Latest Odisha News

BREAKING NEWS

ଓବାମାଙ୍କ ହାଇସ୍କୁଲ ଜର୍ସି ଏତେ କୋଟିରେ ବିକ୍ରି: ହେଲା ବିଶ୍ବ ରେକର୍ଡ

ୱାଶିଂଟନ୍: ପୂର୍ବତନ ରାମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ଜର୍ସି ୧୨୯,୦୦୦ ଡଲାର ଅର୍ଥାତ୍ ୧ କୋଟି ୪୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।୧୯୭୯ରେ ଓବାମା ଏହି ଜର୍ସିକୁ ହବାଇର ପୁନାହୋ ସ୍କୁଲରେ ବାସ୍କେଟବଲ ଖେଳିବା ସମୟରେ ପିନ୍ଧିଥିଲେ । ନିଲାମ କରାଯାଇଥିବା ଏହି ଜର୍ସି ୧ କୋଟି ୪୦ ଲକ୍ଷ…

କରୋନା ଭ୍ୟାକସିନକୁ ନେଇ କେନ୍ଦ୍ରର ଗାଇଡଲାଇନ ମାନିବ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ରବିବାର ଦିନ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବରିଷ୍ଠ ନାଗରିକ, ସ୍ୱାସ୍ଥ୍ୟ ଏବଂ ଆଗଧାଡିର କର୍ମଚାରୀଙ୍କୁ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଆଜି ୩୧ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୩୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ବିଏମସିର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୬ ଓ ସ୍ଥାନୀୟ ଅଂଚଳରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ୪୦ ଜଣ ସୁସ୍ଥ…

ମହାକାଶରେ ହେଲା ମୂଳା ଚାଷ

ୱାଶିଂଟନ୍: ଆକାଶରେ କରାଯାଇଛି ମୂଳା ଚାଷ । ଏପରି ପ୍ରଥମ ଥର ହୋଇଛି, କେହି ଜଣେ ମହାକାଶରେ ମୂଳା ଚାଷ କରିଛନ୍ତି । ଏହି କମାଲ କରି ଦେଖାଇଛନ୍ତି ନାସାର ମହାକାଶ ଯାତ୍ରୀ କେଟ୍ ରୁବିନ୍ସ । ସେ ମୂଳା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ତାକୁ ସଫଳ ମଧ୍ୟ କରିଛନ୍ତି । ସେ ପ୍ରଥମ ଥର ପାଇଁ…

ପରଲୋକରେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ନାଥ ମିଶ୍ର

ରାଉରକେଲା: ଆଜି ସକାଳେ ବରିଷ୍ଠ ସାମ୍ବାଦିକ ରାଜେନ୍ଦ୍ର ନାଥ ମିଶ୍ରଙ୍କର ଦେହାନ୍ତ ହୋଇଛି । ମେଳାପି ସ୍ୱଭାବର ରାଜେନ୍ଦ୍ର ଓଡିଶା ଗଣମାଧ୍ୟମରେ ଜଣେ ପରିଚିତ ଚେହେରା ଥିଲେ । ରାଉରକେଲାର ଆଇଜିଏଚ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ନିଧନ ହୋଇଥିବା ଜଣାପଡିଛି । ଦୀର୍ଘଦିନ ଧରି…

କୃଷକଙ୍କ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିବେ ଶରଦ ପାୱାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପାୱାର । କୃଷକଙ୍କ ଆନ୍ଦୋଳନକୁ ନେଇ ଆସନ୍ତା ୯ ତାରିଖରେ ପାୱାର ରାଷ୍ଟ୍ରପତିଙ୍କୁ ଭେଟିବେ । ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦିନ କୃଷକ ନେତା ଓ ସରକାରଙ୍କ ମଧ୍ୟରେ ପରବର୍ତ୍ତୀ…

ସୁପର ସଣ୍ଡେରେ ଟିମ୍ ଇଣ୍ଡିଆର କମାଲ: ଦ୍ବିତୀୟ ଟି-୨୦ ବିଜୟ ସହ ଆଗୁଆ ସିରିଜ୍ କବଜା

ସିଡନୀ: ଦିନିକିଆର ବଦଲା ଟି-୨୦ରେ ନେଲା ଭାରତ । ସୁପର ସଣ୍ଡେରେ କମାଲ କଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ଟି-୨୦କୁ ୬ ୱିକେଟରେ ଜିତିଲା ବିରାଟ ବାହିନୀ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସହ ଶିଖର ଧୱନ ଓ ଅଧିନାୟକ କୋହଲୀଙ୍କ ଦମଦାର ଇନିଂସ ଯୋଗୁ ଦ୍ବିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ…

ଫିଲ୍ମ ‘ଆଦିପୁରୁଷ’କୁ ନେଇ ତେଜୁଛି ବିବାଦ: ଫିଲ୍ମରେ ରାବଣଙ୍କ ସକରାତ୍ମକ ଭୂମିକାକୁ ବରଦାସ୍ତ କରାଯିବନି…

ନୂଆଦିଲ୍ଲୀ: ଫିଲ୍ମ 'ଆଦିପୁରୁଷ' ବିବାଦ ଘେରି ରହିଥିବା ଜଣାପଡିଛି। ମହାରାଷ୍ଟ୍ର ବିଜେପି ନେତା ରାମକଦମ କହିଛନ୍ତି ଯେ ଯଦି ଫିଲ୍ମ ହିନ୍ଦୁମାନଙ୍କ ଭାବନାକୁ ଆଘାତ କରିବାକୁ ଚେଷ୍ଟା କରେ ତେବେ ବିଜେପି ଏହାକୁ ବରଦାସ୍ତ କରିବ ନାହିଁ। ରାମକଦମ ତାଙ୍କ ବିବୃତ୍ତିରେ ଅଭିନେତା ସୈଫ ଅଲି ଖାନ ଏବଂ…

ଚମତ୍କାର ! ଏକ୍ସେଲ୍ ସିଟ୍‌ରେ ପେଣ୍ଟିଂ ବନାଉଛନ୍ତି ୮୦ ବର୍ଷୀୟ

ଭୁବନେଶ୍ୱର: ମାଇକ୍ରୋସଫ୍ଟ ଏକ୍ସେଲ୍ । ସାରା ବିଶ୍ୱରେ ଏହି ସଫ୍ଟ ୱେର୍ ଜରିଆରେ ଲୋକେ ନିଜ ଆବଶ୍ୟକତା ଅନୁଯାୟୀ କମ୍ପ୍ୟୁଟରରେ କାମ କରିଥାନ୍ତି । ଖାସ୍ କରି ବାଲାନ୍ସ ସିଟ୍ ଓ ଗ୍ରାଫ୍ ପ୍ରସ୍ତୁତି ପାଇଁଏହାର ବ୍ୟବହାର ହୋଇଥାଏ । ହେଲେ କେବେ ଶୁଣିଛନ୍ତି ଏକ୍ସେଲ୍‌ରେ ପ୍ରସ୍ତୁତ ହୋଇପାରେ…

ଓଡ଼ିଶାରେ ପେଟ୍ରୋଲ ମୂଲ୍ୟ ବୃଦ୍ଧି; ଚିନ୍ତାରେ ଗ୍ରାହକ

ଭୁବନେଶ୍ୱର: ଓଡିଶାରେ ଗତ ୧୫ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ (ଓଏମସି) ତୈଳ ମୂଲ୍ୟ ବୃଦ୍ଧି କରିଥିବା ବେଳେ ପେଟ୍ରୋଲ ରେଟ୍ ଲିଟର ପିଛା ୮୪.୦୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୮୦.୧୯…