Latest Odisha News

BREAKING NEWS

ରାଜ୍ୟରୁ କରୋନାରେ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ଭୁବନେଶ୍ୱର: ପ୍ରାଣ ନେଉଛି ପ୍ରାଣଘାତୀ କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୬ ଜଣଙ୍କର ଜୀବନ ଯାଇଛି । ୫ଟି ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଦୁଇ ଜଣ ମହିଳା ଓ ୪ ଜଣ ପୁରୁଷ ଅଛନ୍ତି । 3.A 37-year-old female of Puri district…

ଅଭିନେତ୍ରୀ କ୍ରିତି ସାନନ୍ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ ତାରକାମାନଙ୍କର କରୋନା ପଜିଟିଭ୍ ହେବାର ଧାରା ଜାରି ରହିଛି। ନିକଟରେ ଜୁଗ୍-ଜୁଗ୍ ଜିଓ ଚଳଚ୍ଚିତ୍ରର ଦୁଇଟି ପ୍ରମୁଖ ଭୂମିକା ବରୁଣ ଧାୱନ ଏବଂ ନୀତୁ କପୁର କରୋନା ସଂକ୍ରମିତ ହୋଇଥିଲେ। ବର୍ତ୍ତମାନ ଆଉ ଏକ ଖବର ସାମ୍‌ନାକୁ ଆସିଛି। ଅଭିନେତ୍ରୀ କ୍ରିତି ସାନନ୍ ମଧ୍ୟ କରୋନା…

ରାଜ୍ୟରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୩୪୯ ପଜିଟିଭ୍, ସୁସ୍ଥହାର ୯୮%

ଭୁବନେଶ୍ୱର: ତିନି ଶହକୁ ଖସିଛି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ । ଦିନକୁ ପାଖିପାଖି ୪୦ ହଜାର କୋଭିଡ୍ ଟେଷ୍ଟ ହେଉଛି । କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବହୁତ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୪୯ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୯୮ ଓ…

ଇର୍‌ଫାନ୍‌ଙ୍କ ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କୁ ଅପିଲ୍‌ କଲେ ପୁଅ ବାବିଲ୍‌

ନୂଆଦିଲ୍ଲୀ: ବଲିଉଡର ଦିଗ୍‌ଗଜ ଅଭିନେତା ଇରଫାନ୍ ଖାନ୍ ଏପ୍ରିଲ୍ ୨୯ ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ହେବା ପରେ ତାଙ୍କ ପରିବାର ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଅଲ୍‌ବିଦା କହିଥିଲେ। ଇରଫାନଙ୍କ ଦେହାନ୍ତ ହେବାର ବହୁ ଦିନ ବିତିଛି, କିନ୍ତୁ ସ୍ୱର୍ଗତ ଅଭିନେତାଙ୍କୁ ତାଙ୍କ…

୧୫୩ କେଜିର ରତ୍ନପଥର ଜବତ, ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ରାୟଗଡା: ୧୫୩ କିଲୋର ରତ୍ନ ପଥର ଜବତ । ଚୋରା ଚାଲାଣ ବେଳେ ରାୟଗଡ଼ା ଜିଲ୍ଲାରୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁ ଜିତେନ୍ଦ୍ର ବେହେରା ଓ ଘର ରାୟଗଡ଼ା ଟାଉନରେ । ରବି, ପାନା, କଳାହୀରା, ମୁନଷ୍ଟୋନ ଭଳି ବହୁ ମୂଲ୍ୟବାନ ପଥର…

ମୋବାଇଲ୍‌ କଂଗ୍ରେସ: କରୋନା କାଳରେ ଟେଲିକମ୍ କ୍ଷେତ୍ର ପରସ୍ପରକୁ ଯୋଡ଼ି ରଖିବାରେ ସାହାଯ୍ୟ କରିଛି; ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ ମୋବାଇଲ କଂଗ୍ରେସ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଟେଲିକମ୍ କ୍ଷେତ୍ର ଭାରତର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଆଜି ଏହି କାର୍ଯ୍ୟକ୍ରମରେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୃହବନ୍ଦୀ, ଅଭିଯୋଗ ଆଣିଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଅଭିଯୋଗ ଆଣିଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପବିନ୍ଦ କେଜ୍ରିଓ୍ୱାଲଙ୍କୁ ଗୃହବନ୍ଦୀରେ ରଖାଯାଇଛି । କେନ୍ଦ୍ରୀୟ ପୁଲିସ୍‌ ବାହିନୀ‌ ତାଙ୍କୁ ଗୃହବନ୍ଦୀ କରି ରଖିଛି । ସେ ନିଜ ବାସ ଭବନରେ ଅଟକ ଅଛନ୍ତି । ଟ୍ୱିଟ୍‌ କରି ଏହି ସୂଚନା ଦେଇଛି ଆମ୍‌ ଆଦମୀ ପାର୍ଟି । ଦଳ…

ଆମେରିକାର ସ୍ୱତନ୍ତ୍ର ୱାଚ୍‌ ଲିଷ୍ଟରେ ଚୀନ୍‌ ଏବଂ ପାକିସ୍ତାନ ସମେତ ବିଶ୍ୱର ୧୦ ଦେଶ ସାମିଲ୍‌

ନୂଆଦିଲ୍ଲୀ: ଧାର୍ମିକ ସ୍ୱାଧୀନତାର ଉଲ୍ଲଂଘନ ମାମଲା ସାମ୍ନାକୁ ଆସିବା ପରେ ଚୀନ୍ ଏବଂ ପାକିସ୍ଥାନ ସମେତ ମୋଟ ୧୦ ଟି ଦେଶ ଉପରେ ଆମେରିକା କଡା ପଦକ୍ଷେପ ନେଇଛି। ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନକୁ ଆମେରିକା ଏକ ସ୍ୱତନ୍ତ୍ର…

ମହେନ୍ଦ୍ର ତନୟା ନଦୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଗଜପତି: ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ତନୟା ନଦୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ କିଛି ଲୋକେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ନଦୀରେ ଏଖ ମୃତଦେହ ଭାସୁଥିବା ଦେଖିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପରେ ଅଗ୍ନିଶମ ବାହିନୀର…

ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି ଅଭିଯୋଗ

ପୁରୀ: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ଅଭିଯୋଗ । ପିନରେଷ୍ଟ ନାମକ ଏକ ସଂସ୍ଥା ପକ୍ଷରୁ ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସେବାୟତଙ୍କ ସମେତ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ସମ୍ପୃକ୍ତ ସଂସ୍ଥା ବିରୋଧରେ ସେବାୟତ ଏତଲା…