Latest Odisha News

BREAKING NEWS

କରୋନା ପରେ କ୍ରିକେଟ: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଘରୋଇ ପ୍ରତିଯୋଗିତା

ମୁମ୍ବାଇ: କରୋନା ସଙ୍କଟ ଟଳିବା ଆରମ୍ଭ କରିଥିବାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖୁବ୍ ଶୀଘ୍ର ଘରୋଇ ପ୍ରତିଯୋଗିତାଗୁଡିକ ଆରମ୍ଭ କରିବାକୁ ଯାଉଛି । ରିପୋର୍ଟ ମୁତାବକ ସୟେଦ ମୁସ୍ତାକ ଅଲୀ ଟ୍ରଫି (ଟି୨୦) ଟୁର୍ଣ୍ଣାମେଂଟ ୧୦ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ୬ ରାଜ୍ୟକୁ ନେଇ…

କାଲି ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏଁ କୃଷକଙ୍କ ଅନଶନ, ସବୁ ଜିଲ୍ଲା ମୁଖ୍ୟାଳୟରେ ଧାରଣା

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି । ଆସନ୍ତାକାଲି ଚାଷୀ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରିବେ । ସକାଳ ୮ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଷୀ ନେତାମାନେ ଅନଶନରେ ବସିବେ । ସବୁ ସୀମାରେ ଚାଷୀମାନେ ଅନଶନରେ ବସିବେ ବୋଲି ସ୍ଥିର ହୋଇଛି । ସିଂଘୁ,…

ମାଆ ନା ପିଶାଚିନୀ ? ପୁଅକୁ ହତ୍ୟା କରି କର୍ପୂର ଓ ଘିଅରେ ଭାଜିଲା

କୋଲକାତା: କଥାରେ ଅଛି ମାଆ ହେଉଛି ପ୍ରଥମ ଭଗବାନ । ପୁତ୍ର କିମ୍ବା କନ୍ୟାସନ୍ତାନର ପ୍ରଥମ ରକ୍ଷକ । ହେଲେ ସେହି ରକ୍ଷକ ଯଦି ସାଜେ ଭକ୍ଷକ । ତେବେ କ'ଣ କରିବେ ଆପଣ ? ମାଆ ଭଳି ପବିତ୍ର ଶବ୍ଦକୁ ଅବିଶ୍ୱାସ କରିବେ ନା ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତର୍ଜମା କରିବେ । କୋଲକାତାରେ ଏମିତି ଏକ…

ଜେପି ନଡ୍ଡାଙ୍କୁ କରୋନା

ନୂଆଦିଲ୍ଲୀ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ପଶ୍ଚିମବଙ୍ଗ ଗସ୍ତରୁ ଆସିବା ପରେ କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ପାଇଥିଲେ । ଟେଷ୍ଟ କରାଇବା ପରେ ସେ କରୋନା ପଜିଟିଭ ଥିବା ଜଣା ପଡିଥିଲା । ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି । ତାଙ୍କ…

ଭୁବନେଶ୍ୱରରୁ ଆଜି ୪୧ ପଜିଟିଭ, ସେଥିରୁ ୩୪ ଲୋକାଲ୍ କେସ୍

ଭୁବନେଶ୍ୱର: ଦିନକରେ ଭୁବନେଶ୍ୱରରୁ ୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ସୂଚନା ଦେଇଛି। ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୭ ଓ ସ୍ଥାନୀୟ ଅଂଚଳରୁ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।…

କୃଷି ଆଇନକୁ ବିରୋଧ କରି ଇସ୍ତଫା ଦେଲେ ପଞ୍ଜାବ ଡିଆଇଜି

ଚଣ୍ଡୀଗଡ: କୃଷକ ବିଲକୁ ବିରୋଧ କରି ରବିବାର ପଞ୍ଜାବର ଡିଆଇଜି (ଜେଲ) ଲଖବିନ୍ଦର ସିଂ ଜାଖର ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟର ଗୃହ ସଚିବଙ୍କୁ ଦେଇଛନ୍ତି । ସମୟପୂର୍ବରୁ ଅବସର ଦେବା ପାଇଁ ମଧ୍ୟ ସେ ଏହି ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । କୃଷକଙ୍କ ପ୍ରତି ମୋର…

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ମଣି ଅଗାଧୁ ବେଉରା

କଟକ: କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଗାୟକ ଅଗାଧୁ ବେଉରା। ଯିଏକି ପରବର୍ତ୍ତୀ ସମୟରେ ପାଲା ଜଗତରେ ଖୁବ୍ ଜଣାଶୁଣା ପାଲଟିଥିଲେ। ୧୯୫୫ ମସିହା ଜାନୁଆରି ୧୫ ତାରିଖରେ ସେ ବାପା ରଘୁନାଥ ବେଉରା ଏବଂ ମାଆ ଅଖାରୀ ଦେବୀଙ୍କର କୋଳମଣ୍ଡନ…

ପରଦାକୁ ଆସୁଛି ଚେସ୍ କିଙ୍ଗ ବିଶ୍ୱନାଥନ ଆନନ୍ଦଙ୍କ ବାୟୋପିକ୍

ମୁମ୍ବାଇ: କିଛିଦିନ ପୂର୍ବରୁ ଚେସ୍ ଚାମ୍ପିୟନ୍ କ୍ୱିନ୍ ଗାମ୍ବିଟ ଉପରେ ଏକ ୱେବ୍ ସିରିଜ୍ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଏହି ୱେବ୍ ସିରିଜ ଅନେକ ଲୋକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା । ହେଲେ ଏବେ ହିନ୍ଦୀ ଭର୍ସନରେ ଏହିପରି ଏକ ୱେବ୍ ସିରିଜ ନିର୍ମାଣ ହେବାକୁ ଯାଉଛି ।…

ରୋହିଙ୍ଗ୍ୟା ଜେହାଦୀ ସଂଗଠନ ଭାରତରେ ଆତ୍ମଘାତୀ ଆକ୍ରମଣ ପାଇଁ ଯୋଜନା କରୁଛି, ସତର୍କ କରାଇଲା ର’

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ମୁସଲମାନଙ୍କ ଜୋହାଦୀ ସଂଗଠନ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଯୋଜନା କରୁଛି ବୋଲି ଗୋଇନ୍ଦା ଏଜେନ୍ସି ର’ ସତର୍କ କରାଇଛି । ଏଥିରେ ମାଲେସିଆରେ ରହୁଥିବା ଜାକିର ନାଇକ ସାମିଲ ଅଛନ୍ତି । ସେ ପାଣ୍ଠିଂ ସଂଗ୍ରହ କରି ଆତ୍ମଘାତୀ ଆକ୍ରମଣ କରାଇବା ପାଇଁ…

ପୁଣି ଆସୁଛନ୍ତି ମିର୍ଜାପୁରର ବବ୍‌ଲୁୁ ପଣ୍ଡିତ

ମୁମ୍ବାଇ: ଅଭିନେତା ବିକ୍ରାନ୍ତ ମାସେ । ୱେବ୍ ସିରିଜ୍ ମିର୍ଜାପୁର ପୂର୍ବରୁ ଏହି ଅଭିନେତା ବୋଧ ହୁଏ ଏକ ଅଜଣା ଚେହେରା ଥିଲେ । ହେଲେ ବବ୍‌ଲୁ ପଣ୍ଡିତ ଭଳି ଚରିତ୍ର ପାଇଁ ସେ ରାତାରାତି ଚର୍ଚ୍ଚାକୁ ଆସିପାରିଥିଲେ । ସେବେଠୁ ତାଙ୍କ ହାତକୁ ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅଫର୍ । ଆଗାମୀ…