କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଜାଭଡେକର; କହିଲେ ଅନଶନ ନାଁରେ ଛଳନା କରୁଛ
ନୂଆଦିଲ୍ଲୀ: କୃଷକମାନେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦେଳନ ଅନବରତ ଜାରି ରହିଛି। ପ୍ରଥମେ ଭାରତ ବନ୍ଦ ଆହ୍ୱାନ ଦେଇ ସରକାରଙ୍କୁ ଚେତାବନା ଦେଇଥିବା ବେଳେ ବର୍ତ୍ତମାନ ଅନ୍ନଦାତାମାନେ ଅନ୍ନଶନ କରି ସରକାରଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ତେବେ ଏସବୁ ମଧ୍ୟରେ ରାଜନୈତିକ ଯୁଦ୍ଧ…