ବ୍ରିଟେନ୍: କୋଭିଡ୍ ଟିକାକରଣରେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସାମିଲ୍ ହୋଇଛନ୍ତି ଏହି ୮୭ ବର୍ଷୀୟ ବୃଦ୍ଧ
ନୂଆଦିଲ୍ଲୀ: ଇଂଲଣ୍ଡର ଉତ୍ତର ପୂର୍ବ ଅଞ୍ଚଳରେ ରହୁଥିବା ଭାରତୀୟ ମୂଳର ୮୭ ବର୍ଷିୟ ବ୍ରିଟିଶ ନାଗରିକ ହରି ଶୁକ୍ଲା ସେହି ଲୋକମାନଙ୍କ ମଧ୍ୟରେ ସାମିଲ୍ ହେବାକୁ ଯାଉଛନ୍ତି ଯେଉଁମାନଙ୍କୁ କରୋନାର ପ୍ରଥମ ବିକଶିତ ଟିକା ଦିଆଯାଉଛି। ହରି ଶୁକ୍ଲାଙ୍କୁ ଆଜି ଆମେରିକାର କମ୍ପାନୀ ଫିଫାଇଜର ଦ୍ବାରା…