Latest Odisha News

BREAKING NEWS

ଆଫଗାନିସ୍ତାନରେ ଭୂକମ୍ପ; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪

ଆଫଗାନିସ୍ତାନ: ଆଜି ସକାଳେ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ ଟାରେ ଏଠାରେ ଭୂକମ୍ପ କମ୍ପନ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ହିନ୍ଦୁ କୁଶ ଅଞ୍ଚଳ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏ ବିଷୟରେ ସୂଚନା…

ଖଟ ଉପରେ ବସିଥିଲା ନାଗ ସାପ, ଫଣା ଟେକି ଫଁ ଫଁ କରୁଥିଲା

କେନ୍ଦ୍ରାପଡ଼ା: ଶୋଇବା ଖଟ ଉପରେ ବସିଥିଲା ନାଗ ସାପ । ଫଣା ଟେକି ରହିଥିଲା । ବିରାଟକାୟ ସାପ । କେତେବେଳେ ଘର ଭିତରେ ପଶିଲା ଓ ଖଟ ଉପରକୁ ଚଢ଼ାଗଲା କେହି ଦେଖି ପାରି ନଥିଲେ । ଯେତେବେଳେ ସାପ ଉପରେ ନଜର ପଡ଼ିଲା ସମସ୍ତେ ଭୟରେ ଥରିଥିଲେ । ଏଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର…

ଇସ୍ରାଏଲ୍‌: ଦେଶର ପ୍ରଥମ ନାଗରିକ ଭାବେ କରୋନା ଟିକା ନେଲେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ; ଆଜିଠାରୁ ହେବ ସାଧାରଣ…

ନୂଆଦିଲ୍ଲୀ: ଇସ୍ରାଏଲରେ ମଧ୍ୟ କରୋନା ଟିକାକରଣ ଆରମ୍ଭ ହୋଇଛି। ଶନିବାର ଏକ ଲାଇଭ୍ ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍‌ୟାହୁ କରୋନା ଟିକା ଗ୍ରହଣ କରିଛନ୍ତି। ଏହା ସହ ସେ ଇସ୍ରାଏଲର ପ୍ରଥମ ତଥା ବିଶ୍ବର ମନୋନୀତ ନେତାମାନଙ୍କୁ ଯୋଗ ଦେଇଛନ୍ତି, ଯେଉଁମାନେ କରୋନା ଟିକା ଗ୍ରହଣ…

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମନ୍ତବ୍ୟ ପରେ ଡାକ୍ତରଙ୍କୁ କାରଣଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ଚାରା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା କରୁଥିବା ଡାକ୍ତର ଉମେଶ ପ୍ରସାଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ନିକଟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ଏବଂ ତାଙ୍କ କିଡନୀ କେବଳ…

ଅଚାନକ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ରବିବାର ସକାଳୁ ସକାଳୁ ଦିଲ୍ଲୀ ସ୍ଥିତ ଗୁରୁଦ୍ୱାର ରକବ ଗଞ୍ଜ ସାହିବରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପୂର୍ବରୁ କିଛି ସ୍ଥିର ହୋଇ ନଥିଲା । ସାଧାରଣ ଲୋକଙ୍କ ଭଳି ହଠାତ ଗୁରୁଦ୍ୱାରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଗୁରୁ ତେଗ ବାହାଦୂରଙ୍କୁ ଶ୍ରଦ୍ଧାଞ୍ଜଳି…

ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କଲେ ଅନୁଭବ ମହାନ୍ତି

କଟକ: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମୁନି । ଗତକାଲି ବର୍ଷା ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ଡିଜି ଅଭୟଙ୍କ ନିକଟରେ ପାଲଟା ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । କିଛି ଦିନ ତଳେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ…

ସ୍ୱାଭିମାନ ଅଞ୍ଚଳରେ ଲାଲବାହିନୀର ଷଡ଼ଯନ୍ତ୍ର ପଣ୍ଡ; ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ଲାଲଗଡ଼ରେ ଲାଲବାହିନୀର ଷଡ଼ଯନ୍ତ୍ର ପଣ୍ଡ। ସ୍ୱାଭିମାନ ଅଞ୍ଚଳରୁ ବିଏସଏଫ୍ ଯବାନମାନେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଥିବା ସୂଚନା ମିଳିଛି। ସୂଚନାନୁସାରେ, ସ୍ୱାଭିମାନ ଅଞ୍ଚଳର ପିପଲପଦର ଠାରୁ ନାକାମାମୁଡ଼ି ମଧ୍ୟରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଜଙ୍ଗଲରୁ ଲ୍ୟାଣ୍ଡମାଇନ…

ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା, ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ଯାଏ

ଭୁବନେଶ୍ୱର: ନୟାଗଡ଼ ନାବାଳିକା ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଦଳ ପକ୍ଷରୁ ସମସ୍ତ ବିଧାନସଭା କ୍ଷେତ୍ରରେ ପଦଯାତ୍ରା ଚାଲିଛି । ଆଜି କୁନି ଝିଅକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ଜିଲ୍ଲା ଯଦୁପୁର ଯାଏ ପଦଯାତ୍ରା ଆରମ୍ଭ କରିବ ବିଜେପି ।…

ବିଜେଡି କାର୍ଯ୍ୟକାରିଣୀ ବୈଠକ, ନେତାଙ୍କୁ ମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର: ଆଜି ବସୁଛି ବିଜେଡି କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ସକାଳ ସାଢ଼େ ୧୦ଟାରେ ଏହି ବୈଠକ ବସିବ । ସଭାପତିତ୍ୱ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୈଠକରେ ୮୦ ଜଣ କାର୍ଯ୍ୟକାରିଣୀର ସଦସ୍ୟ ଯୋଗ ଦେବେ । ଗୁରୁମନ୍ତ୍ର ଦେବେ ନବୀନ କାର୍ଯ୍ୟକାରିଣୀରେ ବିଜେଡି…

ଖସୁଛି ପାରଦ; ଥରୁଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡାର ପ୍ରକୋପ। ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ନିରନ୍ତର ଭାବେ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାଜ୍ୟ‌ର ରାତି ତାପମାତ୍ରା ଏବେ କମିବାରେ ଲାଗିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ରା ପାଖାପାଖି ୫ ଡିଗ୍ରି…