Latest Odisha News

BREAKING NEWS

ବିଶ୍ୱବିଦ୍ୟାଳୟ ଓ କଲେଜରେ ଖୋଲିବ ଲାବୋରେଟୋରୀ

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ କଲେଜ ଗୁଡ଼ିକରେ ଲାବୋରେଟୋରୀ ଖୋଲାଯିବ ବୋଲି ଶୁକ୍ରବାର ଦିନ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଛି ଯେ ପରୀକ୍ଷାମୂଳକ କାର୍ଯ୍ୟ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ…

ବିବାଦ ସୃଷ୍ଟି କଲା ଟି୨୦ର କନକସନ ସବଷ୍ଟିଚ୍ୟୁଟ ନିୟମ

କାନବେରା:ଭାରତ-ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ମ୍ୟାଚରେ ନୂତନ ଭାବେ ଲାଗୁ କରାଯାଇଥିବା କନକସନ ସବଷ୍ଟିଚ୍ୟୁଟ ନିୟମ ବିବାଦ ସୃଷ୍ଟି କରିଛି । ଏହି ନିୟମ ଯୋଗୁ ଭାରତକୁ ମ୍ୟାଚ ଜିତାଇବାରେ ସଫଳ ହୋଇଛନ୍ତି ୟୁଜଭେନ୍ଦ୍ର ଚାହଲ । ଭାରତ ଇନିଂସ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜାଙ୍କ…

ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧୪ କୋଟି ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧୪ କୋଟିର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର କହିବା ଅନୁସାରେ ବିଜୟ ମାଲ୍ୟାଙ୍କ ୩୨ avenue FOCH, ଫ୍ରାନ୍ସ ସମ୍ପତ୍ତି ଫ୍ରାନ୍ସ ଅଥରିଟି ପକ୍ଷରୁ ଜବତ କରାଯାଇଛି । ଫ୍ରାନ୍ସରେ ଜବତ କରାଯାଇଥିବା ସମ୍ପତ୍ତିର ମୂଲ୍ୟ ୧.୬…

ଭୁବନେଶ୍ୱରରେ ଆଜି ୨୭ କରୋନା ପଜିଟିଭ ଚିହ୍ନଟ; ଜାଣନ୍ତୁ କେଉଁ ସ୍ଥାନରୁ କେତେ

ଭୁବନେଶ୍ୱର: ଭୁବନେଶ୍ୱରରେ ଗୋଟିଏ ଦିନରେ ୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଟ୍ବିଟ୍ ଅନୁଯାୟୀ ସଙ୍ଗରୋଧରୁ ୧୩ ଓ ସ୍ଥାନୀୟ ଅଂଚଳରୁ ୧୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୩୩ ଜଣ ସୁସ୍ଥ ହୋଇଛନ୍ତି।…

ଏଲଏସିରେ ଭାରତର ଏକା ସଙ୍ଗରେ ୧୦ ଆକାଶ ମିସାଇଲ ପରୀକ୍ଷା ସଫଳ

ନୂଆଦିଲ୍ଲୀ: ଲାଇନ ଅଫ ଆକଚୁଆଲ କଂଟ୍ରୋଲ (ଏଲଏସି)ରେ ଭାରତ ଏକାସଙ୍ଗରେ ୧୦ ଆକାଶ ମିସାଇଲ ପରୀକ୍ଷା କରି ସଫଳ ହୋଇଛି । ଚୀନ ସହ ଉତେଜନାପୂର୍ଣ୍ଣ ପରିସ୍ଥିତିରେ ଭାରତର ଏହି ସଫଳତା ଏୟାରଫୋର୍ସର ସମ୍ମାନ ବଢ଼ାଇଛି । ଶତ୍ରୁ ଦେଶର ଡମି ବିମାନକୁ ଅଳ୍ପ ସମୟରେ ମଧ୍ୟରେ ଆକାଶ ମିସାଇଲ ଖସାଇବାରେ ସଫଳ…

କବିତା : “ନୂଆ ସକାଳ”

ଅମୂଲ୍ୟ କୁମାର ପଣ୍ଡା ପ୍ରୀତି ନଈ ଧାରେ ଗୋଟିଏ ବନ ଘନ ବନ ମଧ୍ୟେ ନାହିଁ ଯେ ଜନ ପକ୍ଷୀ ଦୁଇ ତୋଳି ଥିଲେ ଟି ଘର ନଥିଲା ସେଇଠି ଆପଣା ପର । ପ୍ରେମ ପ୍ରଣୟରେ ମାତିଲେ ଦୁହେଁ ହସିଲା ଘରଟି ଖୁସିର ସୁଏ ଜନ୍ମିଲା ପକ୍ଷୀଙ୍କ ନନ୍ଦନ ଦୁଇ ବିନୋଦ ରଚାନ୍ତି ମାଆକୁ ଛୁଇଁ । କୁମର…

କରୋନା ପଜିଟିଭ୍ ହେଲେ ଖେଳାଳି: ଟସ୍ ପୂର୍ବରୁ ସ୍ଥଗିତ ରହିଲା ମ୍ୟାଚ୍

କେପଟାଉନ୍: ମ୍ୟାଚ୍ ପାଇଁ ପ୍ରସ୍ତୁତି ସରିଥିଲା । ମୁହାଁମୁହିଁ ହୋଇଥାନ୍ତେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଟସ୍ ପଡିଥାନ୍ତା, ମ୍ୟାଚ୍ ଆରମ୍ଭ ହୋଇଥାନ୍ତା । ହେଲେ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଲା ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି ମ୍ୟାଚ୍ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବାରୁ…

ଉଇଗୁର ମୁସଲମାନଙ୍କୁ ଘୁଷୁରୀ ମାଂସ ଖାଇବାକୁ ବାଧ୍ୟ କରାଉଛି ଚୀନ

ବେଜିଂ: ଉଇଗୁର ମୁସଲମାନଙ୍କ ପ୍ରତି ଚୀନ ଅମାନବୀୟ ବ୍ୟବହାର ଜାରି ରଖିଛି । ମୁସଲମାନଙ୍କ ତ୍ରାଣକର୍ତା ସାଜିଥିବା ପାକିସ୍ତାନ ଓ ତୁର୍କୀ କିନ୍ତୁ ଚୀନ ଭୟରେ ଏଥିନେଇ ମୁହଁ ଖୋଲୁ ନାହାନ୍ତି । ଅଲ ଜଜୀରା ରିପୋର୍ଟ ମୁତାବକ ଚୀନ ଏବେ ପ୍ରତ୍ୟେକ ଶୁକ୍ରବାର ଶରଣାର୍ଥୀ ଶିବରରେ ରହୁଥିବା…

ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା; ଡିସେମ୍ବର ୧୮ ଅନଲାଇନ୍ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଅଲ୍ ଇଣ୍ଡିଆ ସୈନିକ ସ୍କୁଲ ପ୍ରବେଶିକା ପରୀକ୍ଷା ଲାଗି  ଅନଲାଇନ୍ ଆବେଦନର ଶେଷ ତାରିଖ ଡିସେମ୍ବର ୧୮କୁ ବୃଦ୍ଧି କରାଯାଇଛି। ଏନେଇ ସୈନିକ ସ୍କୁଲ ଭୁବନେଶ୍ଵରର ଅଫିସିଏଟିଙ୍ଗ ପ୍ରିନ୍ସପାଲ୍ କମାଣ୍ଡର ପ୍ରୀତିକା ଶର୍ମା ସୂଚନା ଦେଇ କହିଛନ୍ତି, ୨୦୨୧ ବର୍ଷ ପାଇଁ ଅଲ୍ ଇଣ୍ଡିଆ…

ମହାମାରୀ ପରେ ପ୍ରଥମ ଉତ୍ସବ ଓ ପ୍ରଥମ ଆଶାର ସଙ୍କେତ- କୋଣାର୍କ ନୃତ୍ୟ ଉତ୍ସବ ୨୦୨୦

(କୋଣାର୍କ ନୃତ୍ୟ ଉତ୍ସବ ଅବସରରେ କେଦାର ମିଶ୍ରଙ୍କ ସ୍ୱତନ୍ତ୍ର ଉପସ୍ଥାପନା)  ଗତ ମାର୍ଚ୍ଚ ମାସରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପୂରା ଦେଶର ରଙ୍ଗମଞ୍ଚ ନୀରବ ରହିଥିଲା। କରୋନା ମହାମାରୀର ପ୍ରକୋପ ଯୋଗୁଁ ଦେଶର ସବୁ ଉତ୍ସବ, ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବରେ…