Latest Odisha News

BREAKING NEWS

ଦୋକାନ ପଛପାଖ କାନ୍ଥ ତାଡ଼ି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍

ଜଗତପୁର: ସୁନା ଦୋକାନରେ କଳାକନା ବୁଲାଇ ଦେଲେ ଲୁଟେରା । ଦୋକାନ ପଛପାଖ କାନ୍ଥ ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା । କଟକ ଜଗତପୁର ସ୍ଥିତ ଆଇବି ରୋଡରେ ଥିବା ସୁନାଗହଣା ଦୋକାନରୁ ଏହି ଲୁଟ୍ ହୋଇଛି । ଅଭିଯୋଗ ଅନୁସାରେ ଲୁଟେରା ୬୦ଭରି ସୁନା, ୩୫ କେଜି ରୁପା ଓ ନଗଦ ୬୦ ହଜାର ଟଙ୍କା…

କୃଷକଙ୍କ ମାମଲା ମାଗଣାରେ ଲଢିବାକୁ ପ୍ରସ୍ତୁତ; ଏସ୍‌ସି ବାର୍‌ ଆସୋସିଏସନ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି ଏବଂ ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ କୃଷକମାନେ ଏକ ବଡ଼ ଘୋଷଣା କରିଛନ୍ତି ଯେ ଶନିବାର ଦିନ କୃଷକ ସଂଗଠନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ। ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ମଧ୍ୟ…

କୃଷକଙ୍କ ଭାରତ ବନ୍ଦ ଡକରାକୁ ରାଜ୍ୟ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡକରା ଦେଇଛି । ଏହାକୁ ସମର୍ଥନ କରିବ ଓଡ଼ିଶା କଂଗ୍ରେସ । ଏନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କଂଗ୍ରେସ ଦଳ ଭାରତ ବନ୍ଦ ଡାକରାକୁ ସମର୍ଥନ କରୁଛି । ଚାଷୀମାନେ ଆମର…

କୃଷକ ଆନ୍ଦୋଳନ ସମର୍ଥନରେ କଣ କହିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ‌ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡା ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରକୁ ନେଇ ମୁହଁ ଖୋଲିଛି। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ କହିଛନ୍ତି ଯେ ଭାରତରେ ପ୍ରଦର୍ଶନ କରୁଥିବା କୃଷକମାନଙ୍କୁ କାନାଡା ସମର୍ଥନ କରେ। ଦ୍ୱିତୀୟ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ…

ବୁର୍ଲା ଭୀମସାରରେ ଟଳିଲା ବଡଧରଣର ଅଘଟଣ

ସମ୍ୱଲପୁର: ଗଛ ଭାଙ୍ଗି ବିଦ୍ୟୁତ ତାର ଛିଣ୍ଡିଗଲା । ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯିବାରୁ ସର୍ଟ ସର୍କିଟରୁ ଲାଗିଲା ନିଆଁ । ଏଥିରୁ ବୁର୍ଲା ଭୀମସାର ରକ୍ତଭଣ୍ଡାରରେ ଅଗ୍ନିକାଣ୍ଡ ହୋଇଛି । ପୋଡ଼ି ଯାଇଛି ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର । ଏବେ ବାକି ଥିବା ୩ଟି ଫ୍ରିଜରରେ…

କଙ୍ଗନାଙ୍କୁ ମୀକା ସିଂଙ୍କ ପରାମର୍ଶ; ଦେଶପ୍ରେମ ସେତିକି ଥାଉ; ଅଭିନୟ ପ୍ରତି ଧ୍ୟାନ ଦିଅ

ନୂଆଦିଲ୍ଲୀ: ଯେବେଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ବିଷୟରେ ଟୁଇଟ୍ କରିବା ଆରମ୍ଭ କରିଛନ୍ତି, ସେବେଠାରୁ କଙ୍ଗନାଙ୍କ ବିରୋଧରେ ପ୍ରତିବାଦର ସ୍ୱର ଶୁଣିବାକୁ ମିଳୁଛି। ଏହାପୂର୍ବରୁ, କଙ୍ଗନା ଏବଂ ଦିଲଜିତ ଦୋସାଞ୍ଜଙ୍କ ମଧ୍ୟରେ ଦେଖାଯାଉଥିବା ଏହି ବାକ୍‌ ଯୁଦ୍ଧ ମଧ୍ୟରେ ଆହୁରି…

ଗୋଟିଏ ଦିନରେ ଦେଶରୁ ୩୬ ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୯୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୩୬ ହଜାର ୬୫୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୪୨,୫୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…

ଶୀତ ଲହରି: ରାଜ୍ୟରେ ୧୪ ଡିଗ୍ରୀ ତଳେ ୧୪ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଛି । ଧୀରେ ଧୀରେ ବଢୁଛି ଶୀତ । ୧୪ଟି ସହରରେ ପାରଦ ୧୪ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ସବୁଠୁ ଥଣ୍ଡା ସହର ପାଲଟିଛି ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ୧୦ ଡିଗ୍ରୀ ସେଲସିୟସ ତଳେ ଦୁଇଟି…

ପ୍ରକାଶ ପାଇଲା ବିଏଡ୍ ପ୍ରବେଶିକା ଫଳ

ଭୁବନେଶ୍ୱର: ବିଏଡ୍ ପ୍ରବେଶିକା ପରୀକ୍ଷା- ୨୦୨୦ର ଫଳାଫଳ ଏବଂ କଟ୍ ଅଫ୍ ତାଲିକା ସହପ୍ରୋଭିଜନାଲ ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶିତ ହୋଇଛି। ସବିଶେଷ ସୂଚନା ପାଇଁ ଛାତ୍ରଛାତ୍ରୀ ମାନେ ସାମସ୍ ଓ୍ବେବସାଇଟ ଚେକ୍ କରିପାରିବେ। କାଉନସେଲିଂ ପାଇଁ ଉଭୟ ବିଜ୍ଞାନ ଏବଂ କଳା ଷ୍ଟ୍ରିମର ମୋଟ ୯୦୦…

ଆଜି ପୁଣି ସରକାରଙ୍କ ସହ ଚାଷୀଙ୍କ ଆଲୋଚନା, ନିଷ୍କର୍ଷ ଉପରେ ନଜର

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ୧୦ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାର ଆଲୋଚନା କରୁଛନ୍ତି । ନିଷ୍କର୍ଷ ବାହାରି ପାରୁନି । ଆଜି ପୁଣି ଥରେ କୃଷକ ସଂଗଠନ ପ୍ରତିନିଧିଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଆଜି ପଞ୍ଚମ ପର୍ଯ୍ୟାୟ ଆଲୋଚନା ହେବ । କଣ ବାହାରିବ ନିଷ୍ପତ୍ତି ତାଉପରେ…