Latest Odisha News

BREAKING NEWS

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ଓ୍ୱେରେ ବସ୍ ଓଲଟି ୫ ମୃତ, ୨୦ ଆହତ

କନୌଜ: ଉତ୍ତରପ୍ରଦେଶ କନୌଜ ନିକଟ ଆଗ୍ରା-ଲକ୍ଷ୍ନୌ ଏକ୍ପପ୍ରେସ ଓ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ଧକ୍କା ହେବାରୁ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡ଼ିଲା ବସ୍ । ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କିଛି…

ଆଧୁନିକତା ମଧ୍ୟରେ ହଜିଯାଉଛି ପାରମ୍ପରିକ ବାଦ୍ୟର ଚାହିଦା !

ଭୁବନେଶ୍ୱର: ପୂଜା, ବାହାଘର, ବ୍ରତ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବାଜା, ତୁରୀ, ମହୁରୀ, ତାସା ଓ ନିଶାନ ବାଜୁନଥିଲେ ଶୁଭ କାର୍ଯ୍ୟ ଆଗେଇ ପାରୁନଥିଲା । ଏସବୁ ବଜାଇବା ପାଇଁ କାହାର ଅନୁମତୀ ନେବାକୁ ପଡ଼ୁନଥିଲା । ଯେତେବେଳେ ଯିଏ ଇଚ୍ଛା କଲା ଏହି ପାରମ୍ପରିକ ବାଦ୍ୟତାଳରେ…

ଭାଗବତ ଗୀତାର ଏହି କିଛି କଥା ଯାହା ଆଣିବ ଆପଣଙ୍କ ଜୀବନରେ ପରିବର୍ତ୍ତନ !

ଭୁବନେଶ୍ୱର: ଜୀବନର ସାର ଭାଗବତ ଗୀତରେ ଲୁଚି ରହିଥାଏ । ଜୀବନର ସବୁ ସମସ୍ୟାର ସମାଧାନ ଗୀତା ଅଧ୍ୟାୟନ ଦ୍ୱାରା ସମାପ୍ତ ହୋଇଥାଏ ବୋଲି କୁହାଯାଏ । ଏହାର ପ୍ରତ୍ୟେକଟି ବାଣୀରେ ରହିଛି ମଣିଷ ଜୀବନକୁ ସରଳ ଓ ସୁଖମୟ କରିବାର ଉପାୟ । ଆଜି ଆମେ ଆପଣଙ୍କୁ ଜଣାଇବୁ ଭଗବାନ କୃଷ୍ଣଙ୍କ କିଛି ବାଣୀ ଯାହା…

ଭୁବନେଶ୍ୱରରେ ମହିଳା ଏସଆଇଙ୍କୁ କରୋନା

ଭୁବନେଶ୍ୱର: ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ଅଫିସରେ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ମହିଳା ସବ୍-ଇନିସପେକ୍ଟର କରୋନା ସଂକ୍ରମିତ । ତାଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଅବକାରୀ ଏସପି ପ୍ରସନ୍ନ ଆଚାର୍ଯ୍ୟ । ଦୁଇ ଦିନ ତଳେ ଖୋର୍ଦ୍ଧା…

ବାପା ପଜିଟିଭ ଜାଣିବା ପରେ ପ୍ରାଣ ହରାଇଲା ଝିଅ; ୧୪ ଘଣ୍ଟା ପଡି ରହିଲା ଶବ

ଗଞ୍ଜାମ: ବାପା କରୋନା ପଜିଟିଭ ଚିହ୍ନଟ ହୋଇ କୋଭିଡ୍‌ କେୟାର ସେଣ୍ଟର୍‌ ଯିବାର ୧୨ ଘଣ୍ଟା ଭିତରେ ଝିଅର ମୃତ୍ୟୁ। ସଂକ୍ରମଣ ଭୟରେ ପାଖକୁ ଗଲେନି ସାହିପଡିଶା ।ପ୍ରାୟ ୧୪ ଘଣ୍ଟା କାଳ ପଡି ରହିଲା ଝିଅର ମୃତ ଦେହ କାନ୍ଧ ଦେବାକୁ କେହି ଆସିଲେନି ବନ୍ଧୁ ବାନ୍ଧବ। ଏଭଳି ଏକ ଅଭାବନୀୟ ଘଟଣା…

AIIMS କରିବ କରୋନାର ସ୍ୱଦେଶୀ ଟିକା କୋଭାକସିନର ମାନବ ପରୀକ୍ଷଣ

ନୂଆଦିଲ୍ଲୀ: କରୋନାର ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ଆଶା ବଢୁଛି । ଖୁବଶୀଘ୍ର ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମସ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିବ । ଗତକାଲି ଏମସର ଏଥିକାଲ କମିଟି ଏହାକୁ ଅନୁମତି ଦେଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣଙ୍କ ଦେହରେ…

ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ: ଇଣ୍ଡିଆନ ମେଡିକାଲ ଆସୋସିଏସନ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି । ଦେଖୁଦେଖୁ ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ତେବେ ଭାରତରେ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଅର୍ଥାତ ଗୋଷ୍ଠୀ ସଂକ୍ରମଣ…

ଜାଣନ୍ତୁ ଏହି ରହସ୍ୟ: ବର୍ଷା ପରେ କାହିଁକି ଦେଖାଯାଏ ଇନ୍ଦ୍ରଧନୁ

ଭୁବନେଶ୍ୱର: ସାତ ରଙ୍ଗର ସମାହାର ଇନ୍ଦ୍ରଧନୁ । ପ୍ରାୟେ ଆମେ ସମସ୍ତେ ଏହାକୁ ଆକାଶରେ କିଛି ସମୟ ପାଇଁ ଦେଖିଥିବେ। ମୁଖ୍ୟତଃ ବର୍ଷା ଦିନରେ ଏହା ଦେଖିବାକୁ ମିଳିଥାଏ । ଏକାସାଙ୍ଗରେ ସାତଟି ରଙ୍ଗ ଧନୁ ଆକାରର ହୋଇ ନୀଳ ଆକାଶର ଶୋଭା ମଣ୍ଡନ କରିଥାନ୍ତି । ଏହାକୁ ଇନ୍ଦ୍ରଧନନୁ କୁହାଯାଏ। ତେବେ କଣ…

କରୋନା କ୍ରିଏଟିଭିଟି : ପ୍ରିୟଦର୍ଶୀ ପ୍ରହରାଜଙ୍କ ସଙ୍ଗୀତଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ପଂକ୍ତି ମୋହନଙ୍କ ଗୀତ ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…