Latest Odisha News

BREAKING NEWS

ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ; ଶୀତବସ୍ତ୍ର ପରିଧାନ କରିବେ ଶ୍ରୀଜୀଉ

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଓଡ଼ଣଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ଵାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଏହି ପରିପ୍ରେକ୍ଷୀରେ ପଞ୍ଚମୀରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୨୦-୧୨-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୨୦ ରିଖ ରବିବାର ଧନୁ ୬ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର   ଘାତ ବାର :- ମେଷ ରାଶିର    ଘାତ ଚନ୍ଦ୍ର:-ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

ବିଶ୍ୱକପ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଭାରତର ଅମିତ

ବର୍ଲିନ: ଜର୍ମାନୀରେ ଚାଲିଥିବା ବକ୍ସିଂ ବିଶ୍ୱକପରେ ଭାରତକୁ ଶନିବାର ବଡ ସଫଳତା ମିଳିଛି । ପୁରୁଷ ୫୨ କେଜି ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଭାବୀ ପ୍ରଦର୍ଶନ କରି ସେ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀ ବକ୍ସର ଅରଗିଷ୍ଟ…

ଆଇଏଫଏଫଆଇ ମହୋତ୍ସବରେ ପ୍ରଦର୍ଶିତ ହେବ ସୁଶାନ୍ତଙ୍କ ଛିଛୋରେ

ମୁମ୍ବାଇ: ୫୧ ତମ ଭାରତୀୟ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସୋବ (ଆଇଏଫଏଫଆଇ)ରେ ସୁଶାନ୍ତ ସିଂ ରାଜପୁତଙ୍କ ଛିଛୋରେ ଫିଲ୍ମ ପ୍ରଦର୍ଶିତ ହେବ । ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଶନିବାର ଏ ନେଇ ଘୋଷଣା କରିଛନ୍ତି । ସାଣ୍ଡ କି ଆଁଖ, ଛିଛୋରେ ସମେତ ଭାରତୀୟ ପାନାରୋମାର ୨୩ ଫିଚର ଏବଂ…

କରୋନା ଟିକା ଲାଗି ଭାରତକୁ ସହାୟତା ମାଗିଛନ୍ତି ୧୨ ଦେଶ: ନୀତି ଆୟୋଗ

ନୂଆଦିଲ୍ଲୀ: କରୋନା ଟିକା ଲାଗି ୧୨ ଦେଶ ଭାରତକୁ ଅନୁରୋଧ କରିଥିବା କହିଛନ୍ତି ନୀତି ଆୟୋଗ ସଦସ୍ୟ ଡ. ଭି.କେ ପାଲ। କୋଭିଡ-୧୯ ସଂକ୍ରାନ୍ତୀୟ ଉଚ୍ଚ ସ୍ତରୀୟ ମନ୍ତ୍ରୀ ମଣ୍ଡଳ ବୈଠକରେ ଶନିବାର ଦିନ ସେ କହିଛନ୍ତି ଯେ କରୋନା ଟିକା ପାଇଁ ଭାରତକୁ ୧୨ ଟି ଦେଶ ସହାୟତା ମାଗିଛନ୍ତି। ଟିକା…

ବଢିଲା କଙ୍ଗନା ରଣାୱତଙ୍କ ଅଡୁଆ: ଜାଭେଦ ଅଖତରଙ୍କ ମାନହାନୀ ମାମଲାର ହେବ ଯାଞ୍ଚ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଅଡୁଆ ବଢିଲା । ଗୀତିକାର ଜାଭେଦ ଅଖତରଙ୍କ ମାମଲାରେ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜାଭେଦ ଅଖତର ଦ୍ବାରା ରୁଜୁ କରାଯାଇଥିବା ମାନହାନୀ ମକଦ୍ଦମା ମାମଲାର ଯାଞ୍ଚ କରିବ ପୋଲିସ । ୧୬ ଜାନୁଆରୀ ସୁଦ୍ଧା ରିପୋର୍ଟ…

ଦ୍ୱିତୀୟ ଟେଷ୍ଟରେ ଆଘାତପ୍ରାପ୍ତ ସାମିଙ୍କ ଖେଳିବା ନେଇ ସନ୍ଦେହ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ପେସ୍ ବୋଲର ଆଘାତପ୍ରାପ୍ତ ହୋଇଛନ୍ତି । ସାମି ବ୍ୟାଟିଂ କରୁଥିବା ବେଳେ ପ୍ୟାଟ କମିନ୍ସଙ୍କ ଏକ ବଲ ତାଙ୍କ ହାତରେ ବାଜିଥିଲା । ପ୍ରାରମ୍ଭିକ ଚିକିତ୍ସା ପରେ ସେ ପୁନର୍ବାର ବ୍ୟାଟିଂ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟାଟ…

ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପାଖାପାଖି ୧୨ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର କ୍ରିକେଟ ଘୋଟାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ସମ୍ପତ୍ତି ଜବତ କରାଯାଇଛି । ପାଖାପାଖି ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି । ଜମ୍ମୁକଶ୍ମୀର କ୍ରିକେଟ ଆସୋସିଏସନର…

ଭୁବନେଶ୍ୱରରୁ ଉଦ୍ଧାର ହେଲା ନିଖୋଜ ନାବାଳକ

ଭୁବନେଶ୍ୱର: ନଭେମ୍ବର ୧୫ ତାରିଖରେ କଟକ ଜିଲ୍ଲାର ବାରଙ୍ଗ ଅଞ୍ଚଳରୁ ନିଖୋଜ ହୋଇଯାଇଥିବା ଗୁଆକୋଲିମୁଣ୍ଡିଆ ଗାଁର ଜଣେ ନାବାଳକଙ୍କୁ ଶନିବାର ଦିନ ଭୁବନେଶ୍ଵରରୁ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ନଭେମ୍ବର ୧୭ରେ ବାରଙ୍ଗ ଥାନାରେ ସମ୍ପୃକ୍ତ ନାବାଳକ (୧୧ ବର୍ଷ)ଙ୍କ ମା' ପୁଅ…

ପ୍ଲାଷ୍ଟିକ ସର୍ଜରୀ ବେଳେ ପ୍ରତିଷ୍ଠିତ ମଡେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନିଜ ସୁନ୍ଦରତାକୁ ଆହୁରି ଅଧିକ ଆକର୍ଷଣ କରିବା ପାଇଁ ଏବେ ସମସ୍ତେ ପ୍ଲାଷ୍ଟିକ ସର୍ଜରୀ କରାଉଛନ୍ତି । ତେବେ ଏହା ବେଳେ ବେଳେ ଏତେ ଭୟଙ୍କର ହୋଇଯାଏ ତାହା କେହି କେବେ ଭାବି ନ ଥିଲେ । ରିପୋର୍ଟ ମୁତାବକ ମ୍ୟାକ୍ସିକୋ କିମ କାର୍ଦଶିୟାନ ଭାବେ ପରିଚିତ ମଡେଲ ଜ୍ୟାସଲିନ କ୍ୟାନୋ…