ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସ୍ପେଶାଲ ସ୍କୁଲ
ଭୁବନେଶ୍ୱର: ଓଡିଶାରେ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକୁ ଅଗଷ୍ଟ ୩୧ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏସମ୍ପର୍କରେ ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣର ଡେପୁଟି ସେକ୍ରେଟେରୀ ସମସ୍ତ ଜିଲ୍ଲାର ସାମାଜିକ…