସୁଥିବା ସମସ୍ତ…

କୋରନା ଯୋଗୁ ଏବର୍ଷ ଅମରନାଥ ଯାତ୍ରା ବାତିଲ୍

ଜମ୍ମୁ କଶ୍ମୀର: କରୋନା ଟାଣିଲା ଲକ୍ଷ୍ମଣରେଖା । ଏବର୍ଷ ହେବନି ଅମରନାଥ ଯାତ୍ରା । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କଣ୍ଟା ସାଜିଲା କରୋନା । ମହାମାରୀ ପାଇଁ ଚଳିତବର୍ଷ ଅମରନାଥ ଯାତ୍ରାକୁ ରଦ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ଅମରନାଥ ଶ୍ରାଇନ୍ ବୋର୍ଡ । ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଗିରୀଶ…

ଆସାମରେ ଭୟଙ୍କର ବନ୍ୟା: ସହାୟତାର ହାତ ବଢ଼ାଇଲା ଜାତିସଂଘ

ଆସାମ: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି । ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ । ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ବନ୍ୟା ଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଆସାମରେ ଭାରତ…

ସୁଚିନ୍ତିତ ଯୋଜନା ଅନୁସାରେ ପୁରୀରେ ଅପରାଧକୁ ନିୟନ୍ତ୍ରଣ କରାଯିବ :ଏସପି ଅଖିଳେଶ୍ୱର ସିଂ

ପୁରୀ:ପୁରୀରେ ଅପରାଧକୁ ହାର କମାଇବା ପାଇଁ ସୁଚିନ୍ତିତ ଯୋଜନା ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଏସପି ଅଖିଳେଶ୍ୱର ସିଂ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିନେଇ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନ ସହ ଆଲୋଚନା କରିବେ ବୋଲି କହିଛନ୍ତି । ମୁଁ…

କରୋନାରୁ ସୁସ୍ଥ ହେଲେ ୯୫ ବର୍ଷ ବୟସ୍କ ବୃଦ୍ଧ; ଅଭିବାଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: କରୋନା ବିରୋଧରେ ଲଢେଇ କରି ଗଞ୍ଜାମ ଜିଲ୍ଲାର ଜଣେ ୯୫ ବର୍ଷ ବୟସ୍କ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତ ଜୁଲାଇ ୧୮ରେ ସୋରଡା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ଗାଁର ଉଦୟନାଥ ବିସୋଇ ସୀତାପାଲ୍ଲୀର ଟାଟା…

ଗଞ୍ଜାମରେ ପ୍ଲାଜମା ଦେଲେ ୧୨୦ ପୋଲିସ ଅଧିକାରୀ

ବ୍ରହ୍ମପୁର: କରୋନାରୁ ସୁସ୍ଥ ହେବା ପରେ ଗଞ୍ଜାମ ଜିଲ୍ଲାର ୧୨୦ ଜଣ ପୋଲିସ ଅଧିକାରୀ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦାନ କରିଛନ୍ତି ବୋଲି ଗଞ୍ଜାମ ଏସପି ବ୍ରିଜେଶ ରାୟ ମଙ୍ଗଳବାର ଦିନ କହିଛନ୍ତି। ଏସପି ଆହୁରି ମଧ୍ୟ କହିଛନ୍ତି ଯେ ଜିଲ୍ଲାର ମୋଟ ୧୫୦ ଜଣ ପୋଲିସ ଏହି ଭାଇରସ ଦ୍ୱାରା…

ଗାଜିଆବାଦରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପାଞ୍ଚ ଗିରଫ

ଗାଜିଆବାଦ: ଦୁଇ ଝିଅଙ୍କ ସାମ୍ନା ଜଣେ ସାମ୍ବାଦିକଙ୍କୁ ଗୁଳିମାଡ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗତକାଲି ବିଜୟ ନଗର ଅଂଚଳରେ ସାମ୍ବାଦିକ ବିକ୍ରମ ଯୋଶୀ ନିଜର ଦୁଇ ଝିଅଙ୍କ ସହ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ହଠାତ୍ ତାଙ୍କ ସାମ୍ନାରେ ପାଞ୍ଚ ଜଣ ବ୍ୟକ୍ତି…

ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି । 5 from Jagatsinghpur 5 from Sonepur 4 each…