Latest Odisha News

BREAKING NEWS

ଓଡିଆ କଥା ସାହିତ୍ୟରେ ଝଡର ଇଗଲ, ଅଖିଳ ମୋହନ ପଟ୍ଟନାୟକ

ମୁଁ ସୋନପୁରରେ ଜନ୍ମ ନେଇଛି। ସୋନପୁରରେ ମହାନଦୀ ଓ ମାଛ ଦେଖିଛି। ଦେଖିଛି ବି ଜହ୍ନରାତିରେ କେମିତି କୁହୁକର ଏକ ଚାଦର ପାଲଟିଯାଏ ମହାନଦୀ। ହେଲେ, ଆମ ନଦୀରେ ଯେ ମତ୍ସ୍ୟକନ୍ୟାମାନେ ଥାନ୍ତି ଓ ସେମାନଙ୍କ ସହିତ ଯେ କୌଣସି ଜହ୍ନରାତିରେ ଭେଟା ହୋଇ ଯାଇପାରେ, ସେ ସମ୍ଭାବନା ବିଷୟରେ ମୁଁ କେବେ ବି…

ଚଳିତ ବର୍ଷର ‘Hottest Vegetarian’ ଅଭିନେତା ହେଲେ ସୋନୁ

ନୂଆଦିଲ୍ଲୀ: ସୋନୁ ସୁଦ୍‌ଙ୍କୁ ୨୦୨୦ ର ସବୁଠାରୁ ହଟେଷ୍ଟ୍‌ ଭେଜିଟେରିଆନ୍‌ ସେଲିବ୍ରିଟିର ଆଖ୍ୟା ଦିଆଯାଇଛି। ପେଟା ଇଣ୍ଡିଆ ପକ୍ଷରୁ ସୋନୁଙ୍କୁ ଏହି ସମ୍ମାନ ମିଳିଛି। ଏଥିପାଇଁ ସୋନୁ ମଧ୍ୟ ବେଶ୍‌ ଖୁସି ଥିବା ଜଣାପଡ଼ିଛି। ସେ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଅଭିନେତା…

ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇ ରବର୍ଟ ଲେବନାଡାସ୍କି ହେଲେ ଫିଫା ପ୍ଲେୟାର ଅଫ ଦି ଇୟର

ଜ୍ୟୁରିକ୍‌: ଫିଫା ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବେୟର୍ଣ୍ଣ ମ୍ୟୁନିକର ରବର୍ଟ ଲେବନାଡାସ୍କି । ୩୨ ବର୍ଷୀୟ ଫୁଟବଲ ଖେଳାଳି ଲେବନାଡାସ୍କି ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି । ସେ…

ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ୧୮୨୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୪ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି ପାଇଛି । ୪ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।…

ଓଡ଼ିଶାରୁ ନୂଆ ୩୫୮ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ…

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ୩୫୮ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହା ଫଳରେ ମୋଟ୍ ସଂଖ୍ୟା ରବିବାର ଦିନ ୩ ଲକ୍ଷ ୨୫ ହଜାର ୫୦୫ରେ ପହଞ୍ଚିଛି। https://twitter.com/IPR_Odisha/status/1339806845691576321?s=19 ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା…

କୋଭିଡ ପରିଚାଳନା: ଏସବିଆଇର ଅଧ୍ୟୟନ ଅନୁଯାୟୀ ଚତୁର୍ଥ ସ୍ଥାନରେ ଓଡିଶା

ଭୁବନେଶ୍ୱର: କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅନୁସନ୍ଧାନ ୱିଙ୍ଗ ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ଏହି ରିପୋର୍ଟ ଦେଇଛି । ଅଧ୍ୟୟନ ଏପ୍ରିଲରୁ ନଭେମ୍ବର ମଧ୍ୟରେ ମାସିକ ତଥ୍ୟ ସହିତ ଦୁଇ ପର୍ଯ୍ୟାୟ ଗାଣିତିକ ମଡେଲ୍…

ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଲା ରୁଷିଆ

ମସ୍କୋ: ଡୋପିଂ ନିୟମ ଉଲ୍ଲଂଘନ କରିଥିବା ଯୋଗୁ ରୁଷିଆକୁ ଆଗାମୀ ଟୋକିଓ ଅଲିମ୍ପିକ୍ସରୁ ବାସନ୍ଦ କରାଯାଇଛି । ରୁଷିଆ ପୂର୍ବରୁ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋର୍ଟ୍ସର ଦ୍ୱାରସ୍ତ ହୋଇଥିଲା । କାସ ୪ ବର୍ଷର ଦଣ୍ଡକୁୁ ଅଧା କରିଥିଲେ ସୁଦ୍ଧା ବାସନ୍ଦ ଦଣ୍ଡାଦେଶ ବଳବତର ରଖିଛି । ବିନା…

୨୭ରେ ‘ମନ କି ବାତ୍‌’; ଦେଶବାସୀଙ୍କୁ ଏହିସବୁ ପ୍ରଶ୍ନର ଉତ୍ତର ମାଗିଲେ ମୋଦୀ

ନୂଆଦିଲ୍ଲୀ: ଡିସେମ୍ବର ୨୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ମନ କି ବାତ୍‌' ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ଲୋକଙ୍କୁ ପଚାରିଛନ୍ତି ଯେ ଆପଣ କଣ ଲାଗୁଛି ଆଗାମୀ ବର୍ଷ କିପରି କଟିବ? ୨୦୨୧ ରେ ଆପଣ କ’ଣ ଅଧିକ କଣ…

ହାସ୍ୟ ଅଭିନେତା କୁନାଲ କାମ୍ରା ଏବଂ କାର୍ଟୁନିଷ୍ଟ ରଚିତାଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଅବମାନନା ନୋଟିସ୍‌ ଜାରି

ନୂଆଦିଲ୍ଲୀ: ହାସ୍ୟ ଅଭିନେତା କୁନାଲ କାମ୍ରା ଏବଂ କାର୍ଟୁନିଷ୍ଟ ରଚିତା ତାନେଜାଙ୍କ ଅଡୁଆ ବଢୁଥିବା ନଜର ଆସିଛି। ସୁପ୍ରିମକୋର୍ଟ କୁନାଲ କାମ୍ରା ଏବଂ ରଚିତା ତନେଜାଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ଉଭୟଙ୍କୁ ୬ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ଦେବାକୁ କହିଛନ୍ତି।…

ନେହାଙ୍କ ପ୍ରଶଂସକଙ୍କ ପାଇଁ ଗୁଡ୍‌ ନ୍ୟୁଜ୍‌; ମା’ ହେବେ ନେହା

ନୂଆଦିଲ୍ଲୀ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ ଏବଂ ରୋହନପ୍ରୀତ୍‌ଙ୍କ ବିବାହ ଖବର ‌ବେଶ୍‌ ଭାଇରାଲ୍‌ ହୋଇଥିଲା। ତେବେ ବିବାହକୁ ଦୁଇ ମାସ ନପୁରୁଣୁ ନେହାଙ୍କ ମା ହେବ ଖବର ପ୍ରଶଂସକଙ୍କୁ ବେଶ୍‌ ଚକିତ କରିଥିବା ଜଣାପଇଛି। କାରଣ ଏତେ ଶୀଘ୍ର ଏହି ଖୁସି ଖବର କେହି ଆଶା ମଧ୍ୟ…