Latest Odisha News

BREAKING NEWS

ସୈଫ ଅଲୀ ଅଭିନୀତ ତାଣ୍ଡବର ଫାଷ୍ଟ ଲୁକ୍ ଜାରି

ମୁମ୍ବାଇ:ଅଭିନେତା ସୈଫ ଅଲୀ ଖାଁଙ୍କ ପଲିଟିକାଲ ଡ୍ରାମା ତାଣ୍ଡବ ଖୁବ୍ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ୯ ଏପିସୋଡର ଏହି ପଲିଟକାଲ ଡ୍ରାମାର ପାଷ୍ଟ ଲୁକ୍ ବୁଧବାର ଜାରୀ କରାଯାଇଛି । ପ୍ରଡ୍ୟୁସର-ଡାଇରେକ୍ଟର ଅଲୀ ଆବାସ ସୋସିଆଲ ମିଡିଆରେ ଏହାର ପୋଷ୍ଟର ଶେୟାର କରିଛନ୍ତି ।…

ମାସ୍କ ପାଇଁ ଜେଲ ଗଲେ, ଅଟକିଲା ବିବାହ

ମୁମ୍ବାଇ: ମାସ୍କ ନପିନ୍ଧିବା ଜଣେ ଯୁବକଙ୍କୁ ମାତ୍ରାଧିକ ମହଙ୍ଗା ପଡିଛି । ଏପରିକି ଜେଲ ଯିବା ସହ ତାଙ୍କ ବିବାହ ବି ଅଟକିଥିଲା । ଏଭଳି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୁମ୍ବାଇ ସହର । ତେବେ ଘଟଣାଟା ପଢିବାକୁ ଯେତିକି ସାଧାରଣ ଲାଗୁଛି, ଏହା ପଛର କାରଣ ବି ସେତିକି ଚକିତକର ।…

ପରୀର ହତ୍ୟା ପୂର୍ବରୁ ହୋଇଥିଲା ଦୁଷ୍କର୍ମ! ଅଭିଯୁକ୍ତ ଚିହ୍ନଟ ହୋଇଥିବା ସୂଚନା

ଭୁବନେଶ୍ବର: ନୟାଗଡ ଯଦୁପୁର ପରୀ ହତ୍ୟାକାଣ୍ଡ ମାମଲାରେ ନୂଆ ମୋଡ । ଏସଆଇଟି ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତଥ୍ୟ ଦିଆଯାଇଛି । ଏଥି ସହ ଅଭିଯୁକ୍ତକୁ ଚିହ୍ନଟ ସରିଛି । ଆଉ କିଛି ସମୟ ପରେ ଏସଆଇଟି ପକ୍ଷରୁ ଏ ନେଇ ସୂଚନା ଦିଆଯିବ । ପରୀର…

ଆଡିଲେଡ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଟିମ୍ ଇଣ୍ଡିଆ

ଆଡିଲେଡ:ଆଡିଲେଡରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ମୟଙ୍କ ଅଗ୍ରୱାଲ ଓ ପୃଥ୍ୱୀ ଶ’ ଓପନର ଦାୟିତ୍ୱ ତୁଲାଇବେ । ମିଡିଲ ଅର୍ଡରରେ ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ…

କୃଷକ ସଂଗଠନକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍; ସରକାର ଏବଂ କୃଷକ କମିଟି ଗଠନ କରି ଆଲୋଚନା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗତ ୨୦ ଦିନ ଧରି ଦିଲ୍ଲୀରେ ଚାଲିଥିବା କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜନସାଧାରଣଙ୍କ ସ୍ୱାର୍ଥ ଆବେଦନକାରୀମାନେ ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବାକୁ ଅନୁରୋଧ କରିଥିଲେ ହେଁ ସମସ୍ତ ଯୁକ୍ତି ଶୁଣିବା ପରେ…

ଗଣମାଧ୍ୟମ ଦମନ କ୍ଷେତ୍ରରେ ଚୀନ୍ ଅଗ୍ରଣୀ ଦେଶ; କରୋନା ଅବଧିରେ ରେକର୍ଡ ସଂଖ୍ୟାରେ ସାମ୍ବାଦିକଙ୍କୁ ଜେଲ୍‌ ପଠାଇଛି…

ନ୍ୟୁୟର୍କ: ଚୀନ୍ ଉପରେ ସର୍ବଦା ନିଜ ଲୋକଙ୍କ ସ୍ୱରକୁ ଦମନ କରୁଥିବା ଅଭିଯୋଗ ରହିଆସିଛି। ଚୀନ୍ ମଧ୍ୟ ଏକ ଦମନକାରୀ ଶକ୍ତି ବୋଲି ଅଭିଯୋଗ ହୋଇଛି। ଚୀନ୍ ବିଷୟରେ ଏହା ମଧ୍ୟ କୁହାଯାଏ ଯେ ବିନା ଅନୁମତିରେ ସେଠାରୁ ସେଠାରୁ ଗୋଟିଏ ବି ଖବର ବାହାରକୁ ବାହାରିପାରିବ ନାହିଁ। ଏହି ସମୟରେ ଆମେରିକାର…

ଜଗତପୁରରେ ନକଲି ଗୁଟଖା କମ୍ପାନୀରେ ପୁଣି ପୋଲିସ ରେଡ଼, ୨ ଅଟକ

କଟକ: ଗତ କିଛି ଦିନ ହେଲା କଟକରେ ନକଲି କାରବାରର ପର୍ଦ୍ଦାଫାଶ କରିବାରେ ଲାଗିଛି କମିଶନରେଟ୍ ପୋଲିସ । କେତେବେଳେ ନକଲି ମସଲା ତିଆରି କାରଖାନା ତ କେତେବେଳେ ନକଲି ସସ୍ ତିଆରି କାରଖାନା । ଆଜି ଜଗତପୁର ଉମାଶଙ୍କର ଭବନରେ ଚାଲିଥିବା ନକଲି ଗୁଟଖା କମ୍ପାନୀ ଉପରେ ଚଢ଼ାଉ ହୋଇଛି । ଜଗତପୁର ଥାନା…

ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ମୋଦୀ ସରକାରଙ୍କ ନୂଆ ଯୋଜନା; ବିମାନ ଯାତ୍ରା ପାଇଁ ଦେବେ ଟିକେଟ୍‌ର ଅଧା ମୂଲ୍ୟ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ବୟସ୍କ ଯାତ୍ରୀମାନଙ୍କୁ ମୋଦୀ ସରକାର ଏକ ବଡ଼ ଉପହାର ଦେଇଛନ୍ତି। ଦେଶରେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବର୍ତ୍ତମାନ ଅଧା ମୂଲ୍ୟରେ ଏୟାର ଇଣ୍ଡିଆ ଟିକେଟ ପାଇପାରିବେ। ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହି ବିଷୟରେ ସୂଚନା ଦିଆଯାଇଛି। ଏହି…

ୟୁଏସ୍‌ କଂଗ୍ରେସରେ ପାରିତ ହେଲା ୭୪୦ ବିଲିୟନ୍‌ ଡଲାରର ପ୍ରତିରକ୍ଷା ନୀତି ବିଲ୍

ୱାଶିଂଟନ୍: ଆମେରିକା କଂଗ୍ରେସ ପ୍ରତିରକ୍ଷା ନୀତି ବିଲ୍ ପାରିତ କରିଛି। ଆମେରିକାର କଂଗ୍ରେସ ଆନୁଷ୍ଠାନିକ ଭାବରେ ୭୪୦ ବିଲିୟନ ଆମେରିକୀୟ ଡଲାରର ପ୍ରତିରକ୍ଷା ନୀତି ବିଲ୍ ପାରିତ କରିଛି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସହିତ ଭାରତ ବିରୁଦ୍ଧରେ ଚୀନ୍ ପ୍ରତିରକ୍ଷା ଆକ୍ରୋଶ ମଧ୍ୟ ଏହି…

କୋଣାର୍କ ମନ୍ଦିରରେ ଆଜିଠାରୁ ପୁଣି ଆରମ୍ଭ ହେବ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ

କୋଣାର୍କ :ଦୀର୍ଘ ନଅ ମାସ ପରେ ଆଜିଠାରୁ କୋଣାର୍କରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଲାଇଟ ଆଣ୍ଡ ସାଉଣ୍ଡ ସୋ । କିନ୍ତୁ କୋଭିଡ ଗାଇଡଲାଇନ ମାନି ଏହି ସୋ ପ୍ରଦର୍ଶିତ ହେବ । କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଦିନକୁ ଦୁଇଟି ସୋ ଅନୁଷ୍ଠିତ ହେବ । ପ୍ରତି ସୋ ର ଅବଧି ୪୦ ମିନିଟ୍ ରହିବ ।…