Latest Odisha News

BREAKING NEWS

ଫିଲ୍ମ ‘ମେରା ନାମ୍‌ ଜୋକର୍‌’କୁ ପୂରିଲା ୫୦ ବର୍ଷ; ଭାବପ୍ରବଣ ବାର୍ତ୍ତା ଲେଖି ରିଷିଙ୍କୁ ମନେ ପକାଇଲେ…

ନୂଆଦିଲ୍ଲୀ: ବଲିଉଡ ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଅଭିନେତା ରାଜ କପୁରଙ୍କ ସୁପର୍‌ହିଟ୍‌‌ ଫିଲ୍ମ ମେରା ନାମ୍‌ ଜୋକରକୁ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ୫୦ ବର୍ଷ ପୂରିଛି। ସବୁଠୁ ଖାସ୍‌ କଥା ହେଉଛି ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ରିଷି କପୁର ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ରଟି ହିନ୍ଦୀ…

ପ୍ରଥମ ଥର ସୌରଜଗତ ବାହାରେ ଥିବା ଗ୍ରହରୁ ମିଳିଲା ରେଡିଓ ସଙ୍କେତ

ୱାଶିଂଟନ:ବୈଜ୍ଞାନିକମାନଙ୍କୁ ଶୁକ୍ରବାର ବଡ ସଫଳତା ମିଳିଛି । ପ୍ରଥମ ଥର ପାଇଁ ସୌରଜଗତ ବାହାରେ ସ୍ଥିତ ଏକ ଗ୍ରହରୁ ରେଡିଓ ସଙ୍କେତ ମିଳିଛି । ନେଦରଲାଣ୍ଡ ସ୍ଥିତ ଲୋ ଫ୍ରିକ୍ୟୁଏନ୍ସି ଆରେର ବ୍ୟବହାର କରି ଟାଉ ବୁଟ୍ସ ପ୍ରଣାଳୀରେ ଏହି ସଙ୍କେତକୁ ଧରାଯାଇ ପାରିଛି । ସୌରଜଗତଠାରୁ ୫୧…

ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରିବାକୁ ବିଜେପିର ଦାବି

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ଘଟଣାରେ ତଦନ୍ତ ଦିଗହରା ହୋଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ନାଁରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଜି ବିଜେପି ପକ୍ଷରୁ ଆଯୋଜିତ ସାମ୍ବାଦିକ…

ବଲିଉଡରେ ଡେବ୍ୟୁ କରିବେ ୟୁଟ୍ୟୁବର୍ କେରି ମିନାଟି

ମୁମ୍ବାଇ: ୟୁଟ୍ୟୁବର୍ କେରି ମିନାଟିଙ୍କ କଥା କିଏ ବା ନ ଜାଣେ । ଜଣେ ପ୍ରଖ୍ୟାତ ୟୁଟ୍ୟୁବର୍ ଭାବେ ସେ କେବଳ ଭାରତ ନୁହେଁ ବରଂ ବିଦେଶରେ ବି ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସବୁବେଳେ ରୋକଠୋକ କଥା କହୁଥିବା କିମ୍ବା ଲୋକଙ୍କୁ ସମାଲୋଚନା କରୁଥିବା କେରି ମିନାଟି ଓରଫ ଅଜୟ ନାଗର ଖୁବଶୀଘ୍ର…

ଦିବାରାତ୍ର ଟେଷ୍ଟ: ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ଆଡିଲେଡ: ଆଡିଲେଡ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିପକ୍ଷ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସରେ ଭାରତ ଓଭରାଲ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ଶୁକ୍ରବାର ପ୍ରଥମ ଦିବସର ଅସମାପ୍ତ ଇନିଂସ ୨୩୩/୬ରୁ ବ୍ୟାଟିଂ ଆରମ୍ଭ…

ମା’ ହେବାକୁ ବ୍ୟାକୁଳ ହେଲେଣି ସାନା

ନୂଆଦିଲ୍ଲୀ: ଅଭିନେତ୍ରୀ ସାନା ଖାନ ହଠାତ୍ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ସାନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଥିଲେ ଯେ ଯେ ସେ ସବୁଦିନ ପାଇଁ ଚାକଚକ୍ୟ ଭରା ଦୁନିଆରୁ ବିଦାୟ ନେଉଛନ୍ତି। ଏହାପରେ ସାନାଙ୍କ ବିବାହ ଫଟୋ ଏବଂ…

ଦଗାଦିଆ ଛାତ୍ରକୁ ଜେଲ ପଠାଇଲେ ପ୍ରେମିକା ଶିକ୍ଷୟତ୍ରୀ

ରାମପୁର(ଉ.ପ୍ର): ଗୁରୁ ଓ ଶିଷ୍ୟ ଭଳି ପବିତ୍ର ସଂପର୍କରେ ପଡିଲା କଳଙ୍କର ଛିଟା । ପବିତ୍ର ସଂପର୍କକୁ ପ୍ରେମ ସଂପର୍କରେ ପରିଣତ କରିଥିଲେ ଜଣେ ଛାତ୍ର ଓ ଶିକ୍ଷୟତ୍ରୀ । ହେଲେ ଶେଷରେ ଏହି ପ୍ରେମ କାହାଣୀର ପରିଣାମ ଛାତ୍ର ପାଇଁ କାଳ ସାଜିଛି । ତେବେ ଏକତରଫା ନୁହେଁ ବରଂ ଉଭୟଙ୍କ ମନରେ ଉଠିଥିଲା…

ଦୁଇ ଦିନ ପରେ ଉଦ୍ଧାର ହେଲା ଅପହୃତ ହାର୍ଦ୍ଦିକ

ପାରଳାଖେମୁଣ୍ଡି: କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ୭ ବର୍ଷର ବାଳକ ହାର୍ଦ୍ଦିକକୁ ଆଜି ଉଦ୍ଧାର କରାଯାଇଛି । କାଶୀନଗରଠାରୁ ୩ କିଲୋମିଟର ଦୂର କଇଠପଦର ସ୍ଥିତ ସିମେଣ୍ଟ ସାମଗ୍ରୀ ତିଆରି କାରାଖାନା ନିକଟରୁ ସେ ଉଦ୍ଧାର ହୋଇଛି । ପୁଅକୁ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।…

ପଶ୍ଚିମବଙ୍ଗ ନିର୍ବାଚନ: ବୁରଖା ପିନ୍ଧା ଭୋଟରଙ୍କୁ ନେଇ ଚିନ୍ତାରେ ବିଜେପି

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଦେଇଛି । ଏହା ମଧ୍ୟରେ ଶୁକ୍ରବାର ବୁରଖାଧାରୀ ଭୋଟରଙ୍କୁ ନେଇ ବିଜେପି ନିର୍ବାଚନକମିଶନଙ୍କ ଦ୍ୱାରସ୍ତ ହୋଇଛି । ବିଜେପି ପକ୍ଷରୁ ଲେଖାଯାଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, ଭୋଟରଙ୍କ ପ୍ରକୃତ ଚିହ୍ନଟ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କୁ କରୋନା

ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେ ନିଜେ ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ 'ଆଜି ମୋର କରୋନା ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍‌ ଆସିଛି। ମୋର…