Latest Odisha News

BREAKING NEWS

ଶୀତରୁ ରକ୍ଷା ନିମନ୍ତେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଘୋଡ଼ଲାଗି ନୀତି; ପ୍ରସ୍ତୁତ ହେଲାଣି ଶୀତ ବସ୍ତ୍ର

ଭୁବନେଶ୍ୱର: ମହାପ୍ରଭୁଙ୍କ ମାନବୀୟ ଲୀଳାର ନିଦର୍ଶନ। ଶୀତ ର ପ୍ରକୋପ ରୁ ବଞ୍ଚିବା ପାଇଁ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହେବ। ଡିସେମ୍ବର ୨୦ ତାରିଖ ରବିବାର ମାର୍ଗଶିର ମାସ ଶୁକ୍ଳ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣ ଷଷ୍ଠୀ । ସେହି ଦିନ ଶୀତ ବସ୍ତ୍ର…

ଆନୁମାନିକ ୧୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ମୋହନା ଥାନା କୁମାଙ୍ଗପଦର ଗାଁ ନିକଟସ୍ତ ଜଙ୍ଗଲରେ ପୁଣି ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ। ସୂଚନାନୁସାରେ, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ମିଳିତ ଅଭିଯାନରେ ଗଜପତି ଜିଲ୍ଲା ମୋହନା ଥାନା କୁମାଙ୍ଗପଦରରେ ମିଳିତ ଚଢ଼ାଉ କରି ୭୨…

କ୍ବିସିଆଇ କ୍ବାଲିଟି ଚାମ୍ପିଅନ୍ ଆଓ୍ବାର୍ଡ ପାଇଲେ ସାଇ ପ୍ରତିଷ୍ଠାତା ବିଜୟ ସାହୁ

ଭୁବନେଶ୍ୱର: ଗୁଣାତ୍ମକ ଶିକ୍ଷା ପାଇଁ ସାଇ ଆନ୍ତର୍ଜାତୀୟ ଶିକ୍ଷା ଗ୍ରୁପ ପ୍ରତିଷ୍ଠାତା ଡ. ବିଜୟ କୁମାର ସାହୁଙ୍କୁ ଦ୍ୱିତୀୟ କ୍ବିସିଆଇ କ୍ବାଲିଟି ଚାମ୍ପିଅନ୍ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି। ଏନବିକ୍ବୁପିର ଚେୟାରମ୍ୟାନ୍ ଏବଂ ସିମେନ୍ସ ଇଣ୍ଡିଆର ଏମଡି ଓ ସିଇଓ ସୁନୀଲ ମାଥୁର…

ଭାରସାମ୍ୟ ହରାଇ ଓଲଟି ପଡିଲା ଯାତ୍ରୀବାହୀ ବସ୍; ୨୫ ଆହତ

ଫୁଲବାଣୀ: ଭାରସାମ୍ୟ ହରାଇ ଓଲଟିପଡ଼ିଲା ଯାତ୍ରୀବାହୀ ବସ୍। ସୂଚନାନୁସାରେ,କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡ଼ିଆପଡ଼ା ସ୍କୁଲ୍‌ ନିକଟରେ ଗୁରୁବାର ରାତି ପ୍ରାୟ ୧୨ ଟା ପାଖାପାଖି ଏକ ଘରୋଇ ଯାତ୍ରୀବାହୀ ବସ୍ 'ରାଜା' ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପାଖାପାଖି ହେବାରୁ ୨୫ ଜଣ…

ବିଳମ୍ବିତ ରାତିରେ ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ: ଗୁରୁବାର ବିଳମ୍ବିତ ରାଜଧାନୀ ଦିଲ୍ଲୀରେ ଭୂକମ୍ପ। ରାତି ପାଖାପାଖି ୧୧.୪୬ରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ୪.୨ ଥିବା ରିକ୍ଟର୍‌ସ୍କେଲ୍‌ରୁ ଜଣାପଡ଼ିଛି। ହରିୟାଣା ଅନ୍ତର୍ଗତ ଗୁରୁଗ୍ରାମର ଦକ୍ଷିଣପଶ୍ଚିମ ଦିଗର ୪୮ କିଲୋମିଟର ଦୂରରେ ସୃଷ୍ଟ ଏହି ଭୂମିକମ୍ପ କେନ୍ଦ୍ରସ୍ଥଳର…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୮-୧୨-୨୦୨୦ ଶୁକ୍ରବାର ଅଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୧୮ ରିଖ ଶୁକ୍ରବାର ଧନୁ ୪ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଶ୍ରବଣା ନକ୍ଷତ୍ର ମକର‌‌‌ ଚନ୍ଦ୍ର ଘାତ ବାର :- ବିଛା ଧନୁ ଓ ମୀନ ରାଶିର    ଘାତ ଚନ୍ଦ୍ର:- ସିଂହ ରାଶି…

ତେଜିଲା କେନ୍ଦ୍ର-ମମତା ବିବାଦ

ନୂଆଦିଲ୍ଲୀ : ତିନି ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଶୀଘ୍ର ଛାଡିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏହି ତିନି ଆଇପିଏସ୍ ଅଧିକାରୀ ହେଲେ ଭୋଳାନାଥ ପାଣ୍ଡେ ( ଡାଇମଣ୍ଡ ହାର‌୍‌ବର‌୍‌ର ପିଏସ୍‌ ) ପ୍ରବୀଣ ତ୍ରିପାଠୀ ( ପ୍ରେସିଡେନ୍‌ ରେଞ୍ଜ…

‘ପରିଶ୍ରମ’ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କି ସୁବିଧା ମିଳିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗର 'ପରିଶ୍ରମ ପୋର୍ଟାଲ' ଲୋକାର୍ପଣ କରିବା ସହ ୨୨ଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ…

ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଏନସିବିର ନୋଟିସ୍

ମୁମ୍ବାଇ: ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ନୋଟିସ୍ କରିଛି ଏନସିବି । ପୂର୍ବରୁ ଆୟୋଜନ କରିଥିବା ପାର୍ଟିର ତଥ୍ୟ ଦେବାକୁ ନୋଟିସ୍ ହୋଇଛି । ଇଲେକ୍ଟ୍ରୋନିକ ଏଭିଡେନ୍ସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନସିବି କହିଛି, କରନ ଜୋହର କୌଣସି ମାମଲାରେ ସଂଦୀଗ୍ଧ ନୁହନ୍ତି । ଡ୍ରଗ୍ସ ସହ ସଂପୃକ୍ତ…

ଆଇଏସଏଲ: ବେଙ୍ଗାଲୁର ଅପରାଜେୟ, ପୁନର୍ବାର ହାରିଲା ଓଡିଶା ଏଫସି

ଭୁବନେଶ୍ୱର: ବୋମ୍ବୋଲିମ୍‌ରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଗୁରୁବାର ମୁକାବିଲାରେ ବେଙ୍ଗାଲୁର ୨-୧ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ଅପରାଜେୟ ରହିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅନ୍ୟ ମ୍ୟାଚ ତୁଳନାରେ ଓଡିଶା ଏଫସି ଅପେକ୍ଷାକୃତ ଭଲ ପ୍ରଦର୍ଶନ…