Latest Odisha News

BREAKING NEWS

ଆଜି ଭାରତ-ଚୀନ୍ କୁଟନୈତିକ ଆଲୋଚନା

ଏଲଏସିରୁ ଚୀନ୍ ସେନା ପଛଘୁଞ୍ଚା ଦେଇଛି । ଆଜି ଭାରତ-ଚୀନ ମଧ୍ୟରେ ପ୍ରଥମ କୁଟନୈତିକ ଆଲୋଚନା ହେବ । କୁହାଯାଉଛି ବିବାଦୀୟ ସ୍ଥାନରୁ ସେନା ଅପସାରଣ, ସୀମାରେ ଶାନ୍ତି ବଜାୟ ରଖିବା ଓ ଆଗକୁ ଗଲଓ୍ୱାନ ସଂଘର୍ଷ ଭଳି ଘଟଣା ଯେଭଳି ନଘଟିବ ସେଦିଗରେ ଆଲୋଚନା ହୋଇପାରେ । ଜାତୀୟ ସୁରକ୍ଷା…

ଚାଇନିଜ କମ୍ପାନୀ ଗୁଡିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ମୋବାଇଲ୍ ଫୋନ୍ ନିର୍ମାତା ମାଇକ୍ରୋମାକ୍ସର ପ୍ରତିଷ୍ଠାତା ରାହୁଲ ଶର୍ମା ଫୋନ୍ ଲଞ୍ଚ ଏତେ ଉତ୍ସାହିତ ଥିଲେ ଯେ ସେ ଫୋନ୍ ଲଞ୍ଚରେ ବାରମ୍ବାର ଦୋହରାଇଥିଲେ ଯେ ୧୦୦ ମିଲିୟନ୍ ଫୋନ୍ ବିକ୍ରୟ ପାଇଁ ତାଙ୍କୁ କେବଳ ପାଞ୍ଚଟି ଦେଶ ଆବଶ୍ୟକ ଥିଲା। ଏହି ବିଶ୍ୱାସ ପଛରେ ଏକ କାରଣ…

ଭାରତରେ ଲଞ୍ଚ ହେଲା ବେନେଲି ଇମ୍ପେରିଏଲ୍ ୪୦୦ ବିଏସ୬ ମୋଟରସାଇକେଲ: ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ବେନେଲି ଇଣ୍ଡିଆ ବିଏସ୬ ମାନକ ସହିତ ଭାରତରେ ଏହାର ଆଧୁନିକ କ୍ଲାସିକ୍ ମୋଟରସାଇକେଲ୍ ବେନେଲି ଇମ୍ପେରିଏଲ୍ ୪୦୦ ଲଞ୍ଚ କରିଛି। କମ୍ପାନୀ ଏହାର ମୂଲ୍ୟ ୧.୯୯ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ରଖିଛି। ଏହା ବିଏସ୪ ମଡେଲ ତୁଳନାରେ ୨୦,୦୦୦ ଟଙ୍କା ଅଧିକ ମହଙ୍ଗା…

ନେପାଳରେ ଭାରତୀୟ ନ୍ୟୁଜ୍ ଚ୍ୟାନେଲ୍ ନୋ ସିଗନାଲ୍

ନୂଆଦିଲ୍ଲୀ: ଭାରତ-ନେପାଳ ମଧ୍ୟରେ ବିବାଦ ଘନେଇଛି । ଏଭଳି ସ୍ଥିତିରେ ନେପାଳରେ ଭାରତୀୟ ନ୍ୟୁଜ ଚ୍ୟାନେଲ ପ୍ରସାରଣ ଉପରେ ରୋକ ଲଗାଇଛନ୍ତି ନେପାଳ କେବୁଲ ଟିଭ୍ ବିତରକ । କେବଳ ଦୂରଦର୍ଶନକୁ ବାଦ ଦେଇଛନ୍ତି । ନେପାଳରେ ବିଦେଶୀ ଚ୍ୟାନେଲର ବିତରକ ମଲଟି ସିଷ୍ଟମ ଅପରେଟର କହିଛି, ଭାରତୀୟ ନ୍ୟୁଜ…

ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କଲା ବିସିସିଆଇ

ନୂଆଦିଲ୍ଲୀ: ଦୀର୍ଘ ମାସ ପରେ ସିଇଓ ରାହୁଲ ଜୋହରିଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଜୋହରି ଗତବର୍ଷ ଡିସେମ୍ବର ୨୭ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସେତେବେଳେ ତାହା ଗ୍ରହଣୀୟ ହୋଇ ନଥିଲା । ବିସିସିଆଇର ଅନ୍ତରୀଣ ସିଇଓ ଭାବରେ କାର୍ଯ୍ୟ…

ଆସନ୍ତୁ ଖାଇବେ ମାସ୍କ ପରାଠା

ମାଡ୍ରାସ:କରୋନା ମହାମାରୀରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ବସ୍ତୁ ହେଉଛି ମାସ୍କ । ତାମିଲନାଡୁର ମଦୁରାଇ ଅଂଚଳର ଏକ ହୋଟେଲ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନୂତନ ଶୈଳୀ ଆପଣାଇଛି । ଏହି ହୋଟେଲରେ ମାସ୍କ ଶୈଳୀରେ ଲୋଭନୀୟ ପରାଠା ପ୍ରସ୍ତୁତ କରାଯାଉଛି । ଯାହାକି ବେଶ୍ ଗ୍ରହଣୀୟ ହେଉଛି ।…

ବେଲଜିୟମରେ ଲୋକପ୍ରିୟ ହେଉଛି ଟ୍ରି ଟେଂଟ, ସାମାଜିକ ଦୂରତା ଆଉ ମଉଜ ଏକାଠି

ଆଟେଂୱର୍ପ: କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାର ମୁକାବିଲା କରିବା ସହ କିପରି ଭଲରେ ସମୟ ଅତିବାହିତ କରିହେବ ସେ ନେଇ ବିଭିନ୍ନ କୌଶଳର ପ୍ରୟୋଗ ଆରମ୍ଭ ହୋଇଛି । ବେଲଜିୟମର ଆଟେଂୱର୍ପରେ ଟ୍ରି ଟେଂଟ (ଗଛ ଉପରେ ଝୁଲନ୍ତା ତମ୍ବୁ) ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି ।…

ପଣ୍ୟ ପରିବହନ ପାଇଁ ଭାରତୀୟ ରେଳବାଇର ରିହାତି ଘୋଷଣା

ଭୁବନେଶ୍ୱର: ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ସହିତ ପଣ୍ୟ ପରିବହନ କ୍ଷେତ୍ରରେ ନୂତନ ପ୍ରୋତ୍ସାହନ ପାଇଁ ଭାରତୀୟ ରେଳବାଇ ପକ୍ଷ୍ୟରୁ ସ୍ୱଳ୍ପ ଓ ଅଧିକ ଦୂରତ୍ୱ ପଣ୍ୟ ପରିବହନ କ୍ଷେତ୍ରରେ ପଣ୍ୟ ଭଡାରେ ରିହାତି ଦେବା ପାଇଁ ଯୋଜନା କରିଛି। କୋଇଲା, ଲୁହାପଥର, ଲୌହ ଜାତୀୟ ସାମଗ୍ରୀ, ସାମରିକ…

ହୋଲଡିଂ ଟିକସର ରିହାତି ଅବଧି ଅଗଷ୍ଟ ୩୧କୁ ବଢିଲା

ଭୁବନେଶ୍ୱର: ପୌରାଞ୍ଚଳରେ ଅଗ୍ରୀମ ଘର ଓ ସମ୍ପତ୍ତି ଟିକସ ଦେଉଥିବା ଲୋକଙ୍କ ପାଇଁ ରିହାତି ବ୍ୟବସ୍ଥାକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବଢାଇ ଦେଇଛନ୍ତି । କରେନା ପରିପ୍ରେକ୍ଷୀରେ ସରକାର ଏହି ସୁବିଧା ପ୍ରଦାନ କରିଥିବାବେଳେ ଜନସାଧାରଣ ଏହା ଦ୍ଵାରା ଉପକୃତ…

ଏସିଆ କପ୍ କ୍ରିକେଟ ୨୦୨୧କୁ ଘୁଂଚିଲା, ଶ୍ରୀଲଙ୍କା ଆୟୋଜକ ହେବ

ମୁମ୍ବାଇ: ଦିନକ ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏସିଆ କପ ବାତିଲ ହେବ ବୋଲି ଆଗୁଆ ଘୋଷଣା କରିଥିଲେ । ଗୁରୁବାର ଏସିଆନ୍ କ୍ରିକେଟ କାଉନସିଲ ବୈଠକରେ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା । ୨୦୨୧ରେ ଶ୍ରୀଲଙ୍କା ଏହା ଆୟୋଜିତ ହେବ । ପୂର୍ବରୁ…