Latest Odisha News

BREAKING NEWS

୬୦ଲକ୍ଷ ଅନଲାଇନ ଠକେଇ, ଭଦ୍ରକରୁ ଗିରଫ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ

ଭଦ୍ରକ: ଅନଲାଇରେ ଠକେଇ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ୬୦ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ରିମାଣ୍ଡରେ ନେବ ଦିଲ୍ଲୀ ପୋଲିସ । ଏଥିପାଇଁ ଦିଲ୍ଲୀ ପୋଲିସ ଟିମ୍ ଭଦ୍ରକରେ ପହଞ୍ଚିଛି । ଗିରଫ ଯୁବକଙ୍କ ନାଁ…

ଆଜି ନୟାଗଡ଼ ଯଦୁପୁର ଯିବ କଂଗ୍ରେସ ପ୍ରତିନିଧି ଦଳ

ନୟାଗଡ଼: ନାବାଳିକା ହତ୍ୟା ମାମଲାକୁ ନେଇ ରାଜନୀତି ଥମୁନି । ସରକାରୀଙ୍କୁ ଘେରୁଛନ୍ତି ବିରୋଧୀ । ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ନୟାଗଡ଼ ଜିଲ୍ଲା ଯଦୁପୁର ଗସ୍ତ କରିବେ । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ଯିବେ । କଂଗ୍ରେସ…

ରାଜ୍ୟର +୨ କଲେଜ କ୍ଯାମ୍ପସକୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଖୋଲିପାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା କଲେଜ। କ୍ଯାମ୍ପସକୁ ବିଶୋଧନ ଓ ସଫେଇ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ। ସବୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।…

ବାଲ୍ୟ ବିବାହକୁ ନେଇ ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା ପୁରସ୍କାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ସମ୍ପର୍କରେ ପ୍ରଶାସନକୁ ସୂଚନା ଦେଲେ ୫୦୦୦ ଟଙ୍କା ପୁରସ୍କାର ରାଶି ମିଳିବ ଘୋଷଣା କରିଛନ୍ତି ପ୍ରଶାସନ। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବା ଲାଗି…

ଜାମିନ ଆବେଦନ କଲେ ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ହାଇକୋର୍ଟ ଗଲେ ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ। ଜାମିନ ପାଇଁ ଆଜି  ସେ ଆବେଦନ କରିଛନ୍ତି। ପୂୂର୍ବରୁ ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭୟଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଗତ ନଭେମ୍ବର ୨୭ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ…

ଆକାଶ ପାଠକଙ୍କ ଆକାଉଣ୍ଟରୁ ପୁଣି ୧କୋଟି ୪୭ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର: ତଦନ୍ତ ଯେତିକି ଆଗଉଛି, ଖୋଲୁଛି ଆକାଶ ପାଠକଙ୍କ ଗୋଟିଏ ପରେ ଗୋଟିଏ ଗୁମର। ପୁଣି ତାଙ୍କ ଆକାଉଣ୍ଟରୁ ଠାବ ହୋଇଛି ୧କୋଟି ୪୭ ଲକ୍ଷ ଟଙ୍କା ବ୍ୟାଙ୍କ ଜମା । ଭୁବନେଶ୍ୱର ଓ ପୁନେର ତିନିଟି ବ୍ଯାଙ୍କ ଆକାଉଣ୍ଟର ଖୋଳତାଡ ବେଳେ ଏହି ତଥ୍ୟ ସାମନାକୁ ଆସିଛି। ଏନେଇ କ୍ରାଇମବ୍ରାଞ୍ଚ…

ଆମେରିକାବାସୀଙ୍କୁ ୧୦୦ ଦିନ ଯାଏଁ ମାସ୍କ ପିନ୍ଧିବା ଲାଗି ଅପିଲ୍ କରିବି: ବାଇଡେନ

ୱାଶିଂଟନ୍: କାର୍ଯ୍ୟଭାର ଗ୍ରହଣ କରିବା ପରେ ୧୦୦ ଦିନ ଲାଗି ମାସ୍କ ପିନ୍ଧିବାକୁ ଆମେରିକା ନାଗରିକ ମାନଙ୍କୁ ନିବେଦନ କରିବେ ବୋଲି ଗୁରୁବାର କହିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ। ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏହି ମହାମାରୀକୁ ଦୂର କରିବା ପାଇଁ ମାସ୍କ…

ରେଷ୍ଟୁରାଂଟ ଖୋଲିଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ଫିଲ୍ମ ଦୁନିଆରେ ବିଶେଷ ସକ୍ରିୟ ନ ଥିଲେ ମଧ୍ୟ ଅନ୍ୟ କାରଣ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ପରିଣତ ବୟସରେ ଯୋଗ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ନେଇ ସେ ପ୍ରଶଂସାର ପାତ୍ର ହେଉଛନ୍ତି । ଏବେ ଶିଳ୍ପା ମୁମ୍ବାଇର ବାନ୍ଦ୍ରା ଅଂଚଳରେ ଏକ ଭବ୍ୟ…

ଓଡ଼ିଶାରୁ ସୁସ୍ଥ ହେଲେ ୬୪୨ କରୋନା ରୋଗୀ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୪୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1334862172409643010?s=19 ତେବେ ୬୪୨ ଜଣ ଆରୋଗ୍ୟଙ୍କୁ ମିଶାଇ…

ଭାରତକୁ ଶୀଘ୍ର ମିଳିବ ରୋମିଓ ହେଲିକପ୍ଟର: ଜାରି ହେଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ନୌସେନା ଦିବସ ଅବସରରେ ଭାରତକୁ ଆମେରିକା କମ୍ପାନୀ ଲକହିଡ୍ ମାର୍ଟିନ୍ ଦେଲା ଉପହାର । ଭାରତକୁ ମିଳିବାକୁ ଥିବା ଏମଏଚ୍-୬୦ଆର ଅର୍ଥାତ୍ ରୋମିଓ ହେଲିକପ୍ଟରର ପ୍ରଥମ ଫଟୋ ଜାରି କରିଛି ଲକହିଡ୍ ମାର୍ଟିନ୍ । କୁହାଯାଉଛି କି ଖୁବ୍ ଶୀଘ୍ର ଏହି ହେଲିକପ୍ଟର ଭାରତ ଆସିବ । ଶୀଘ୍ର ଭାରତୀୟ…