ଭୁବନେଶ୍ୱରରେ ପହଞ୍ଚିଲା ଓଡିଆ ପ୍ରବାସୀଙ୍କୁ ଧରି କୁଏତରୁ ଆସୁଥିବା ବିମାନ
ଭୁବନେଶ୍ୱର: ଓଡିଆ ପ୍ରବାସୀଙ୍କୁ ଧରି କୁଏତରୁ ଆସୁଥିବା ଜଜିରା ଏୟାରୱେଜ୍ ଜେ ୯୧୫୬୫, ୧୬୨ ବିମାନ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛି।
ସୂଚନାନୁସାରେ, ଏହା ହେଉଛି କୁଏତରୁ ଆସିଥିବା ଦ୍ୱିତୀୟ ବିମାନ, ଯାହା ସେଠାରେ ଥିବା ପ୍ରବାସୀ ଓଡିଆଙ୍କୁ ଆଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…