Latest Odisha News

BREAKING NEWS

ଜୁଲାଇ ୧୫ ଯାଏଁ ବାଲେଶ୍ବର ଆରଟିଓ ଅଫିସ ବନ୍ଦ

ବାଲେଶ୍ବର: ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବାଲେଶ୍ବରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ବନ୍ଦ କରାଯାଇଛି। ଏପରିକି ଅଫିସକୁ ସାନିଟାଇଜ କରିବା ପାଇଁ ଜୁଲାଇ ୧୫ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ…

ତିରୁପତି ମନ୍ଦିର ହୁଣ୍ଡିଙ୍କୁ ଅଜ୍ଞାତ ଭକ୍ତ ଦାନ କଲେ ୨ କେଜି ସୁନା

ହାଇଦ୍ରାବାଦ: ଜଣେ ଅଜ୍ଞାତ ଭକ୍ତ ତିରୁପତି ମନ୍ଦିର ହୁଣ୍ଡିକୁ ୨ କେଜି ସୁନା ଦାନ ଆକାରରେ ଦେଇଛନ୍ତି । ତିରୁମାଲା ହିଲ୍ସ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ହୁଣ୍ଡି ଖୋଲି ଖୋଲାଯିବା ପରେ ତା’ ଭିତରେ ଅନେକ ଗୁଡିଏ ଗୋଲ୍ଡ ବାର୍ ମିଳିଥିଲା । ସେଗୁଡିକ ଦୁଇ କିଲୋ ଓଜନର ଥିଲା ବୋଲି…

ଅଫିସରଙ୍କୁ ତାଗିଦ, ଡେରିରେ ଅଫିସ ଆସିଲେ ସରକାରୀ ଗାଡି ମନା

ଭୁବନେଶ୍ୱର:କରୋନା ଭିତରେ କର୍ମଚାରୀଙ୍କ ପାଇଁ କଡା ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚଶିକ୍ଷା ସଚିବ କରିଛନ୍ତି ତାଗିଦ । ଅଫିସରମାନେ ଡେରିରେ ଅଫିସ୍ ଆସିଲେ ସରକାରୀ ଗାଡି ପ୍ରତ୍ୟାହାର କରାଯିବ । ତାଙ୍କ ବିଭାଗର ଅଧିକାରୀଙ୍କୁ ଏଭଳି କଡା ନିର୍ଦ୍ଦେଶ…

ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ସଚିନ ପାଇଲଟଙ୍କ ଜୟପୁର ଅଫିସ ସିଲ୍

ରାଜସ୍ଥାନ: ଦୁଇ କର୍ମୀ କରୋନା ପଜିଟିଭ ଚିହ୍ନଟ ପରେ ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ଜୟପୁର ଅଫିସକୁ ସିଲ୍ କରାଯାଇଛି।ଏପରିକି ଉକ୍ତ ପଞ୍ଚାୟତ ରାଜ ଏବଂ ଗ୍ରାମ୍ୟ ଉନ୍ନୟନ ମୁଖ୍ୟାଳୟକୁ ମଧ୍ୟ ଜୁଲାଇ ୧୪ ଯାଏଁ ସିଲ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ବର୍ତ୍ତମାନ ୨୪…

ନିଯୁକ୍ତି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନିଯୁକ୍ତି ପ୍ରସଙ୍ଗ ନେଇ ସେ ଏହି ଚିଠି ଲେଖିଛନ୍ତି । ଆଗାମୀ ୨ ବର୍ଷ ଯାଏଁ ନିଯୁକ୍ତ ବନ୍ଦ ନିଷ୍ପତ୍ତିର ପୁର୍ନବିଜାର କରବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ଏହାସହ ଅବସରପ୍ରାପ୍ତ…

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଆଗାମି ସପ୍ତାହ ପାଇଁ ବନ୍ଦ ରହିବ ସମ୍ବଲପୁର ବିଶ୍ୱାବିଦ୍ୟାଳୟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ୍ ରହିବ । ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି…

ଭୁବନେଶ୍ୱରରେ ଆଉ ୧୪ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ । ଆଜି ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ କ୍ୱାରେଂଟିନ୍‌ର ଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ । ଏଥିସହ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା…

ଉପନିର୍ବାଚନ ପାଇଁ ଅଂଟା ଭିଡିଲା କଂଗ୍ରେସ

ଚ୍ଚୁବନେଶ୍ୱର: ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ପାଇଁ ଏବେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜଟଣୀ ବିଧାୟକ ତଥା ଦଳର ବରିଷ୍ଠ ନେତା ସୁର ରାଉତରାୟଙ୍କୁ ତିର୍ତ୍ତୋଲ ଦାୟିତ୍ୱ ଦିଆଯାଇଛି । ସେ କହିଛନ୍ତି, କଂଗ୍ରେସ ଟିକେଟ ପାଇଁ ୨ ଜଣ ଆଶାୟୀ ଅଛନ୍ତି । ତାଙ୍କ ଭିତରେ ପୂର୍ବତନ ବିଧାୟକ…

ରେଜଲ୍ଟ ବାହାରିବାର ତିନି ଘଣ୍ଟା ପରେ ବି ଖୋଲୁନି ସିବିଏସ୍‌ଇ ୱେବସାଇଟ୍‌, ଟେନ୍‌ସନ୍‌ରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସିବିଏସ୍‌ଇ ପକ୍ଷରୁ ଆଜି ପ୍ରକାଶ ପାଇଛି ଦ୍ୱାଦଶ ଶ୍ରେଣୀ ରେଜଲ୍ଟ । କିନ୍ତୁ ରେଜଲ୍ଟ ବାହାରିବାର ଦୁଇ ଘଣ୍ଟା ବିତିଯାଇଥିଲେ ବି ୱେବସାଇଟ ଖୋଲୁନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିନ୍ତା ଓ ଚାପ ବଢିବାରେ ଲାଗିଛିି । ଏ ନେଇ ଡିପିଏସ୍ ସ୍କୁଲର ବିଦ୍ୟା କହିଛନ୍ତି ଯେ,…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଫରେନ୍‌ସିକ୍ ଲ୍ୟାବ୍‌କୁ ଗଲା ଡାଏରୀ

ଗଞ୍ଜାମ: ଏବେବି ସସ୍‌ପେନ୍ସ ଘେରରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କ କେହି ହତ୍ୟା କରିଛନ୍ତି ତାହା ଏଯାଏଁ ଜଣାପଡି ନାହିଁ । ଏହି ମାମଲାରେ ଆଜି ତାଙ୍କ ହାତ ଲେଖା ଡାଏରୀକୁ ଫରେନ୍‌ସିକ୍ ଲ୍ୟାବ୍‌କୁ ପଠାଯାଇଛି । ଡାଏରୀର ହସ୍ତାକ୍ଷର ଯାଂଚ…