ସମ୍ବଲପୁରରେ ଟ୍ରେନ ଧକ୍କାରେ ପ୍ରାଣ ହରାଇଲେ ଗଜରାଜ
ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନ ଅଧୀନ ମାନେଶ୍ୱର ଷ୍ଟେସନ ନିକଟରେ ପୁରୀ ସୁରଟ ଏକ୍ସପ୍ରେସ ଏକ ଦନ୍ତା ହାତୀକୁ ଧକ୍କା ଦେଇଥିବା ସୁଚନା ମିଳିଛି। ରବିବାର ରାତି ପ୍ରାୟ ୧ଟା ୩୮ମିନିଟ ସମୟରେ ଘଟିଥିବା ଏହି ଘଟଣାରେ ଉକ୍ତ ଦନ୍ତା ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି।
ଅନ୍ୟପଟେ ହାତୀକୁ…