ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ‘ନେଟଫ୍ଲିକ୍ସ’; ଦୁଇ ଦିନ ପାଇଁ ‘ନେଟଫ୍ଲିକ୍ସ’…
ନୂଆଦିଲ୍ଲୀ: ଅନଲାଇନ୍ ଷ୍ଟ୍ରିମିଂ ଆପ୍ ନେଟଫ୍ଲିକ୍ସ ଲୋକମାନଙ୍କୁ ଏହାର ପ୍ଲାଟଫର୍ମରେ ଉପଲବ୍ଧ ବିଷୟବସ୍ତୁକୁ ଏହି ସପ୍ତାହ ଶେଷରେ ଅର୍ଥାତ୍ (୫-୬ ଡିସେମ୍ବର) ମାଗଣାରେ ଦେଖିବାର ସୁଯୋଗ ଦେଇଛି, ଯାହାକୁ କମ୍ପାନୀ ନେଟଫ୍ଲିକ୍ସ ଷ୍ଟ୍ରିମ୍ଫେଷ୍ଟର ନାମ ଦେଇଛି। ଡିସେମ୍ବର ୫ ଏବଂ ୬ରେ,…