Latest Odisha News

BREAKING NEWS

ଗୁରୁ ରନ୍ଧାୱାଙ୍କ ସହ କାହିଁକି ଯୋଡିଛି ମୃଣାଳଙ୍କ ନାଁ ?

ମୁମ୍ବାଇ: ଟିଭି ପରଦାରୁ ଜଣେ ସଫଳ ଫିଲ୍ମ ଅଭିନେତ୍ରୀ ବନିପାରିଛନ୍ତି ମୃଣାଳ ଠାକୁର । ବ୍ୟକ୍ତିଗତ ଜୀବନରେ ଝଡ ଉଠିଥିଲେ ବି ତାଙ୍କ ପ୍ରଫେସ୍ନାଲ କ୍ୟାରିଅର ସୁରୁଖୁରୁରେ ଚାଲିଛି । ଏଇ ନିକଟରେ ସେ ସାହିଦ କାପୁରଙ୍କ ସହ ଫିଲ୍ମ ଜର୍ସିର ସୁଟିଂ ସାରିଛନ୍ତି । ଆଗକୁ ରାମ ମାଧବାନୀଙ୍କ ଫିଲ୍ମ…

ପୁଣି କଂଗ୍ରେସ ଅଧ୍ୟକ୍ଷ ହେବେ ରାହୁଲ ଗାନ୍ଧି ! ବୈଠକରେ କହିଲେ ଦଳ ଯାହା ଦାୟିତ୍ବ ଦେବ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି । ସୋନିଆ ଗାନ୍ଧିଙ୍କ ବାସଭବନ ୧୦ ଜନପଥରେ ହୋଇଥିବା ବୈଠକରେ ୨୦ ଜଣ ବରିଷ୍ଠ କଂଗ୍ରେସ ନେତା ଯୋଗଦେଇଥିଲେ । ସୂଚନା ଅନୂସାରେ ବୈଠକରେ ଅସନ୍ତୁଷ୍ଟ ନେତାମାନେ କହିଥିଲେ, ରାହୁଲ ଗାନ୍ଧି…

ଟିମ୍ ଇଣ୍ଡିଆର ଡିସେମ୍ବର ୧୯ ସଂଯୋଗ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଡିସେମ୍ବର ୧୯ ପୁନର୍ବାର ସ୍ମରଣୀୟ ହୋଇ ରହିଯିବ । ଆଜିର ଦିନରେ ଭାରତ ଗୋଟିଏ ଇନିଂସରେ ସର୍ବନିମ୍ନ ୩୬ ରନ କରି ଅଲୋଡା ରେକର୍ଡ କରିଛି । ଏଥିସହ ଦଳ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଛି । ପୂର୍ବରୁ ଏହି ଦିନରେ ଟିମ୍ ଇଣ୍ଡିଆ ଗୋଟିଏ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୬୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୫୦ ଆରୋଗ୍ୟ ହୋଇଥିବା ବେଳେ ତା'ତଳକୁ ସୁନ୍ଦରଗଡ଼ରୁ ୪୦…

ବ୍ରାଜିଲ ରାଷ୍ଟ୍ରପତି କହିଲେ କରୋନା ଟୀକା ନେଲେ ଲୋକେ କୁମ୍ଭୀର ହୋଇଯିବେ !

ବ୍ରାସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋଙ୍କ ମନ୍ତବ୍ୟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛି । ସେ କହିଛନ୍ତି କରୋନା ଭ୍ୟାକ୍ସିନ ନେଲେ ଲୋକେ କୁମ୍ଭୀର ହୋଇଯିବେ, ମହିଳାମାନଙ୍କ ଦାଢ଼ୀ ଉଠିବ ଏପରିକି ପୁରୁଷ ସ୍ୱର ମହିଳାଙ୍କ ଭଳି ମଧ୍ୟ ହୋଇପାରେ । ଫାଇଜର ଏବଂ ବାୟୋଏନଟେକ…

ବର୍ଷ ୨୦୨୦ରେ ଓଡ଼ିଶା ପୋଲିସ ଦ୍ବାରା ରେକର୍ଡ ପରିମାଣର ଗଞ୍ଜେଇ ଜବତ

କଟକ: ଗଞ୍ଜେଇ ଚାଷ ଓ ତାର ଚୋରା ଚାଲାଣ ଓଡ଼ିଶା ପୋଲିସ, ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରବର୍ତ୍ତନ ସଂସ୍ଥା ମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି । ନିଶା ଦ୍ରବ୍ୟ ରୋକିବାକୁ ରାଜ୍ୟ ସରକାର ପ୍ରଧାନ୍ୟ ଦେଉଛନ୍ତି । ସେଥିପାଇଁ ଚଳିତ ବର୍ଷ ଓଡ଼ିଶା ପୋଲିସ ତରଫରୁ ଅନ୍ୟାନ୍ୟ ନିଶାଦ୍ରବ୍ୟ ସହ ଗଞ୍ଜେଇ…

ରାସ୍ତାକଡ଼ରେ ଗାଡ଼ି ରଖିବା ନେଇ କମିଶନରେଟ୍ ପୋଲିସର କଟକଣା

ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନ ତଥା ରାସ୍ତାକଡରେ ବେପରୁଆ ଭାବେ ରଖାଯାଉଥିବା ଗାଡିଗୁଡିକୁ ହଟାଇବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ବରରେ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ପ୍ରସ୍ତୁତ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର କହିଛନ୍ତି ଯେ କଳ୍ପନା ଛକ…

ସୋୟାବିନ୍ ବି ଭେଜାଲ: କଟକ ଜଗତପୁର ଶିଳ୍ପାଞ୍ଚଳରେ ରେଡ୍, ୨ ଅଟକ

କଟକ: ଜଗତପୁର ଶିଳ୍ପାଞ୍ଚଳରେ ନକଲି ସୋୟା ବଡି ଫ୍ୟାକ୍ଟ୍ରିରେ ରେଡ୍ । ଜଗତପୁର ଥାନା ଓ ମାଲଗୋଦାମ ଥାନା ପକ୍ଷରୁ ମିଳିତ ଭାବେ ରେଡ୍ କରାଯାଇଛି । ଜଗତପୁରରେ ମେହେକ ନାମକ କମ୍ପାନୀ ଦୀର୍ଘ ଦିନ ଧରି ନକଲି ସୋୟାବିନ୍ ତିଆରି କରୁଥିବା ପୋଲିସ ଖବର ପାଇଥିଲା । ଏହା ପରେ ଫ୍ୟାକ୍ଟ୍ରିରେ ଚଢାଉ…

ବିଜେପିରେ ମିଶିଲେ ଶୁଭେନ୍ଦୁ: ୧୧ ବିଧାୟକ ଦଳ ଛାଡିଲେ, ଶାହ କହିଲେ ଦିଦି ଏକୁଟିଆ ହେଇଯିବେ

କୋଲକାତା: ତୃଣମୂଳ କଂଗ୍ରେସର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ଆଜି ଦଳ ଛାଡି ବିଜେପିରେ ମିଶିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରେ ଶୁଭେନ୍ଦୁଙ୍କ ସହ ତୃଣମୂଳ କଂଗ୍ରେସର ୬, କଂଗ୍ରେସ ୧, ସିପିଆଇର ୧, ସିପିଏମର ୨ ସମେତ ୧୧ ବିଧାୟକ ବିଜେପିରେ ମିଶିଥିଲେ । ମମତା ବାନାର୍ଜୀ ଏହା ଏକ…

ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବ-୨୦୨୦ରେ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା ମନୋନୀତ

ଭୁବନେଶ୍ୱର: ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। ଯାହା ଓଡିଶା ପାଇଁ ଆଉ ଏକ ଗୌରବ ଆଣିଦେଇଛି। ଏନେଇ କେନ୍ଦ୍ର…