ଗୋଟିଏ ଦିନରେ ବିଭିନ୍ନ ସ୍ଥାନରୁ ଗିରଫ ହେଲେ ୩୧ ଦଲାଲ୍ !
ଭୁବନେଶ୍ୱର: ଓଡ଼ିଶା ଡ଼ିଜିପି ବି କେ ଶର୍ମା ସୂଚନାଦେଇ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ଶନିବାର ଦିନ ମଧ୍ୟସ୍ଥତା କରୁଥିବା ଅଭିଯୋଗରେ ୩୧ ଜଣ ଦଲାଲଙ୍କୁ ଗିରଫ କରାଯାଇଛି ।
ସବୁଠୁ ମଜାର କଥାହେଲା, କେବଳ ଯାଜପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ସର୍ବାଧିକ ୯ ଜଣ…