Latest Odisha News

BREAKING NEWS

ଆଜି ପବିତ୍ର ମାଘ ସପ୍ତମୀ: ବିନା ଭକ୍ତରେ ହେଲା ଚନ୍ଦ୍ରଭାଗା ବୁଡ଼

କୋଣାର୍କ(ପୁରୀ): ଆଜି ପବିତ୍ର ମାଘ ସପ୍ତମୀ । ଏବର୍ଷ କରୋନା କଟକଣା ଭିତରେ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେଉଛି ମାଘମେଳା । ଚନ୍ଦ୍ରଭାଗାରେ ମାଘ ବୁଡ଼ ପକାଇବାରୁ ଏଥର ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଚନ୍ଦ୍ରଭାଗା ବୁଡ଼ । ପରମ୍ପରା…

ପାଣିପାଗ ବିଭାଗର ସତର୍କ ସୂଚନା; ୧୪ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟର ୧୪ଟି ଜିଲ୍ଲାରେ ଶୁକ୍ରବାର ଦିନ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା,…

ମାନିଲା ଚୀନ, ଗଲୱାନ ହିଂସାରେ ମରିଥିଲେ ତା’ର ସୈନିକ

ନୂଆଦିଲ୍ଲୀ: ଏଲଏସିରେ ଭାରତ-ପାକିସ୍ତାନ ମଧ୍ୟରେ ବର୍ଷେରୁ ଅଧିକ ସମୟ ହେବ ଲାଗି ରହିଥିବା ଉତ୍ତେଜନା କମୁଛି । ଉତ୍ତେଜନା ଥମୁଥିବା ବେଳେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ ସୈନିକ ମରିଥିବା ପ୍ରଥମଥର ଲାଗି ବେଜିଂ ସ୍ୱୀକାର କରିଛି । ଜୁନ୍ ୨୦୨୦ରେ ଏଲଏସିରେ ହୋଇଥିବା ସଂଘର୍ଷରେ…

ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି

ନୂଆଦିଲ୍ଲୀ: କୋଟିଆ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି ।  ଜଷ୍ଟିସ ଏ.ଏମ୍. ଖାନ୍‌ୱିଲକର ଓ ଜଷ୍ଟିସ ଦୀନେଶ ମାହେଶ୍ୱରୀଙ୍କ ଦୁଇ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ତାପୂର୍ବରୁ ଓଡିଶାର ଅଦାଲତ ଅବମାନନା ଅଭିଯୋଗ ସଂପର୍କିତ ପିଟିସନ ଉପରେ ଜବାବ ଦାଖଲ କରିଥିଲା ଆନ୍ଧ୍ରପ୍ରଦେଶ…

ପୁରୀରେ କଙ୍ଗନା; ଜଗା ଦର୍ଶନ ସହ କଲେ ବେଢ଼ା ପରିକ୍ରମା

ପୁରୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ତେବେ ଆଜି ଭୋରରୁ କାଙ୍ଗନା ଭୁବନେଶ୍ୱରରୁ ପୁରୀ ଯାଇ ସେଠାରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିବା ସୂଚନା ମିଳିଛି। https://youtu.be/DIF1LYwcEM0 କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର…

୨୧ରୁ ୨୩ତମ କଳିଙ୍ଗ ନାଟ୍ୟ ମହୋତ୍ସବ

ଭୁବନେଶ୍ୱର : ଶତାଦ୍ଦୀର କଳାକାର ପକ୍ଷରୁ ଆସନ୍ତା ୨୧ରୁ ଆରମ୍ଭ ହେବ ୨୩ତମ କଳିଙ୍ଗ ନାଟ୍ୟ ମହୋତ୍ସବ । ଏହା ରବୀନ୍ଦ୍ର ମଣ୍ଡପରେ ପାଞ୍ଚ ଦିନ ଧରି ଚାଲିବ । ଏହି ଅବସରରେ ଜୀବନବ୍ୟାପୀ ସାଧନା ପାଇଁ ରାଜକିଶୋର ନାୟକ ଓ ପ୍ରଶାନ୍ତ କୁମାର ଦାସଙ୍କୁ ପୁରସ୍କୃତ କରାଯିବ । ଏଥିସହ ଅଭିନେତ୍ରୀ…

ଆଇପିଏଲରେ ବିକ୍ରି ହୋଇପାରିଲେନି ଓଡିଶାର ଦୁଇ କ୍ରିକେଟର

ଚେନ୍ନାଇ: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମିନି ନିଲାମୀ ଶେଷ ହୋଇଛି । କିନ୍ତୁ ଓଡିଶାର ଦୁଇ ଖେଳାଳିଙ୍କୁ କେହି କିଣି ନାହାନ୍ତି । ଏହି ଦୁଇଖେଳାଳି ହେଲେ ଅଲ ରାଉଣ୍ଡର ଗୋବିନ୍ଦ ପୋଦାର ଓ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି । ଆଇପିଏଲ୍ ନିଲାମୀ ତାଲିକାରେ ଏହି ଦୁଇ ଖେଳାଳି ତାଲିକାରେ…

ଉତ୍କଳ ରଙ୍ଗମଞ୍ଚରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଆଲୋଚନା ଚକ୍ର

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଚରେ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶୀ ସଙ୍ଗୀତକୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ…

ଏଣିକି ଗୁଣ୍ଡିଚା ମନ୍ଦିରରେ ହେବ ନିଶୁଳ୍କ ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଉ ଦେବାକୁ ପଡିବନି ପ୍ରବେଶ ଶୁଳ୍କ । ୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । କେବଳ ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୯-୨-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଫେବୃୟାରୀ ତା ୧୯ରିଖ ଶୁକ୍ରବାର କୁମ୍ଭ ୮ଦିନ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ସକାଳ ୯ଟା ୪୩ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ ତାପରେ ବୃଷ ଚନ୍ଦ୍ର…