Latest Odisha News

BREAKING NEWS

କାର୍‌-ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା; ଡ୍ରାଇଭର ଗୁରୁତର

ନରାଜ: କଟକ ଜିଲ୍ଲା ବାରଙ୍ଗ ସୁଭାଷ ସେତୁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ କାର୍‌ ଓ ପିକ୍‌ଅପ୍‌ ଭ୍ୟାନ୍ ମୁହାଁମୁହିଁ ଧକ୍‌କା। ଫଳରେ କାର ଚାଳକ ଗୁରୁତର ହୋଇଥିବା ସୂଚନା। ସୂଚନାନୁସାରେ, ରବିବାର ବିଳମ୍ବିତ ରାତିରେ ତ୍ରିଶୁଳିଆ ଛକପଟୁ କଟକ ଯାଉଥିବା ଏକ ପିକଅପ୍ ଭ୍ୟାନ୍ ବିପରୀତ…

ରାଜ୍ୟ କ୍ୟାବିନେଟର ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଆଜି ସନ୍ଧ୍ୟା ୫ ଟାରେ ଅନୁଷ୍ଠିତ ହେବ। ସୂଚନାନୁସାରେ, କ୍ୟାବିନେଟ୍‌ର ଏହି ଜରୁରୀ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର…

ଆମେରିକାରେ ଆଜିଠୁ କରୋନା ଟିକାକରଣ

ନୂଆଦିଲ୍ଲୀ : ସାରା ବିଶ୍ୱରେ ମହାମାରୀ କରୋନା ତାଣ୍ଡବ ରଚୁଥିବା ବେଳେ ଏହାକୁ ନେଇ ଆସିଛି ଏକ ଆଶ୍ୱସ୍ତିକର ଖବର। ଆମେରିକାରେ ଆଜିଠୁ ଆରମ୍ଭ ହେଉଛି କୋଭିଡ ଟିକାକରଣ। କୋଭିଡ୍‌-୧୯ ଏପର୍ଯ୍ୟନ୍ତ ସାରା ବିଶ୍ବରେ ପାଖାପାଖି ୭ କୋଟି ୨୨ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମଣ କରିଥିବା ବେଳେ ପ୍ରାୟ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା ୧୪-୧୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା୧୪ ରିଖ ସୋମବାର ବିଛା ୨୯ ଦିନ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର   ଘାତ ବାର-: ମିଥୁନ ରାଶିର    ଘାତ ଚନ୍ଦ୍ର-: ସିଂହ କନ୍ୟା ଓ ମକର…

୨୪ ଘଣ୍ଟା ମିଳିବ ବ୍ୟାଙ୍କିଂ ସୁବିଧା, ମଧ୍ୟରାତ୍ରରୁ ଆରମ୍ଭ ହେଉଛି ସେବା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଯାଉଛି ରିୟଲ ଟାଇମ୍ ଗ୍ରୋସ୍ ସେଟେଲମେଣ୍ଟ ସିଷ୍ଟମ ବା ଆରଟିଜିଏସ୍ ସୁବିଧା । ଆଜି ରାତି ୧୨ଟା ୩୦ରୁ ପ୍ରତିଦିନ ୨୪ ଘଣ୍ଟା ଏହା କାମ କରିବ । ଏହା ଦ୍ବାରା ଡିଜିଟାଲ ନେଣଦେଣ କରୁଥିବା ଲୋକଙ୍କୁ ଅନେକ ସୁବିଧା ହେବ । ଏହା ସହ ଦିନ ରାତି ଏହି ସୁବିଧା ପାଉଥିବା…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୩୮୬ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ୫୭ ସୁନ୍ଦରଗଡ଼ରୁ, ୫୩ ଖୋର୍ଦ୍ଧାରୁ,୨୭ ଅନୁଗୁଳରୁ , ୨୩…

ଆନ୍ଦୋଳନରୁ ଓହରିଲେ ୟୁପି କୃଷକ, ନୋଏଡା-ଦିଲ୍ଲୀ ବର୍ଡର ଖୋଲିଲା

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ବିରୋଧ ଜାରି ରହିଛି । ତେବେ ଇତି ମଧ୍ୟରେ ସରକାର କେତେକ ରାଜ୍ୟର କୃଷକଙ୍କୁ ମନାଇବାରେ ଓ ବିଶ୍ୱାସ ଜନ୍ମାଇବାରେ ସଫଳ ହୋଇଛନ୍ତି । ଉତରପ୍ରଦେଶର କୃଷକମାନେ ନୋଏଡା ସେକ୍ଟର-୧୪ଏ ଚିଲ୍ଲା ବର୍ଡରକୁ ବନ୍ଦ କରି ରଖିଥିଲେ । ବୁଝାମଣା ହେବା ପରେ…

ସୋମବାରଠୁ ଓସିଏ ଇଣ୍ଟର-ଡିଷ୍ଟିକ ଟି-୨୦ କ୍ରିକେଟ ଲିଗ ଆରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓସିଏ ଇଣ୍ଟର ଡିଷ୍ଟିକ ସିନିୟର ପୁରୁଷ ଟି-୨୦ ଲିଗ ମ୍ୟାଚ। ରାଜ୍ୟର ୩୭ଟି ଟିମକୁ ୬ଟି ଗ୍ରୁପରେ ବିଭକ୍ତ କରି ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏହି ମ୍ୟାଚ ୧୪ ତାରିଖ ଠାରୁ ଆରମ୍ଭ କରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ କଟକ…

ଶାହରୁଖ ଖାନଙ୍କ ଅଭିନେତ୍ରୀ କରୋନା ପଜିଟିଭ୍: ‘ରଇସ’ରେ ହୋଇଥିଲେ ସୁପରଷ୍ଟାରଙ୍କ ପତ୍ନୀ

ମୁମ୍ବାଇ: ଶାହରୁଖ ଖାନଙ୍କ ସହ ଫିଲ୍ମ ‘ରଇସ୍’ରେ ଅଭିନୟ କରିଥିବା ମାହିରା ଖାନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ ମାହିରା ଲେଖିଛନ୍ତି, କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ଆଇସୋଲେଟ୍ ହୋଇଛନ୍ତି ।…

ଶ୍ରୀମନ୍ଦିରରେ ‘ଦେବ ଦୀପାବଳି’ ନୀତି ଆରମ୍ଭ; ୩ ଦିନ ଯାଏଁ ଚାଲିବ

ପୁରୀ: ଶ୍ରୀମନ୍ଦିରରେ ଆଜିଠାରୁ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ 'ଦେବ ଦୀପାବଳି' ନୀତି ଆରମ୍ଭ ହୋଇଛି। ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ କରି ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି। ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ…