Latest Odisha News

BREAKING NEWS

ଅକ୍ସଫୋର୍ଡ ୟୁନିଭରସିଟି ଛାତ୍ର ସଂଘର ସଭାପତି ପଦରୁ ଇସ୍ତଫା ଦେଲେ ରଶ୍ମୀ

ଲଣ୍ଡନ: ଅକ୍ସଫୋର୍ଡ ୟୁନିଭରସିଟି ଷ୍ଟୁଡେଣ୍ଟସ୍ ୟୁନିଅନ୍ ନିର୍ବାଚନରେ ​​ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ମୂଳ ଛାତ୍ରୀ ରଶ୍ମୀ ସାମନ୍ତ ଏହି ପଦରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ ତାଙ୍କର ଗତ କିଛି ମନ୍ତବ୍ୟରେ ବିବାଦକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଇଛନ୍ତି। ୧୩ ଫେବୃଆରୀରେ…

ଉତ୍ତରାଖଣ୍ଡ ବିପର୍ଯ୍ୟୟ; ୫୯ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ଉଦ୍ଧାରକାରୀମାନେ ଗୁରୁବାର ଦିନ ଉତ୍ତରାଖଣ୍ଡର ବନ୍ୟା ପ୍ରଭାବିତ ଚାମୋଲି ଜିଲ୍ଲାର ତପୋବନ ଡ୍ୟାମ ଟନେଲରୁ ଅନ୍ୟ ଏକ ମୃତଦେହ ଉଦ୍ଧାର କରି ଏହି ଦୁର୍ଘଟଣାରୁ ୫୯ ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ବୋଲି ସୂଚନା ମିଳିଛି। ମୃତଦେହ ମଧ୍ୟରୁ ବାରଟି…

୪୦ ରୁ ଅଧିକ ଦେଶରେ କୋଭାକ୍ସିନ୍‌ ଟିକା ବ୍ୟବହାର ପାଇଁ ଅନୁମୋଦନ ଲୋଡିଛି ଭାରତ ବାୟୋଟେକ୍‌

ନୂଆଦିଲ୍ଲୀ: ଭାରତର ଭାରତ ବାୟୋଟେକ ୪୦ ରୁ ଅଧିକ ଦେଶରେ ଏହାର କୋଭିଡ-୧୯ ଟିକା କୋଭାକ୍ସିନ ଅନୁମୋଦନ ପାଇଁ ନିୟାମକ ଦଲିଲ ଦାଖଲ କରିବା ପ୍ରକ୍ରିୟାରେ ଅଛି ବୋଲି କମ୍ପାନୀ ବୁଧବାର କହିଛି। ବ୍ରାଜିଲ ଏବଂ ଅନ୍ୟାନ୍ୟ ଦେଶରେ ଆମେ ଆମର ଡକ୍ୟୁମେଣ୍ଟେସନ୍ ଦାଖଲ କରିଛୁ ଏବଂ ସେମାନଙ୍କ…

ଟ୍ରେନ୍ ତଳେ ଗଳି ରେଳ ଧାରଣା ପାରି ହେଉଥିଲେ ମହିଳା, ମହିଳାଙ୍କ ଉପରେ ଚାଲିଗଲା ଟ୍ରେନ୍

ହରିଆଣା: ହରିଆଣାରେ ଏକ ଚଳନ୍ତା ଟ୍ରେନ୍‌ ତଳୁ ସୁରକ୍ଷିତ ଭାବେ ନିଜ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଜ‌ଣେ ମଧ୍ୟ ବୟସ୍କା ମହିଳା । ସେହି ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ମହିଳା ଜଣକ ଚଳନ୍ତା ଟ୍ରେନ୍‌ ତଳେ ଚୁପ୍‌…

ଖଣି ଓ ଧାତବ ଶିଳ୍ପ ଉପରେ ଓଡିଶା ବିଶ୍ବର ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ମିଳିତ ଭାବେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏହି…

ବିଜେପିରେ ଯୋଗଦେବେ ‘ମେଟ୍ରୋ ମ୍ୟାନ୍’ ଇ ଶ୍ରୀଧରନ୍

ନୂଆଦିଲ୍ଲୀ: 'ମେଟ୍ରୋ ମ୍ୟାନ୍' ଭାବରେ ଜଣାଶୁଣା ଇ ଶ୍ରୀଧରନ୍ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସେ ଫେବୃଆରୀ ୨୧ ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। କେରଳ ବିଜେପି ସଭାପତି କେ. ସୁରେନ୍ଦ୍ରନଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ୨୧ ଫେବୃଆରୀରୁ ବିଜୟ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩ କୋଭିଡ୍ ପଜିଟିଭ୍, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୬୪୬୦

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ…

ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ରର ପ୍ରଥମ ସଂଖ୍ୟା ଉନ୍ମୋଚିତ

ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଶ୍ରୀ  ବିବେକାନନ୍ଦ ବିଦ୍ୟା ମନ୍ଦିର ପରିସରରେ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ରର ପ୍ରଥମ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।ଏହି ଅବସରରେ ପତ୍ରିକାର ସମ୍ପାଦକ ମିହିର ରଞ୍ଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା।…

କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । କରୋନା ନିୟନ୍ତ୍ରଣରେ ଥିବାରୁ ରାଜ୍ୟ ସରକାରଙ୍କୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ମାହାମାରୀର ଭୟାବହତା ନେଇ ଆଗୁଆ ଆକଳନ…

ପୂର୍ବତନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ୨୦୧୯ ଯୌନ ଉତ୍ପୀଡ଼ନ ମାମଲାରେ ପୂର୍ବତନ ବିଚାରପତି ରଂଜନ ଗୋଗୋଇଙ୍କ ବିରୋଧରେ ସୁପ୍ରିମକୋର୍ଟ ଗୁରୁବାର ଦିନ ଏହି ମାମଲାକୁ ବନ୍ଦ କରି କହିଛନ୍ତି ଯେ ପୂର୍ବତନ ବିଚାରପତିଙ୍କ ବିରୋଧରେ ଏକ ଷଡଯନ୍ତ୍ର କରାଯାଇଥାଇପାରେ। ପୂର୍ବତନ ସିଜେଆଇ ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ…