Latest Odisha News

BREAKING NEWS

ରାଜ୍ୟରୁ ଆଉ ୭ ଜୀବନ ନେଲା ପ୍ରାଣଘାତୀ ଭାଇରସ୍

ଭୁବନେଶ୍ୱର: କରୋନା କାୟା କମୁଥିବା ବେଳେ ରାଜ୍ୟରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଆଉ ୭ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ୫ଟି ଜିଲ୍ଲାର ଆକ୍ରାନ୍ତ । କଟକ ଜିଲ୍ଲାରୁ ସର୍ବାଧିକ ୩ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି…

ଓଡ଼ିଶାରେ ୩ହଜାରକୁ ଖସିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟାରେ ୩୬୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ । ମୃତ୍ୟୁସଂଖ୍ୟା ବି ଖସୁଛି । ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରୁଛନ୍ତି । ରାଜ୍ୟରେ ଖସୁଛି ଆକ୍ଟିଭ୍ କେସ୍ । ପ୍ରଥମ ଥର ପାଇଁ ଚାରି ହଜାର ତଳକୁ କରୋନା ସକ୍ରିୟ ମାମଲା ଖସିଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୬୮…

ଆସନ୍ତାକାଲି କୃଷକଙ୍କ ଭାରତ ବନ୍ଦ ଡାକରାକୁ ଖୋଲାଖୋଲି ସମର୍ଥନ ଜଣାଇଲେ ସିଏମ୍‌ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀଙ୍କ ପ୍ରତିବାଦ ଜାରି ରହିଛି। ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିନ୍ଧୁ ସୀମାରେ ପହଞ୍ଚିଛନ୍ତି। ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବାକୁ ଥିବା କୃଷକ ଭାରତ ବନ୍ଦ ଡାକରା ସମର୍ଥନ କରିବାକୁ ଘୋଷଣା କରିଛନ୍ତି।…

ରାଜ୍ୟର ୧୨ଟି ସହରରେ ୧୪ ଡିଗ୍ରୀ ତଳେ ପାରଦ, ଫୁଲବାଣୀରେ ଅଧିକ ଶୀତ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢୁଛି ଥଣ୍ଡା। ଅଧିକାଂଶ ଜିଲ୍ଲାରେ ଶୀତ ଲହରି । ଆଜି ରାଜ୍ୟର ୧୨ଟି ସହରରେ ୧୪ଡିଗ୍ରୀ ସେଲସିୟସ ତଳେ ରହିଛି ସର୍ବନିମ୍ନ ତାପମାତ୍ରା । କନ୍ଧମାଳ ଜିଲ୍ଲାରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ତଳକୁ ଖସିଛି । ଫୁଲବାଣୀରେ ୮.୫ଡିଗ୍ରୀ ଓ ଦାରିଙ୍ଗିବାଡ଼ିରେ…

କାନପୁରରେ ସ୍ପୁଟିନିକ୍‌-ଭିର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ; ୧୩ ସ୍ୱ‌େଚ୍ଛାସେବୀଙ୍କୁ ଦିଆଗଲା ଟିକା

ନୂଆଦିଲ୍ଲୀ: କରୋନା ସଙ୍କଟକୁ ଦୂର କରିବା ପାଇଁ ଦେଶରେ କ୍ରମାଗତ ଭାବରେ କରୋନା ଟିକା ପରୀକ୍ଷଣ ଚାଲିଛି। ଉତ୍ତରପ୍ରଦେଶର କାନପୁରରେ ଋଷିଆର ସ୍ପୁଟିନିକ୍‌-ଭି ଟିକା ପରୀକ୍ଷା କରାଯାଇଛି। କାନପୁରର ଜିଏସଭିଏମ ମେଡିକାଲ କଲେଜରେ ସ୍ପୁଟନିକ-ଭି ପରୀକ୍ଷଣର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପରୀକ୍ଷା…

ନାର୍କୋ ଆତଙ୍କବାଦ ଅଭିଯୋଗରେ ଦିଲ୍ଲୀରୁ ପାଞ୍ଚ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ପୋଲିସ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଶାକରପୁରରେ ଏନକାଉଣ୍ଟର ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଏହି ପାଞ୍ଚ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥି ସହ ଦିଲ୍ଲୀ ପୋଲିସ ମଧ୍ୟ ଏହି ଆତଙ୍କବାଦୀଙ୍କ ନିକଟରୁ…

ଆଜି ଆଗ୍ରା ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନୀ ଉତ୍ସବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ଏହି ଉନ୍ମୋଚନ ପ୍ରଥମେ ଡିସେମ୍ବର ୧ ରେ ଧାର୍ଯ୍ୟ…

ଦେଶରେ ୪ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, କମୁଛି ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ କମିବାରେ ଲାଗିଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୨ହଜାର ୯୮୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ୭୭ହଜାର ୨୦୩କୁ ବୃଦ୍ଧି ପାଇଛି । ଦେଶରେ…

ପରଲୋକରେ ଅଭିନେତ୍ରୀ ଦିବ୍ୟା ଭଟନାଗର

ନୂଆଦିଲ୍ଲୀ: ସୋମବାର ସକାଳେ ଲୋକପ୍ରିୟ ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ପରଲୋକ ହୋଇଛି। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଜୀବନ ପାଇଁ ସଂଗ୍ରାମ କରୁଥିବା ଅଭିନେତ୍ରୀ ଦିବ୍ୟା ଭଟନାଗରଙ୍କ ଦେହାନ୍ତ ହୋଇଛି। ଟିଭି ସିରିଏଲ 'ୟେ ରିସ୍ତା କିୟା କେହଲତା ହ‌ୈରେ 'ଗୁଲାବୋ' ଭୂମିକାରେ ଅଭିନୟ…

ଦିଲ୍ଲୀରୁ ୫ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୫ ସନ୍ଦିଗ୍ଧ ଆତଙ୍କବାଦୀ । ଦିଲ୍ଲୀ ଶାକରପୁର ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ସେମାନଙ୍କୁ ଧରିଛି । ତାପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗିରଫ ଆତଙ୍କୀଙ୍କ ମଧ୍ୟରେ ଦୁଇ…