ଭିଭୋ ନୂଆ ସ୍ମାର୍ଟଫୋନ Vivo X50 ଓ Vivo X50pro ଲଞ୍ଚ ଆସନ୍ତୁ ଜାଣିବା କଣ ରହିବ ମୁଲ୍ୟ ଓ ଫିଚର୍ସ
ନୂଆଦିଲ୍ଲୀ: ସ୍ମାର୍ଟଫୋନ କମ୍ପାନୀ ଭିଭୋ ଏହାର X50 ସିରିଜ୍ ର ସ୍ମାର୍ଟଫୋନ ଭିଭୋ X50 ଏବଂ ଭିଭୋ X50 ପ୍ରୋ ର ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ କରିଛି | କମ୍ପାନୀ X50 ୮ଜିବି ରାମ୍ ୧୨୮ ଜିବି ଷ୍ଟୋରେଜ ଓ ୮ଜିବି ରାମ୍ ୨୫୬ ଜିବି ଷ୍ଟୋରେଜ୍ ବିକଳ୍ପର ଦୁଇଟି ପ୍ରକାର ଉପସ୍ଥାପନ କରିଛି | ଭିଭୋ…